ଖେଳ ଦେଶ ବିଦେଶ

‘ଭାରତ ନିଶ୍ଚୟ ଟି୨୦ ବିଶ୍ୱକପ୍ ଜିତିବ’ : ବଡ ଦାବି କଲେ ଏହି ଷ୍ଟାର୍ କ୍ରିକେଟର

ନୂଆଦିଲ୍ଲୀ ୦୬/୦୬: କୋଲକାତା ନାଇଟ୍ ରାଇଡର୍ସର ବ୍ୟାଟସମ୍ୟାନ୍ ଭେଙ୍କଟେଶ ଆୟର ଆଇପିଏଲ ୨୦୨୨ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ । ସେ ୧୨ଟି ମ୍ୟାଚରୁ ୧୬.୫୫ ଆଭରେଜରେ ୧୮୨ ରନ୍ କରିଥିଲେ । ଏହି ଖରାପ ପ୍ରଦର୍ଶନ ସତ୍ତ୍ୱେ ତାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜରେ ଭାରତୀୟ ଦଳରେ ସ୍ଥାନ ମିଳିଛି । ଏହା ମଧ୍ୟରେ ଭେଙ୍କଟେଶ ଗଣମାଧ୍ୟମକୁ ସାକ୍ଷାତକାର ଦେଇଛନ୍ତି । ଏହାସହ ଦଳର ବିଭିନ୍ନ ଚ୍ୟାଲେଞ୍ଜକୁ ନେଇ ନିଜର ମତ ରଖିଛନ୍ତି । ସେ […]

ଦେଶ ବିଦେଶ ମନୋରଞ୍ଜନ

ବିକିନି ପିନ୍ଧି ବୋଲ୍ଡ ଅନ୍ଦାଜ୍‌ରେ ଫଟୋ ସେୟାର କଲେ କରିସ୍ମା କପୁର, ଇଣ୍ଟରନେଟ୍‌ରେ ଲଗାଇଲା ନିଆଁ

ନୂଆଦିଲ୍ଳୀ ୦୬।୦୬ : ୯୦ ଦଶକର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରୁ କରିସ୍ମା କପୁର ଅନ୍ୟତମ ଜଣେ । ପରଫେକ୍ଟ ଫିଗରର ସହ ଡ୍ୟାନ୍ସ, ଅଭିନୟର ଯାଦୁରେ କୋଟି କୋଟି ଦର୍ଶକଙ୍କ ହୃଦୟରେ ରାଜ୍‌ କରନ୍ତି। ଦୁଇଟି ସନ୍ତାନର ମାଆ ହେବା ସତ୍ତ୍ବେ ନିଜର ସୌନ୍ଦର୍ଯ୍ୟ ଏବଂ ଫିଟନେସ୍ ଯୋଗୁଁ ଖୁବ୍‌ ଚର୍ଚ୍ଚାରେ ଥାଆନ୍ତି । କରିସ୍ମା ସୋସିଆଲ୍‌ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରୁହନ୍ତି । ସବୁବେଳେ ପର୍ସନାଲ୍‌ ଏବଂ ପ୍ରୋଫେସନାଲ୍‌କୁ ନେଇ ଅପଡେଟ୍‌ ଦିଅନ୍ତି । ନିକଟରେ […]

ଦେଶ ବିଦେଶ ମନୋରଞ୍ଜନ

ଅନନ୍ୟା ପାଣ୍ଡେଙ୍କୁ ଘାରିଲା ‘ପୁଷ୍ପା’ର କ୍ରେଜ୍, ହୋଟେଲ୍‌ ରୁମ୍‌ରୁ ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଳୀ ୦୬।୦୬ : ଫ୍ୟାଶନ୍ ହେଉ ବା ଅଭିନୟ କି ଡ୍ୟାନ୍ସ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ଅନନ୍ୟା ପାଣ୍ଡେ। ତାଙ୍କ ଷ୍ଟାଇଲ୍‌ , ଲୁକ୍‌ ସମସ୍ତ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ନିକଟରେ ସେ ଆଇଫା ଆୱର୍ଡରେ ଟ୍ରାଡିସନାଲ ଲୁକ୍‌ରେ ଜଲୱା ଦେଖାଇଥିଲେ। ନଜର ଆସିଥିଲେ । ଆୱାର୍ଡର ରେଡ୍‌ କାର୍ପେଟ୍‌ରେ ଷ୍ଟାର କିଡ୍‌ ଅନନ୍ୟା ପାଣ୍ଡେ ଏବଂ ସାରା ଅଲି ଖାନଙ୍କ ଘନିଷ୍ଠ ବନ୍ଧୁତା ଦେଖିବାକୁ ମିଳିଥିଲା । କେବଳ ଏତିକି ହିଁ ନୁହେଁ ଦୁହିଁଙ୍କର […]

ଦେଶ ବିଦେଶ ମନୋରଞ୍ଜନ

କାର୍ତ୍ତିକ ଆର୍ଯ୍ୟନଙ୍କୁ ମିସ୍‌ କରୁଛନ୍ତି ସାରା ! ଭିଡିଓ କହିଲେ ଏମିତି କିଛି

ନୂଆଦିଲ୍ଳୀ ୦୬।୦୬ : ବର୍ତ୍ତମାନ ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ କରୋନା କାଳରେ ଫସିଛନ୍ତି। ଏହି ସମୟରେ ସାରା ଅଲି ଖାନଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ କାର୍ତ୍ତିକଙ୍କ ବିଷୟରେ ଗୋଲ ଗୋଲ ଘୁରେଇ ଘୁରେଇ କହୁଛନ୍ତି। ଏବେ ସାରାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ନିକଟରେ କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ‘ଭୁଲ ଭୁଲାଇୟାଁ-୨’ ବକ୍ସ ଅଫିସରେ ଧମାଲକରିଛି। ଶହେ କୋଟି କ୍ଲବରେ ପହଞ୍ଚିବା ଫିଲ୍ମ ହୋଇଛି […]

ରାଜ୍ୟ ରାଶିଫଳ

ଆଜିର ରାଶିଫଳ

ମେଷ ଆଜି ସ୍ୱାସ୍ଥ୍ୟଗତ ସମସ୍ୟା ହୋଇପାରେ | କିନ୍ତୁ ଆତ୍ମବିଶ୍ୱାସର ଅଭାବ ହେବ | ଆଜି ଆପଣଙ୍କୁ ଅନେକ ସମସ୍ୟା ଏବଂ ପାର୍ଥକ୍ୟର ସାମ୍ନା କରିବାକୁ ପଡିପାରେ, ଯେଉଁ କାରଣରୁ ଆପଣ ବିରକ୍ତ ଏବଂ ଅଶାନ୍ତ ଅନୁଭବ କରିବେ | ତୁମର ମନ ଧାର୍ମିକ କାର୍ଯ୍ୟରେ ଅଧିକ ଜଡିତ ହେବ, ଯେଉଁଥିପାଇଁ ତୁମକୁ ଟଙ୍କା ଖର୍ଚ୍ଚ କରିବାକୁ ପଡିପାରେ | ପ୍ରକୃତିର ଗମ୍ଭୀରତା ଏବଂ ଏକାଗ୍ରତାର ଅଲୌକିକ ଦେଖାଯିବ | ହଠାତ୍ କିଛି ଭଲ ଖବର ଆସିପାରେ […]

ଦେଶ ବିଦେଶ ମନୋରଞ୍ଜନ

ଆୟେଶା ଶ୍ରଫ୍‌ଙ୍କ ପାଇଁ ଦିଶା ଲେଖିଲେ ସ୍ପେଶାଲ୍‌ ନୋଟ, କହିଲେ- ଦୁନିଆର ସବୁଠୁ ଚମତ୍କାର ବ୍ୟକ୍ତି

ମୁମ୍ବାଇ ୦୬।୦୬ : ବଲିଉଡର ଜଣା ଶୁଣା ଗ୍ଲାମରସ ଅଭିନେତ୍ରୀ ଦିଶା ପାଟାନି। ତାଙ୍କ ସୁନ୍ଦରତା ଓ ଅଭିନୟ ପାଇଁ ଲକ୍ଷ ଲକ୍ଷ ଫ୍ୟାନ୍ସ ଫଲୋର୍ସ ଅଛନ୍ତି । ଏହି ଅଭିନେତ୍ରୀ ଜଣଙ୍କ ଚଳଚ୍ଚିତ୍ର ଜଗତରେ ପାଦ ଦେବା ଦିନରୁ ତାଙ୍କ ନାଁ ସବୁବେଳେ ଟାଇଗର ଶ୍ରଫଙ୍କ ସହ ଜୋଡି ହୋଇ ରହିଛି । ଉଭୟ ସେମାନଙ୍କର ସମ୍ପର୍କକୁ ଗ୍ରହଣ କରନ୍ତି ନାହିଁ, କିନ୍ତୁ ସମୟ ସମୟରେ ସେମାନେ ନିଶ୍ଚିତ ଭାବରେ ଏକତ୍ର ନଜର ଆସିଥାନ୍ତି । […]

ଅପରାଧ ରାଜ୍ୟ

ଚର୍ଚ୍ଚାରେ ଆଖିବୁଜା ଗୁଳିମାଡ, ୫୦ ମୃତ

ଅବୁଜା (ନାଇଜେରିଆ),୦୬/୦୬: ଆଫ୍ରିକୀୟ ଦେଶ ନାଇଜେରିଆରେ ରବିବାର ଭୟଙ୍କର ଗୁଳିକାଣ୍ଡ ଘଟିଛି । ଏଥିରେ ୫୦ ଜଣ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି । ଦେଶର ଓଣ୍ଡୋ ପ୍ରଦେଶରେ ଥିବା ସେଣ୍ଟ ଫ୍ରାନ୍‌ସିସ୍‌ କ୍ୟାଥୋଲିକ୍‌ ଚର୍ଚ୍ଚ ଉପରେ ଆତତାୟୀମାନେ ଆକ୍ରମଣ କରିଥିଲେ । ପ୍ରଥମେ ସେମାନେ ଲୋକଙ୍କ ଉପରେ ଆଖିବୁଜା ଗୁଳି ମାଡ଼ କରିଥିଲେ । ଏହାପରେ ବିସ୍ଫୋରଣ ଘଟାଇଥିଲେ । ମୃତକଙ୍କ ମଧ୍ୟରେ ଅନେକ ପିଲା ରହିଥିବା ଜଣାପଡ଼ିଛି । ଘଟଣା ପରେ ଟ୍ୱିଟ୍‌ କରି […]

ଅପରାଧ ଦେଶ ବିଦେଶ

କିଏଭରେ ପୁଣି ଆତଙ୍କ ଖେଳାଇଲା ପୁଟିନ ସେନା, ବିମାନରୁ କଲା ମିସାଇଲ ଆକ୍ରମଣ

କିଏଭ୍‌,୦୬/୦୬: ୟୁକ୍ରେନ୍‌ ରାଜଧାନୀ କିଏଭ୍‌ରେ ଶାନ୍ତି ଭଙ୍ଗ କରି ପୁଣି ଆତଙ୍କ ଖେଳାଇଛି ପୁଟିନ୍‌ ସେନା । ଘନଘନ ମିସାଇଲ ମାଡ଼ରେ ଥରିଉଠିଛି ସହର । ପୁଣି ଲୋକଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଧାଁଦଉଡ଼ । ଶେଷଥର ପାଇଁ ଏପ୍ରିଲ ୨୮ରେ ଏହିଭଳି ମିସାଇଲ ଆକ୍ରମଣ କରିଥିଲେ ରୁଷୀୟ ସୈନ୍ୟ । କିଏଭ୍‌ ମେୟର ଭିଟାଲି କ୍ଲିସ୍‌କୋଙ୍କ ସୂଚନା ଅନୁସାରେ ରବିବାର ଭୋର ସମୟରେ ରାଜଧାନୀ ଉପରେ ହମ୍‌ଲା ହୋଇଛି । ଅଚାନକ ରୁଷ ସେନା ବିମାନରୁ […]

ଅପରାଧ ଦେଶ ବିଦେଶ

ମନ୍ଦିରରୁ ଫେରୁଥିଲେ ସ୍ୱାମୀ-ସ୍ତ୍ରୀ, ରାସ୍ତାରେ ମାରିଦେଲା ଭାଲୁ

ନୂଆଦିଲ୍ଲୀ ୦୬/୦୬: ମନ୍ଦିରରୁ ଫେରୁଥିଲେ ସ୍ୱାମୀ ଓ ସ୍ତ୍ରୀ । ବାଟରେ ଖାଇଗଲା ଭାଲୁ । ଏପରି ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାରେ । ଏଠାରେ ଏକ ମନ୍ଦିରରୁ ଠାକୁରଙ୍କ ଦର୍ଶନ ସାରି ଫେରୁଥିବା ବେଳେ ପତି ଓ ପତ୍ନୀଙ୍କୁ ଭାଲୁ ମାରି ଖାଇଦେଇଛି । ଯାହାକୁ ନେଇ ଗ୍ରାମବାସୀ ଭୟଭୀତ ଅଛନ୍ତି । ମୃତ ଦମ୍ପତି ହେଲେ ମୁକେଶ ରାୟ ଓ ତାଙ୍କ ପତ୍ନୀ ଗୁଡିୟା ରାୟ । ସୂଚନାନୁସାରେ, ରବିବାର ମୁକେଶ […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଅନୀଲ ଅମ୍ବାନୀଙ୍କ ବିରୋଧରେ ପାରିତ ହେଲା ବ୍ଲାକ୍ ମନି ଆକ୍ଟ, ବିଦେଶରେ ଅଛି ୮୦୦ କୋଟିର ସମ୍ପତ୍ତି

ନୂଆଦିଲ୍ଲୀ ୦୬/୦୬: ଅନୀଲ ଅମ୍ବାନୀଙ୍କ ପାଇଁ ବଢିଲା ଅଡୁଆ । ବିଦେଶରେ କୋଟି କୋଟି ଟଙ୍କାର ସମ୍ପତି ପାଇଁ ଫସିଲେ ଅନୀଲ । ଆୟକର ବିଭାଗର ମୁମ୍ବାଇ ଶାଖା ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ଆନୀଲଙ୍କ ବିରୋଧରେ ୨୦୧୬ କଳାଧନ ଅଧିନିୟମ ଆଧାରରେ ଏକ ନିର୍ଦ୍ଦେଶନାମା ପାରିତ କରିଛି । ପୂର୍ବରୁ ମଧ୍ୟ ଏ ମାମଲାରେ ତଦନ୍ତକାରୀ ଟିମ୍ ଅନୀଲଙ୍କୁ ନୋଟିସ ଜାରି କରିଥିଲେ । ହେଲେ ସେ ଏହାର କୌଣସି ଜବାବ ଦେଇନଥିଲେ । ଫଳରେ ଆୟକର […]