ଅପରାଧ ରାଜ୍ୟ

ପୋଲିସ କବ୍‌ଜାରେ ଭାଇ ଗ୍ୟାଙ୍ଗ୍, ୭ ସଦସ୍ୟ ଗିରଫ

ଭୁବନେଶ୍ବର ୨।୬: ଅଶାନ୍ତ ହୋଇଉଠିଛି ରାଜଧାନୀ ସହର । ସହରରେ ଦିନକୁ ଦିନ ମୁଣ୍ଡ ଟେକୁଥିବା ନୂଆ ନୂଆ ଦାଦା ଗ୍ରୁପ ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଅଳ୍ପ ବୟଷର ଯୁବପୀଢି ଏହି ଗ୍ରୁପରେ ସାମିଲ ହୋଇ ନିଜର ପତିଆରା ଜାହିର କରିବାକୁ ପଛାଉ ନାହାନ୍ତି । କମିସନରେଟ୍ ପୋଲିସ କବଜାରେ ଏଭଳି ଏକ ଗ୍ୟାଙ୍ଗ୍ ‘ଭାଇ ଗ୍ୟାଙ୍ଗ’ । ଗ୍ୟାଙ୍ଗର ୭ ଜଣଙ୍କୁ ଗିରଫ କଲା ଏୟାରଫିଲ୍ଡ ଥାନା ପୋଲିସ । […]

ଅପରାଧ ରାଜ୍ୟ

ପତ୍ନୀ ଓ‌ ପୁଅ ଅପହରଣ ପୁଲିସ ତଦନ୍ତ ଆରମ୍ଭ

କେନ୍ଦ୍ରାପଡ଼ା ପାଖରେ ରହି ପରୀକ୍ଷା ଦେବାକୁ ସୁବିଧା ହେବ ବୋଲି ବ୍ୟବସ୍ଥା କରାଇଲେ । ୨ ଦିନ କାଳ ନିଜ ଗାଡ଼ିରେ ନେବା ଆଣିବା ମଧ୍ୟ କଲେ । ପରେ ବସ୍‌ରେ‌ ପତ୍ନୀ ଓ‌ ପୁଅକୁ ସାଙ୍ଗରେ ନେଇ ପରୀକ୍ଷା ଦେବାକୁ ଯାଇଥିଲେ ଯେ ଆଉ ଘରକୁ ଫେରି ନଥିଲେ ଶେଷରେ ଖୋଜାଖୋଜି କରିବାରୁ ଜଣାପଡ଼ିଥିଲା ଯେ କୌଣସି ବ୍ୟକ୍ତି ତାଙ୍କ ପତ୍ନୀ ଓ ପୁଅକୁ ଅପହରଣ କରିନେଇଛି । କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଡେରାବିଶ […]

ଖେଳ ରାଜ୍ୟ

ଆଜିଠୁ ସାଉଥ ଏସିଆନ ବାସ୍କେଟବଲ ଚାମ୍ପିଅନସିପ୍, ଭାଗ ନେବେ ୩ଟି ଦେଶ

କଟକ ୦୨।୦୬: କଟକରେ ଆଜିଠାରୁ ଆରମ୍ଭ ହେଉଛି ସାଉଥ ଏସିଆନ ବାସ୍କେଟବଲ ଚାମ୍ପିଅନସିପ୍ । ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମ ଆରମ୍ଭ ହେବ ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତା। ଏହି ଚାମ୍ପିଅନସିପ୍ ରେ ମୋଟ ୩ଟି ଦେଶ ଭାରତ , ଵାଂଲାଦେଶ ଓ ମାଳଦ୍ବୀପ ଅଂଶଗ୍ରହଣ କରୁଛନ୍ତି। ତେବେ ତିନି ଦିନ ଧରି ଏହି ଚାମ୍ପିଅନସିପ୍ ଚାଲିଵ। କୋଭିଡ୍ କାରଣରୁ ଚାରିଟି ଦେଶ ପ୍ରତିଯୋଗୀତାରେ ଭାଗ ନେଇ ପାରିନାହାନ୍ତି। ସମସ୍ତ ମ୍ୟାଚକୁ ଦର୍ଶକ ଷ୍ଟାଡିୟମରେ ଉପଭୋଗ କରିପାରିବେ ଵୋଲି […]

ଦେଶ ବିଦେଶ ମନୋରଞ୍ଜନ

‘ବଡେ ଅଛେ ଲଗତେ ହେଁ’ ଫେମ୍‌ ନକୁଲ୍‌ଙ୍କର ବିଗିଡିଲା ସ୍ବାସ୍ଥ୍ୟାବସ୍ଥା, ହସ୍ପିଟାଲ୍‌ରେ ଭର୍ତ୍ତି

ମୁମ୍ବାଇ ୦୨।୦୬ : ଟିଭି ସିରିଏଲ୍ ‘ବଡେ ଅଛେ ଲାଗତେ ହେଁ- ୨’ ପୁଣି ଥରେ ଆରମ୍ଭ ହେବା ଦିନ ଠାରୁ ଲୋକଙ୍କ ଦୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ଏହି ଶୋ’ର କଳାକାରମାନଙ୍କ ଉପରେ ପ୍ରଶଂସକମାନେ ପ୍ରେମର ବର୍ଷା କରୁଛନ୍ତି। ଲଗାତାର ଭାବରେ ଟିଆରପି ଲିଷ୍ଟରେ ନିଜର ସ୍ଥାନ ଅଧିକାର କରି ଚାଲିଛି । ହେଲେ ବର୍ତ୍ତମାନ ସିରିଏଲ୍‌କୁ ନେଇ ବଡ ଖବର ସାମ୍ନାକୁ ଆସିଛି। ଯାହା ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ।ଏହି […]

ଦେଶ ବିଦେଶ ମନୋରଞ୍ଜନ

ଦିଲ୍ଲୀ ହାଇକୋର୍ଟରୁ ଅନୁମତି ମିଳିବା ପରେ ଦୁବାଇ ଗଲେ ଜ୍ୟାକ୍‌ଲିନ୍‌, IIFAରେ ହେବେ ସାମିଲ

ମୁମ୍ବାଇ ୦୨।୦୬: ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ IIFA ପାଇଁ ଭାରତରୁ ଆବୁଧାବି ଅଭିମୁଖେ ବାହାରି ସାରିଛନ୍ତି । ତାଙ୍କ ବିଦେଶ ଯାତ୍ରା ପାଇଁ ଦିଲ୍ଲୀ ହାଇକୋର୍ଟରୁ ବିଶେଷ ଅନୁମତି ନେବାକୁ ପଡିଥିଲା। ୨୦୦ କୋଟି ଟଙ୍କା ଲଣ୍ଡରିଂ ମାମଲାରେ ଠକ ସୁକେଶ ଚନ୍ଦ୍ରଶେଖରଙ୍କ ନାମ ଆସିବା ପରେ ଜ୍ୟାକଲିନଙ୍କୁ ଦେଶ ଛାଡିବାକୁ ଅନୁମତି ଦିଆଯାଇନଥିଲା। ଅଭିନେତ୍ରୀ ୧୫ଦିନ ପାଇଁ ବିଦେଶ ଯାତ୍ରା କରିବାକୁ ଦିଲ୍ଲୀ କୋର୍ଟରୁ ଅନୁମତି ମାଗିଥିଲେ। ଏଥିପାଇଁ ସର୍ତ ରଖି ଜଷ୍ଟିସ୍ ଜ୍ୟାକଲିନଙ୍କୁ ଆବୁଧାବି ଯିବା […]

ଅପରାଧ ରାଜ୍ୟ

ଠକି ଦେଲା କମ୍ପ୍ୟୁଟର ସଂସ୍ଥା, ବକେୟା ପାଉଣା ଦାବିରେ ଏତଲା ଦେଲେ ମିଟର ରିଡିଂ କର୍ମଚାରୀ

ସୋର ୨।୬: ବାଲେଶ୍ବର ଜିଲ୍ଲା ସୋର ବିଦ୍ୟୁତ ବିଭାଗରେ କାମ କରୁଥିବା ମିଟର ରିଡରମାନଙ୍କୁ ଠକି ଦେଇଛି କମ୍ପ୍ୟୁଟର ସଂସ୍ଥା । ୨୦୨୧ ମସିହାରୁ ଟାଟା ପାୱାରରୁ ଫ୍ରାଞ୍ଚାଇଜ୍ ନେଇ ମିଟର୍ ରିଡରମାନଙ୍କୁ ନିଯୁକ୍ତି ଦେଇଥିବା କମ୍ପ୍ୟୁଟର ସଂସ୍ଥା ଠକି ଚାଲି ଯାଇଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଛି । ଗତ ତିନି ମାସ ହେଲା ସେମାନଙ୍କର ପାଉଣା ନଦେଇ ଛାଡି ଚାଲି ଯାଇଥିବା ବେଳେ ଟଙ୍କା ମାଗିବାରୁ ଓଲଟି କମ୍ପ୍ୟୁଟର ସଂସ୍ଥା କର୍ତ୍ତୃପକ୍ଷ ଧମକ […]

ଅପରାଧ ରାଜ୍ୟ

ବନ୍ଦ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?

ଭୁବନେଶ୍ବର ୦୨।୦୬ : ବନ୍ଦ ଘରୁ ଝୁଲନ୍ତା ମୃତଦେହ ଠାବ । ଭୁବନେଅସୱର ଲକ୍ଷ୍ମୀସାଗର ଚିନ୍ତାମଣିଶ୍ୱରୀ ଅଞ୍ଚଳରେ ଥିବା ଏକ ଘରୁ ଠାବ ହୋଇଛି ମୃତଦେହ । ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ମୃତ ଯୁବକଙ୍କ ଘର କଟକରେ ହୋଇଥିବା ବେଳେ ଭୁବନେଶ୍ୱରରେ ଭଡ଼ାରେ ରହୁଥିଲେ । ଏବେ ଭଡ଼ାରେ ରହୁଥିବା ଲକ୍ଷ୍ମୀସାଗର ଚିନ୍ତାମଣିଶ୍ୱରୀ ଅଞ୍ଚଳରେ ଥିବା ଘର ଭିତରୁ ତାଙ୍କର ମୃତଦେହ ଠାବ ହୋଇଛି […]

ଅପରାଧ ରାଜ୍ୟ

ବସ୍‌ଷ୍ଟାଣ୍ଡରୁ ନିଖୋଜ ଥିବା ନାବାଳିକା ଉଦ୍ଧାର, ଅପହରଣକାରୀ ଅଟୋ ଡ୍ରାଇଭରକୁ ଖୋଜୁଛି ପୋଲିସ

ଢେଙ୍କାନାଳ ୨।୬: ମା’ ପାଖରୁ ଗାଏବ ହୋଇଗଲା ନାବାଳିକା ଭିନ୍ନକ୍ଷମ ଝିଅ । ଢେଙ୍କାନାଳ ବସଷ୍ଟାଣ୍ଡରେ ବୁଧବାର ରାତି ପ୍ରାୟ ୮ଟା ବେଳେ ଏପରି ଅଭାନୀୟ ଘଟଣା ଘଟିଛି । ଯାହାକୁ ନେଇ ଢେଙ୍କାନାଳ ସହରରେ ବେଶ ଛାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ରୁଣ୍ଡ ହୋଇଥିଲେ । ଖବର ପାଇ ଟାଉନ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଥିଲା । ପରେ ଖବର ପାଇ ସଦର ଥାନା ଗୋବିନ୍ଦପୁର ଅଞ୍ଚଳର […]

ଅପରାଧ ରାଜ୍ୟ

ସମ୍ପତ୍ତି ଲୋଭରେ ବୃଦ୍ଧା ମା’ଙ୍କୁ ଘରକୁ ନେବାକୁ ଆସିଥିଲେ, ଅରାଜି ହେବାରୁ ଭଉଣୀ ଘର ଲୋକଙ୍କୁ କଲେ ଆକ୍ରମଣ

ଜଳେଶ୍ବର ୨।୬: ଜମିବାଡ଼ି ଲୋଭରେ ବୃଦ୍ଧା ମା’ଙ୍କୁ ଘରକୁ ନେବାକୁ ଆସିଥିଲେ । ମା’ ଯିବାପାଇଁ ଅମଙ୍ଗ ହେବାରୁ ଭଉଣୀ ଘର ଲୋକଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ଭାଇ ଏବଂ ତାଙ୍କ ସହଯୋଗୀ । ଶେଷରେ ନ୍ୟାୟ ପାଇଁ ଥାନାରେ ଆଶ୍ରୟ ନେଇଛନ୍ତ ବୃଦ୍ଧା ମା’ । ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଦକ୍ଷିଣ ପଡା ଗ୍ରାମର ୭୦ବର୍ଷ ବୟସ୍କା ବୃଦ୍ଧା ବାସନ୍ତୀ ପାତ୍ରଙ୍କ ପୁଅ ଏବଂ ବୋହୂ ସମ୍ପତ୍ତି ଲୋଭରେ ମାଡ଼ […]

ଖେଳ ଦେଶ ବିଦେଶ

ଭାରତରେ ପହଁଚିଲା ଦକ୍ଷିଣ ଆଫ୍ରିକା ଟିମ୍, ୯ ତାରିଖରେ ଖେଳିବ ପ୍ରଥମ ଟି୨୦

ନୂଆଦିଲ୍ଲୀ ୦୨/୦୬: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୁନ ୯ରୁ ଟି୨୦ ସିରିଜ୍ ଆରମ୍ଭ ହେବ । ଏଥିପାଇଁ ଗୁରୁବାର ଭାରତରେ ପହଁଚିଛି ଦକ୍ଷିଣ ଆଫ୍ରିକା ଟିମ୍ । ଉଭୟ ଦେଶ ମଧ୍ୟରେ ପ୍ରଥମ ଟି୨୦ ଦିଲ୍ଲୀରେ ଖେଳାଯିବ । ଆଇପିଏଲ ଖେଳିଥିବ କ୍ୱିଣ୍ଟନ ଡିକକ୍, ଡେଭିଡ୍ ମିଲର ଓ କାଗିସୋ ରାବଡା ପୂର୍ବରୁ ଭାରତରେ ଅଛନ୍ତି । ଟି୨୦ ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକା ଟିମ୍ ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଛି । […]