ଦେଶ ବିଦେଶ ମନୋରଞ୍ଜନ

ପୂଜା ଭଟ୍ଟଙ୍କୁ ବିବାହ କରିବାକୁ ଚାହୁଁଥିଲେ ମହେଶ ଭଟ୍ଟ ? ବିବାଦୀୟ ବୟାନ ପାଇଁ ମିଳିଥିଲା ହତ୍ୟା ଧମକ

ନୂଆଦିଲ୍ଲୀ ୨୪।୦୨: ବଲିଉଡ ଅଭିନେତ୍ରୀ ପୂଜା ଭଟ୍ଟଙ୍କ ଜୀବନ ଏକ ଫିଲ୍ମ କାହାଣୀ ପରି। ସେ ତାଙ୍କ ଜୀବନରେ ଅନେକ ଉତ୍ଥାନ-ପତନ ଦେଖିଛନ୍ତି । ତାଙ୍କ ଫିଲ୍ମ କ୍ୟାରିଅର ସମୟରେ ଅନେକ ବିବାଦରେ ଜଡିତ ଥିଲେ । ତାଙ୍କୁ ନେଇ ଅନେକ କଣ୍ଟ୍ରୋଭର୍ସି ମଧ୍ୟ ହୋଇଥିଲା । ଯେମିତିକି ଥରେ ତାଙ୍କ ପିତା ମହେଶ ଭଟ୍ଟଙ୍କ କାରଣରୁ ତାଙ୍କ ନାମ ମଧ୍ୟ ବିବାଦରେ ଘେରରେ ଥିଲା। ବାସ୍ତବରେ, ଉଭୟଙ୍କର ଏକ ବୋଲ୍ଡ ଫଟୋ ମ୍ୟାଗାଜିନ୍‌ କଭରରେ ପେପରରେ […]

ମନୋରଞ୍ଜନ ରାଜ୍ୟ

ଆରପାରିରେ ଗାୟକ ପ୍ରଶାନ୍ତ ସାମନ୍ତରାୟ: ଆଉ ଶୁଭିବନି ଦେଶିଆ ସଙ୍ଗୀତର ସ୍ବର

ଜୟପୁର: ଥମିଗଲା ‘ନାଚୁଲିରେ ନାଚୁଲି’ର ସ୍ବର ଓ ଆଉ ଶୁଭିବନି ଦଶହରା ମଞ୍ଚଳରେ ‘ଆସା ଆସା ଆସା ଜୁ ବେ ଦଶର ଦେଖା’ ଗୀତ। ଆଦିବାସୀ ସଙ୍ଗୀତ ଜଗତର ଶ୍ରେଷ୍ଠ କଳାକାର ତଥା ଗାୟକ ପ୍ରଶାନ୍ତ ସମାନ୍ତରାୟ ଆଉ ନାହାନ୍ତି। ଆଜି ସକାଳ ୯ଟା ବେଳେ ବିଶାଖାପାଟଣାରେ ତାଙ୍କର ପରଲୋକ ଘଟିଛି। ଶ୍ରୀ ସମାନ୍ତରାୟଙ୍କ ବିୟୋଗରେ କୋରାପୁଟ ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି। କୋରାପୁଟ ଜିଲ୍ଲା ଜୟପୁର ସହରର ମାଦଳା ସାହିରେ ଶ୍ରୀ ସାମନ୍ତରାୟଙ୍କ ଘର। […]

ଖେଳ ଦେଶ ବିଦେଶ

ଗୁରୁବାର ଭାରତ-ଶ୍ରୀଲଙ୍କା ପ୍ରଥମ ଟି୨୦ : ବିଜୟ ଧାରା ବଜାୟ ଲକ୍ଷ୍ୟରେ ରୋହିତ ସେନା

ଲକ୍ଷ୍ନୌ ୨୪/୦୨ : ଗୁରୁବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚ୍‌ ଖେଳାଯିବ । ଲକ୍ଷ୍ନୌ ସ୍ଥିତ ‘ଭାରତ ରତ୍ନ’ ଅଟଳ ବିହାରୀ ବାଜପେୟୀ ଏକନ କ୍ରିକେଟ୍‌ ଷ୍ଟାଡିୟମରେ ଏହି ମୁକାବିଲା ଖେଳାଯିବ । ଉଭୟ ଦଳ ଏହି ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଅଛନ୍ତି। ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଉଭୟ ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜ ମୂଳପୋଛ କରିବା ପରେ ଭାରତୀୟ ଦଳର ମନୋବଳ ଦ୍ୱିଗୁଣିତ ହୋଇଛି । କିନ୍ତୁ ଆହତ ସମସ୍ୟା ଦଳକୁ […]

