ଅପରାଧ ରାଜ୍ୟ

କଟକରୁ ବିପୁଳ ପରିମାଣର ଟଙ୍କା ଜବତ, ଅଟକ ଥିବା ଯୁବକଙ୍କୁ ବାନ୍ଧିଲା ପୋଲିସ

କଟକ ୦୪।୦୬: କଟକରୁ ବିପୁଳ ପରିମାଣର ଟଙ୍କା ଜବତ ଘଟଣା । ମାମଲାରେ ଅଟକ ଥିବା ଯୁବକକୁ ଗିରଫ କରିଛି ପୋଲିସ। ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଛାନ୍‌ଭିନ୍‌ କରୁଛି ପୋଲିସ । ଖବର ଅନୁଯାୟୀ, ଶୁକ୍ରବାର ଦରଘାବଜାର ଥାନା ପୋଲିସ ଜଣେ ଯୁବକଙ୍କ ନିକଟରୁ ୨୬ ଲକ୍ଷ ଟଙ୍କା ଜବତ କରିଥିଲା। ଟଙ୍କା ନେଇ ଯାଉଥିବା ଯୁବକକୁ ଅଟକ ରଖି ପୋଲିସ ପଚରାଉଚରା କରିଥିଲା। ଗିରଫ ଯୁବକ ପଶ୍ଚିମ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ମୁହଁରେ ପରମାନେଟ୍‌ ସ୍ମାଇଲ୍, ହସ ପଛରେ ରହିଛି ବିରଳ ରୋଗ

ଜନ୍ମ ହେବାବେଳେ ପିଲା ଖୁବ୍‌ ସୁନ୍ଦର ଦେଖାଯାଆନ୍ତି। ଏକ୍‌ ଦମ୍‌ କ୍ୟୁଟ୍‌। କୁନି ଓଠରେ ହସିଦେଲ ଏହି ସୁନ୍ଦରତା ଆହୁରି ବଢିଯାଏ। ପିଲାମାନଙ୍କ ହସ ବେସ୍‌ ସୁନ୍ଦର। ତେଣୁ ଲୋକେ ଚାହାନ୍ତି ପିଲାମାନେ ସବୁବେଳେ ଏମିତି ହସୁଥାନ୍ତୁ। ତେବେ ପରମାନେଟ୍‌ ସ୍ମାଇଲ୍‌ ବା ସ୍ଥାୟୀ ହସ ନେଇ ଜନ୍ମ ନେଇଛନ୍ତି ଜଣେ ଶିଶୁ । ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଅଷ୍ଟ୍ରେଲିଆରେ ଏଭଳି ଘଟଣା ଘଟିଛି। ପରମାନେଣ୍ଟ ସ୍ମାଇଲର୍ ସହ ଜନ୍ମ ହୋଇଥିବା ଶିଶୁଙ୍କୁ […]

ଅପରାଧ ରାଜ୍ୟ

ଯୌତୁକ ନେଲା କି ଜୀବନ ? ନବବଧୂଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା…

ଅନୁଗୁଳ ୦୪।୦୬: ଶାଶୂ ଘରୁ ମିଳିଲା ନବବଧୂଙ୍କ ଝୁଲନ୍ତା ମୃତଦେହ । ଯୌତୁକ ବାବଦରେ ମାନସିକ ସହ ଶାରୀରିକ ନିର୍ଯ୍ୟାତନା ପରେ ହତ୍ୟା କରିଥିବା ଅଭିଯୋଗ ଆଣିଲେ ଝିଅଙ୍କ ପରିବାର । ଅନୁଗୁଳ ବେନ୍ତର ଗାଁରେ ଏଭଳି ଅଘଟଣ ଘଟିଛି । ସେପଟେ ନବବଧୂଙ୍କ ମୃତ୍ୟୁ ନେଇ ଉତ୍ତେଜନା ଦେଖାଦେଇଛି। ସସ୍ମିତାଙ୍କୁ ତାଙ୍କ ଶାଶୂଘର ଲୋକ ମାରି ଦେଇଥିବା ଅନଗୁଳ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସସ୍ମିତାଙ୍କ ବାପା। ଆଗରୁ ସସ୍ମିତାଙ୍କୁ ଯୌତୁକ ବାବଦରେ ମାନସିକ […]

ଦେଶ ବିଦେଶ ମନୋରଞ୍ଜନ

ପୋଷ୍ୟ ସନ୍ତାନ ଗ୍ରହଣ କଲେ ଏହି ଅଭିନେତ୍ରୀ, ଫଟୋ ସେୟାର କରି କହିଲେ-ଲଭ ୟୁ ମାଇଁ ବେବି ଗର୍ଲ

ନୂଆଦିଲ୍ଲୀ ୦୪।୦୬: ଭିଜେ ତଥା ଅଭିନେତ୍ରୀ ଅନୁଷା ଦାଣ୍ଡେକର ନିଜର ବୋଲ୍ଡନେସ୍‌ ଏବଂ ନିଜ ଷ୍ଟାଇଲିସ୍‌ ପାଇଁ ବେଶ୍‌ ଜଣାଶୁଣା। ସେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ଥାଆନ୍ତି। କରଣ କୁନ୍ଦ୍ରାଙ୍କ ସହ ବ୍ରେକ୍‌ଅପ୍‌ ହେବା ପରେ ସେ ନିଜକୁ ସମୟ ଦେଇଥିଲେ । କିଛି ଦିନ ପାଇଁ ଟେଲି ପରଦାରୁ ଦୂରେଇ ଯାଇଥିଲେ। ହେଲେ ବର୍ତ୍ତମାନ ସେ ସୋସିଆଲ୍‌ ମିଡିଆରେ କିଛି ନା କିଛି ଫଟୋ ସେୟାର କରୁଛନ୍ତି । ହେଲେ ଏବେ ଅନୁଷା ଛୋଟ […]

ଅପରାଧ ରାଜ୍ୟ

ଜଗନ୍ନାଥ ମନ୍ଦିରରୁ ଚୋରି, ସୁନା ଓ ରୂପା ଅଳଙ୍କାର ସହ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଧର୍ମଗଡ ୪।୬: ଜଗନ୍ନାଥ ମନ୍ଦିରରୁ ଚୋରି । ଭଗବାନଙ୍କ ସୁନା ଓ ରୂପା ଅଳଙ୍କାର ସହ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଚୋର । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ମୁଖିଗୁଡା ଜଗନ୍ନାଥ ମନ୍ଦିରରୁ ଶୁକ୍ରବାର ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଶନିବାର ସକାଳୁ ମନ୍ଦିରର ପୂଜକ ଭଗବାନଙ୍କ ନୀତିକାନ୍ତି ପାଇ ଆସିଥିବା ବେଳେ ମନ୍ଦିରର ତିନୋଟି ଦ୍ଵାରର ତାଲା କାଟି ଗେଟ୍ […]

ଦେଶ ବିଦେଶ ମନୋରଞ୍ଜନ

‘ଆଶ୍ରମ-୩’ ଷ୍ଟ୍ରିମିଂ ହେବା ପରେ ସାମ୍ନାକୁ ଆସିଲା ସିଜିନ୍‌-୪ର ଟିଜର, ଫ୍ୟାନ୍ସ ଦେଲେ ଏମିତି ରିଆକ୍ସନ

ନୂଆଦିଲ୍ଲୀ ୦୪।୦୬: ‘ଆଶ୍ରମ’ର ସିଜନ-୩ OTT ପ୍ଲାଟଫର୍ମ ‘MX ପ୍ଲେୟାର’ରେ ସିଜିନ୍‌-୩ର ଷ୍ଟ୍ରିମିଂ ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ସିଜିନ୍‌-୪ର ଟିଜର ଗତକାଲି ଅର୍ଥାତ୍‌ ଶୁକ୍ରବାର ଦିନ ରିଲିଜ୍‌ ହୋଇଛି। ଏହି ୱେବ୍‌ ସିରିଜ୍‌ରେ ବାବା ନିରାଲାଙ୍କ ଭୂମିକାରେ ଅଭିନୟ କରିଥିବା ବବି ଦେଓଲ୍ ପୁଣି ଥରେ ଭଣ୍ଡ ବାବା ଭୂମିକାରେ ଦମ୍‌ଦାର ଅଭିନୟ କରୁଥିବାର ସାମ୍ନାକୁ ଆସିଛି। ଏହି ସିରିଜ୍‌ର ନାମ ଅଫିସିଆଲି ଭାବେ ‘ଏକ ବଦନାମ୍ … ଆଶ୍ରମ’ ରଖାଯାଇଛି । ଯାହାକୁ ବବି ତାଙ୍କ […]

ଅପରାଧ ରାଜ୍ୟ

ଅର୍ଡରକୁ ମାନିଲେନି ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ କରିଦେଲେନି ଜଏନିଂ

ଫୁଲବାଣୀ ୦୪/୦୬: ସରକାରଙ୍କ ବଦଳୀ ଅର୍ଡରକୁ ମାନିଲେ ନିପ୍ରଧାନଶିକ୍ଷକ । ଫଳରେ କାର୍ଯ୍ୟରେ ଯୋଗଦେବାକୁ ଯାଇଥିବା ଜଣେ ଶିକ୍ଷୟତ୍ରୀ ଅପେକ୍ଷା କରି କରି ଶେଷରେ ନିରାଶ ହୋଇ ଫେରି ନ୍ୟାୟ ପାଇବାପାଇଁ ବିଇ ଓ ଓଡିଇଓଙ୍କ ଦ୍ଵାରସ୍ଥ ହୋଇଥିବା ଜଣାପଡିଛି । ସଂଯୁକ୍ତା ପଣ୍ଡା ନାମକ ଜଣେ ଶିକ୍ଷୟତ୍ରୀଙ୍କୁ ଫୁଲବାଣୀ ବ୍ଳକ ଅଧିନ ଲୁହୁରୁବାଲି ସରକାରୀ ଉଚ୍ଚପ୍ରାଥମିକ ସ୍କୁଲକୁ ବଦଳି କରାଯାଇଥିଲା । ବିଇଓଙ୍କ ପରାମର୍ଶକ୍ରମେ ଶିକ୍ଷୟତ୍ରୀ ପଣ୍ଡା ଆଜି ଶନିବାର ସକାଳୁ ଲୁହୁରୁବାଲି ସ୍କୁଲକୁ ଜଏନ […]

