ବିବାହ ବାର୍ଷିକୀରେ ବିଗ୍ ବି ସେୟାର କଲେ ପୁରୁଣା ଦିନର ଫଟୋ, ୟୁଜର୍ସ କହିଲେ-ଜୟାଜୀ ପୂର୍ବରୁ କଣ ଏମିତି ସରଳ
ମୁମ୍ବାଇ ୦୩।୦୬ : ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ଆଜି ବିବାହ ବାର୍ଷିକୀ । ଏହି ଅବସରରେ ତାଙ୍କ ଫ୍ୟାନ୍ସ ଫଲୋର୍ସ ଶୁଭେଚ୍ଛା ଜଣାଇଛନ୍ତି। ଅମିତାଭ ବଚ୍ଚନ ମଧ୍ୟ ତାଙ୍କ ବିବାହର ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ଦୁହିଁଙ୍କର ଏକାଠି ଫଟୋ ଦେଖିବାକୁ ମିଳିଛି। ସେହି ଫଟୋ ଏବେକାର ନୁହେଁ ବରଂ ତାଙ୍କ ବିବାହ ସମୟର । ତାହା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଅମିତାଭ ବଚ୍ଚନ ୩ ଜୁନ୍ […]