ଯୁଦ୍ଧରେ ଫସି ଯାଇଥାନ୍ତେ ଅଭିନେତ୍ରୀ ଉର୍ବଶୀ ରୌତେଲା, ୟୁକ୍ରେନ୍ରେ ଚାଲିଥିଲା ଫିଲ୍ମର ଶୁଟିଂ
ନୂଆଦିଲ୍ଳୀ ୨୫।୦୨: ଫେବୃଆରୀ ୨୪ ୟୁକ୍ରେନ ପାଇଁ ଅତ୍ୟନ୍ତ ବିପଜ୍ଜନକ ଏବଂ ଭୟାନକ ବୋଲି ପ୍ରମାଣିତ ହୋଇଛି । ବୋମା ବିସ୍ଫୋରଣରେ ୟୁକ୍ରେନ ବାସିନ୍ଦାଙ୍କୁ ଶକ୍ତ ଝଟକା ଲାଗିଛି। ସେଠାରେ ଏବେ ଯୁଦ୍ଧର ପରିସ୍ଥିତି ଏବଂ ସବୁ ସ୍ଥାନରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ସମୟରେ ବଲିଉଡର ଜଣେ ଅଭିନେତ୍ରୀଙ୍କ ଜୀବନ ମରୁ ମରୁ ବଞ୍ଚି ଯାଇଛି । ଯଦି ସେ ଠିକ୍ ସମୟରେ ସଠିକ୍ ପଦକ୍ଷେପ ନ ନେଇଥାନ୍ତେ । ତେବେ […]