ଭାରତ ଛାଡିବା ପୂର୍ବରୁ ଧନଶ୍ରୀଙ୍କ ସହ ଡ୍ୟାନ୍ସ କଲେ ଜୋସ୍ ବଟଲର: ତାଜୁବ ହୋଇଗଲେ ଚହଲ, ଭିଡିଓ ଭାଇରାଲ
ମୁମ୍ୱାଇ ୩୧/୦୫: ରାଜସ୍ଥାନ ରୟାଲ୍ସର ଦ୍ୱିତୀୟ ଥର ପାଇଁ ଆଇପିଏଲ୍ ଟାଇଟଲ୍ ଜିତିବାର ସ୍ୱପ୍ନ ପୂରଣ ହୋଇପାରିନି । ସଞ୍ଜୁ ସାମସନଙ୍କ ନେତୃତ୍ୱରେ ଦଳ ଗୁଜୁରାଟ ଟାଇଟାନ୍ସଠାରୁ ଫାଇନାଲ ମ୍ୟାଚରେ ୭ୱିକେଟରେ ପରାସ୍ତ ହୋଇଛି । ରାଜସ୍ଥାନ ରୟାଲ୍ସ ଟାଇଟଲ୍ ଜିତି ପାରି ନଥିଲା । କିନ୍ତୁ ଦଳର ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲର୍ କମଳା ଅରେଞ୍ଜ କ୍ୟାପ୍ ଏବଂ ସ୍ପିନର ୟୁଜଭେନ୍ଦ୍ର ଚହଲ ପର୍ପଲ କ୍ୟାପ୍ କବଜା କରିଥିଲେ । ପରାଜୟର କ୍ଷତକୁ ଭୁଲି ବଟଲର ଘରକୁ […]