ଦେଶ ବିଦେଶ ମନୋରଞ୍ଜନ

ପୋକ୍ସୋ ଆକ୍ଟ ଅଧୀନରେ ଅଭିନେତା, ନିର୍ମାତା ଓ ନିର୍ଦ୍ଦେଶକ ମହେଶ ମଞ୍ଜରେକରଙ୍କ ନାମରେ ମାମଲା ରୁଜ୍ଜୁ

ମୁମ୍ବାଇ: ମରାଠୀ ଚଳଚ୍ଚିତ୍ରରେ ଛୋଟ ପିଲାମାନଙ୍କୁ ନେଇ ଅଶ୍ଳୀଳ ଦୃଶ୍ୟ ଦେଖାଇବା ଅଭିଯୋଗରେ ଆଇପିସିର ଧାରା ୨୯୨, ୩୪, ପୋକ୍ସୋ ଆକ୍ଟର ଧାରା ୧୪ ଏବଂ ଆଇଟି ଆକ୍ଟର ଧାରା ୬୭, ୬୭(ବି) ଅନୁଯାୟୀ ଅଭିନେତା-ନିର୍ଦ୍ଦେଶକ ମହେଶ ମଞ୍ଜରେକରଙ୍କ ବିରୋଧରେ ଏକ ମାମଲା ରୁଜ୍ଜୁ କରାଯାଇଛି। ଗତ ସପ୍ତାହରେ ଏକ ଅଦାଲତ ଏନେଇ ଆଦେଶ ଦେବା ପରେ ପୁଲିସ୍‌ ଏବେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଉଲ୍ଲେଖଯୋଗ୍ୟ, ଗତ ଶୁକ୍ରବାର ଦିନ ମୁମ୍ବାଇର ଏକ ସ୍ୱତନ୍ତ୍ର […]

ଦେଶ ବିଦେଶ ମନୋରଞ୍ଜନ

ଭେଟେରାନ୍ ମାଲାୟଲମ୍ ଅଭିନେତ୍ରୀ KPAC ଲଲିତାଙ୍କ ଦେହାନ୍ତ, ୭୪ ବର୍ଷ ବୟସରେ ପରଲୋକ

ନୂଆଦିଲ୍ଲୀ ୨୩/୦୨: ଆଉ ନାହାଁନ୍ତି ଭେଟେରାନ୍ ମାଲାୟାଲମ୍ ଅଭିନେତ୍ରୀ KPAC ଲଲିତା । ୭୪ ବର୍ଷ ବୟସରେ ସେ କୋଚିରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁ ଖବରକୁ ମାଲାୟାଲମ୍ ଚଳଚ୍ଚିତ୍ର କଳାକାର (ଏମ୍ଏମ୍ଏ) ର ଅଭିନେତା ତଥା ସଚିବ ଏଡାଭେଲୁ ବାବୁ ନିଶ୍ଚିତ କରିଛନ୍ତି । ଗତ କିଛି ମାସ ହେବ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଲାଗିରହିଥିଲା । ଦୀର୍ଘଦିନ ଧରି ଯକୃତ ସିରୋସିସ୍ ରୋଗରେ ପୀଡିତ ଥିଲେ ଲଳିତା । KPAC ଲଲିତା […]

ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୩୪୨ କରୋନା ପଜିଟିଭ୍

ଭୁବନେଶ୍ୱର ୨୩/୦୨: ଗତ ୨୪ ଘଣ୍ଟା ମଧ୍ୟରେ ୩୪୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୩୬୩୯ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୬ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୧୪୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା […]

ଖେଳ ଦେଶ ବିଦେଶ

ଶ୍ରୀଲଙ୍କା ଶୃଙ୍ଖଳା ଲାଗି ସଜବାଜ

ଲକ୍ଷ୍ନୌ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଏବଂ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୬-୦ (ଉଭୟ ଶୃଙ୍ଖଳାକୁ ୩-୦ରେ ଜିତିବା ପରେ)ରେ ପୋଛିନେବା ପରେ ଭାରତୀୟ କ୍ରିକେଟ୍ ଦଳ ଏବେ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳା ଉପରେ ନଜର ପକାଇଛି। ଶ୍ରୀଲଙ୍କା ବିପକ୍ଷରେ ଭାରତ ଦୁଇଟି ପର୍ଯ୍ୟାୟରେ ଦୁଇଟି ଶୃଙ୍ଖଳା ଖେଳିବ। ପ୍ରଥମେ ତିନିଟି ଟ୍ବେଣ୍ଟି-୨୦ ଖେଳିବ। ତା’ ପରେ ଦୁଇଟି ଟେଷ୍ଟ୍ ମ୍ୟାଚ୍‌ରେ ମଧ୍ୟ ଅବତ୍ତୀର୍ଣ୍ଣ ହେବ। ପୂର୍ବରୁ ଉଭୟ ଦଳ ପ୍ରଥମେ ଟେଷ୍ଟ୍ ଏବଂ […]

ଦେଶ ବିଦେଶ ପର୍ଯ୍ୟଟନ

କୋଟିଆରେ ଫଳିଲା ଷ୍ଟ୍ରବେରି

ପଟ୍ଟାଙ୍ଗି: କୋଟିଆରେ ଫଳିଛି ଷ୍ଟ୍ରବେରି | ଆନ୍ଧ୍ର-ଓଡିଶା ସୀମା ବିବାଦକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା କୋଟିଆରେ ଏବେ ଷ୍ଟ୍ରବେରି ଚାଷ ହେଉଥିବାର ଦେଖିବାକୁ ମିଳିଛି | ଭିଟାମିନ-ସି ଓ ଆଇରନରେ ଭରପୁର ଷ୍ଟ୍ରବେରି ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଥିବାବେଳେ କୋଟିଆର ଜଳବାୟୁ ଏହି ଚାଷ ପାଇଁ ଉପଯୁକ୍ତ ବୋଲି ଜଣାପଡିଛି | କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ବିବାଦୀୟ କୋଟିଆ ଗ୍ରାମପୁଞ୍ଜର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଉନ୍ନୟନ ମୂଳକ […]

ଦେଶ ବିଦେଶ ମନୋରଞ୍ଜନ

ବିବାହ ପରେ ଇନଷ୍ଟାଗ୍ରାମରେ ନାମ ପରିବର୍ତ୍ତନ କଲେ ଶିବାନୀ ଦାଣ୍ଡେକର

ନୂଆଦିଲ୍ଳୀ ୨୩।୦୨: ଫେବୃଆରୀ ୧୯ରେ ବଲିଉଡ ଅଭିନେତା ଫରହାନ ଅଖତର ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେକରଙ୍କ ସହ ବିବାହ କରିଥିଲେ । ଏହି ଦମ୍ପତି ୪ ବର୍ଷ ଧରି ପରସ୍ପରକୁ ଡେଟ୍ କରୁଥିଲେ । ମହାରାଷ୍ଟ୍ରୀୟ ପାରମ୍ପରିକ ସହ ସେମାନେ vowରେ ଦୁହିଁଙ୍କର ବିବାହ ହୋଇସାରିଛି। ବିବାହ ପରେ ସେମାନେ ବାହାରକୁ ଯାଉଥିବା ଫଟୋ ମଧ୍ୟ ଭାଇରାଲ ହେଇଥିଲା। ନିକଟରେ ଅଭିନେତ୍ରୀ ତାଙ୍କ ବିବାହର କିଛି ଦିନ ପରେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ନିଜ […]

ଦେଶ ବିଦେଶ ମନୋରଞ୍ଜନ

‘ଗଙ୍ଗୁବାଇ କାଠିଆୱାଡି’ରେ କମାଠିପୁରା ନାମକୁ ନେଇ ବିବାଦ, ଫିଲ୍ମ ବିରୋଧରେ ହାଇକୋର୍ଟରେ ଗଲେ ବିଧାୟକ ଅମିନ ପଟେଲ୍‌

ମୁମ୍ବାଇ ୨୩।୦୨: ଆଲିଆ ଭଟ୍ଟଙ୍କ ଚଳଚ୍ଚିତ୍ର ଗାଙ୍ଗୁବାଇ କାଠିଆୱାଡି ରିଲିଜ୍ ପାଇଁ ମାତ୍ର ଆଉ ୨ଦିନ ବାକି ଅଛି। ଏହି ଫିଲ୍ମର ଘୋଷଣା ଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ଜଡିତ କିଛି ବିବାଦ ଲାଗି ରହିଛି। ସଞ୍ଜୟ ଲୀଲା ଭନସାଲୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ସବୁବେଳେ ବିବାଦରେ ଥାଏ । ଏହାର କାରଣ ହେଉଛି ସେମାନେ ଐତିହାସିକ ବିଷୟ ଉପରେ ଅଧିକ ଚଳଚ୍ଚିତ୍ର ନିର୍ମାଣ କରନ୍ତି। ଏବଂ ଯେଉଁଥିପାଇଁ ଏହା ବିବାଦ ଲାଗି ରହିବା ସ୍ୱାଭାବିକ […]