ପୂର୍ବ ସ୍ବାମୀଙ୍କୁ ନେଇ ଖୁଲାସା କଲେ କନିକା କପୁର, କହିଲେ-ଆମେ ଏବେ ବି…
ମୁମ୍ବାଇ ୦୧।୦୬: ଏମିତି ଅନେକ ସମ୍ପର୍କ ଅଛି, ଯାହା ସମୟ ଅନୁସାରେ ଭାଙ୍ଗିଯାଏ। କାହିଁକି ନା ସମ୍ପର୍କରେ ତିକ୍ତତା ଓ ଘୃଣା ଏତେ ବଢିଯାଏ ଯେ ପରସ୍ପର ଚେହେରା ଦେଖିବାକୁ ପସନ୍ଦ କରନ୍ତି ନାହିଁ । ଏଭଳି ପରିସ୍ଥିତିରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ଯେତେ ଚେଷ୍ଟା କଲେ ବି ସେଥିରେ ସୁଧାର ଆସେ ନାହିଁ । କିନ୍ତୁ ବଲିଉଡ୍ର ଗାୟିକା କନିକା କପୁର ସେମିତି ନୁହନ୍ତି। ନିକଟରେ ବେବିଡଲ୍ ତଥା କନିକା ଦ୍ବିତୀୟ ବିବାହ […]