KKRର କ୍ୟାପଟେନ ଶ୍ରେୟସ୍ ଆୟର କିଣିଲେ ମର୍ସିଡିଜ୍ SUV, ଏତିକି କୋଟି ଟଙ୍କା ରହିଛି ଦାମ୍
ମୁମ୍ବାଇ ୦୩।୦୬: ଶ୍ରେୟସ୍ ଆୟର ଆଇପିଏଲ୍ ୨୦୨୨ରେ ଭଲ ପ୍ରଦର୍ଶନ କରି ପାରିନାହନ୍ତି । ଆୟରଙ୍କ ଅଧିନାୟକତ୍ୱରେ କୋଲକାତା ନାଇଟ୍ ରାଇଡର୍ସ ଦଳ ଆଇପିଏଲ୍ ପ୍ଲେ ଅଫ୍ ରେ ପହଞ୍ଚି ପାରିଲା ନାହିଁ । ଦଳ ୧୪ଟି ମଧ୍ୟରୁ ମାତ୍ର ୬ଟି ମ୍ୟାଚ୍ ଜିତିଛି । ତଥାପି ଶ୍ରେୟସ୍ ଟିମ୍ ଇଣ୍ଡିଆରେ ସ୍ଥାନ ଅଧିକାର କରିଛନ୍ତି । ଆୟର୍ ତାଙ୍କର ଧୁଆଁଧାର ବ୍ୟାଟିଂ ଖୁବ୍ ପପୁଲାର। ନିକଟରେ ଶ୍ରେୟସ୍ ଏକ ବିଳାସପୂର୍ଣ୍ଣ କାର କିଣିଛନ୍ତି । ଯାହାର […]