ଧକ୍କା ଦେଲା ବାଇକ୍, ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ
ବିନିକା ୦୭।୦୬ : ସୋନପୁର ଜିଲ୍ଲା ବିନିକା ଥାନା ସୀଙ୍ଗିଯୁବା ଛକରେ ଦୁର୍ଘଟଣା । ବାଇକ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି l ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସୀଙ୍ଗିଯୁବା ଗାଁର ସୁଦର୍ଶନ ଭୋଇ ବୋଲି ଜଣାଯାଇଛି l ଖବର ଅନୁଯାୟୀ, ସୁଦର୍ଶନ ଯାମପାଳି ଠାରେ ଥିବା କ୍ଷୀର ସୋସାଇଟିକୁ କ୍ଷୀର ଦେଇ ଫେରୁଥିବା ସମୟରେ ବିନିକା ପଟରୁ ଆସୁଥିବା ଏକ ବାଇକ ଧକ୍କା ଦେଇଥିଲା l ଫଳରେ ଘଟଣାସ୍ଥଳରେ ସାଇକେଲ ଆରୋହୀଙ୍କ ମୃତ୍ୟୁ […]