ଅପରାଧ ରାଜ୍ୟ

ଓସିଏଲର ଜନଶୁଣାଣିକୁ ବିରୋଧ, ଉତ୍ତେଜନାକୁ ଦୃଷ୍ଟିରେ ରଖି ୧୩ପ୍ଲାଟୁନ ଫୋର୍ସ ମୁତୟନ

ସୁନ୍ଦରଗଡ ୪।୬: ସୁନ୍ଦରଗଡ଼ ରାଜଗାଙ୍ଗପୁର ଓସିଏଲର ଜନଶୁଣାଣିକୁ ବିରୋଧ । ଚୂନ ପଥର ଖଣିର ସମ୍ପ୍ରସାରଣକୁ ନେଇ ଜନଶୁଣାଣିକୁ ବିରୋଧ କରିଛନ୍ତି । କେଶରା ମାଲ ପଞ୍ଚାୟତର କୁଞ୍ଚୁପଡା ଗ୍ରାମର ଗ୍ରାମବାସୀ ଏହି ଜନଶୁଣାଣିକୁ ବିରୋଧ କରିଛନ୍ତି । ଜଣଶୁଣାଣି ସ୍ଥାନରେ ଉତ୍ତେଜନା ଦେଖା ଦେଇଥିବାରୁ ୧୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହାସହ ଘଟଣାସ୍ଥଳରେ ଉପ ଜିଲ୍ଲାପାଳ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

ଦେଶ ବିଦେଶ ମନୋରଞ୍ଜନ

କିଭଳି ପୁଅକୁ ବିବାହ କରିବାକୁ ଚାହୁଁଛନ୍ତି କିଆରା ? ଅଭିନେତ୍ରୀ କଲେ ଖୁଲାସା

ନୂଆଦିଲ୍ଲୀ ୦୪।୦୬: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀଙ୍କ କ୍ୟାରିୟର ଗ୍ରାଫ୍ ବହୁତ ଦ୍ରୁତ ଗତିରେ ବୃଦ୍ଦି ପାଇବାରେ ଲାଗିଛି । ‘କବୀର ସିଂ’ ପରେ ଏବେ ହିଟ୍‌ ଉପରେ ହିଟ୍‌ ଫିଲ୍ମ ଦେବାରେ ଲାଗିଛନ୍ତି କିଆରା। ନିକଟରେ ତାଙ୍କ ଫିଲ୍ମ ଭୁଲ ଭୁଲେୟାଁ ରିଲିଜ୍‌ ହୋଇଥିଲା । ଯାହା ପାଇଁ ସେ ଖୁବ୍‌ ଚର୍ଚ୍ଚା ଅଛନ୍ତି । ଆଗାମୀ ସମୟରେ ତାଙ୍କୁ ‘ଜୁଗ୍ ଜୁଗ୍ ଜିଓ’, ‘ଗୋବିନ୍ଦା ନାମ ମେରା’ ଏବଂ ‘ଆର.ସି-୧୫’ ଭଳି ଫିଲ୍ମରେ ଦେଖିବାକୁ […]

ଅପରାଧ ରାଜ୍ୟ

ଅଭାବନୀୟ : ବାପାଙ୍କୁ କାଠଫାଳିଆରେ ପିଟି ପିଟି ହତ୍ୟା, ଶରୀର ଉପରେ ସ୍କୁଟି ଚଢାଇଦେଲେ ୨ ପୁଅ

ସୁନ୍ଦରଗଡ଼ ୦୪।୦୬ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ଚାନ୍ଦିପୋଶ ଥାନା ରାଣିବର୍ଣ୍ଣେ ଗାଁରେ ଅଭାବନୀୟ ଘଟଣା । କାଠ ଫାଳିଆରେ ବାପାକୁ ପିଟି ପିଟି ହତ୍ୟା କଲେ ଦୁଇ ପୁଅ । ହତ୍ୟା ପରେ ବାପାଙ୍କ ମୃତଦେହ ଉପରେ ସ୍କୁଟି ଚଢାଇଦେଲେ ପୁଅ । ହତ୍ୟାକାଣ୍ଡ ପରେ ଦୁଇ ପୁଅ ଫେରାର ହୋଇଥିବା ସୂଚନା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ବାପା ମଙ୍ଗରା ଭୂମିଜ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ […]