ବିବାହକୁ ନେଇ ଏପରି ରିଆକ୍ସନ ଦେଲେ କାର୍ତ୍ତିକ ଆର୍ଯ୍ୟନ୍, ପୋଷ୍ଟ ଭାଇରାଲ୍
ନୂଆଦିଲ୍ଲୀ ୦୮।୦୭ : ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ଭୁଲ ଭୁଲିୟାଁ -୨ ବର୍ତ୍ତମାନ ରିଲିଜ୍ ହୋଇ ସାରିଛି। ଏହି ହରର କମେଡି ଫିଲ୍ମ ଦର୍ଶକଙ୍କୁ ବହୁତ ମନୋରଞ୍ଜନ କରୁଛି। ଭୁଲ ଭୁଲେୟାଁ-୨ ନିକଟରେ ୧୦୦ କୋଟି କ୍ଲବରେ ପ୍ରବେଶ କରିଛି। ସମସ୍ତ ଫିଲ୍ମକୁ ପଛରେ ପକାଇ ଭୁଲ୍ ଭୁଲେୟାଁ-୨ ବକ୍ସ ଅଫିସରେ ୧୫୦ କୋଟି ବ୍ୟବସାୟ କରିଛି । ଫିଲ୍ମଟି ଭଲ ବ୍ୟବସାୟ କରିବା ପରେ କାର୍ତ୍ତିକ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ କଥାବାର୍ତ୍ତା […]