KKଙ୍କ ମୃତ୍ୟୁ ପରେ ରୁଜୁ ହେଲା ମାମଲା, ଗାୟକଙ୍କ ମୁଣ୍ଡ ଏବଂ ଗାଲରେ ରହିଛି ଚିହ୍ନ!
ନୂଆଦିଲ୍ଳୀ ୦୧।୦୬: ଆରପାରିରେ ବଲିଉଡ୍ର ପ୍ରସିଦ୍ଧ ଗାୟକ କେ.କେ। କୋଲକାତାର ଏକ କନସର୍ଟରେ ସଙ୍ଗୀତ ପରିବେଷଣ ସମୟରେ ତାଙ୍କର ଦେହାନ୍ତ ହୋଇଛି। କେ.କେଙ୍କ ମୃତ୍ୟୁରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ପ୍ରଶଂସକ ଏବଂ ସେଲିବ୍ରେଟିମାନେ ଚକିତ ହୋଇଯାଇଛନ୍ତି। ହେଲେ ବର୍ତ୍ତମାନ ମୃତ୍ୟୁ ପରେ ଏକ ବଡ଼ ଖୁଲାସା ହୋଇଛି । ଖବର ଅନୁଯାୟୀ ଗାୟକଙ୍କ ଦେହରେ ଏକ ଆଘାତ ଲାଗିଛି। ପୋଲିସ ଏହି ମାମଲାରେ ‘ଅସାଧାରଣ ମୃତ୍ୟୁ’ ମାମଲା ରୁଜୁ କରିଛି। […]