ଆମେରିକାରେ ପୁଣି ଗୁଳିକାଣ୍ଡ : ହସ୍ପିଟାଲରେ ପଶି ୪ ଜଣଙ୍କୁ ମାରିଲା ଆତତାୟୀ
ନୂଆଦିଲ୍ଲୀ ୦୨/୦୬: ଅଶାନ୍ତ ଆମେରିକା । ଗତ କିଛି ଦିନ ହେବ ଆମେରିକାରେ ଗୁଳିମାଡ ଘଟଣା ବଢିବାରେ ଲାଗିଛି । ବୁଧବାର ଓକଲାହୋମାର ଟୁଲସାରେ ଏକ ହସ୍ପିଟାଲରେ ଭୟଙ୍କର ଗୁଳିକାଣ୍ଡ ଘଟିଛି । ଗୁଳିମାଡରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଦୁର୍ବୃତ୍ତ ପ୍ରଥମେ ୪ ଜଣଙ୍କୁ ଗୁଳିକରି ହତ୍ୟା କରିବା ପରେ ପରେ ନିଜେ ମଧ୍ୟ ଆତ୍ମହତ୍ୟା କରିଥିଲା । ସୂଚନାନୁସାରେ, ଓକଲାହୋମାର ଟୁଲସାରେ ଥିବା ଏକ ହସ୍ପିଟାଲର ବିଲଡିଂରେ ଜଣେ ଆତତାୟୀ […]