ଅପରାଧ ରାଜ୍ୟ

କଟକ ସହରରେ ଦିନକୁ ଦିନ ବଢୁଛି ଅପରାଧ, ସୁରକ୍ଷା ଦୃଷ୍ଟିରୁ ଅଧିକରୁ ଅଧିକ ସିସିଟିଭି ଲଗାଇବାକୁ ସହରବାସୀଙ୍କ ଦାବି

କଟକ ୨୨।୬: କଟକ ସହରରେ ଦିନକୁ ଦିନ ବଢୁଛି ଅପରାଧ । ଅପରାଧ ଦମନ ପାଇଁ ପୋଲିସ ଯେତେ ପଇଁତରା ମାରିଲେ ବି ଅପରାଧୀ କିନ୍ତୁ ନୂଆ ନୂଆ ତରିକା ଆପଣାଇ ଘଟାଇ ଚାଲିଛନ୍ତି ଅପରାଧ । ଅପରାଧୀଙ୍କ କାର୍ଯ୍ୟକଳାପକୁ ନଜର ରଖିବା ପାଇଁ ସହରର ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯାଇଛି । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଏହା ଫେଲ୍‌ ମାରିବା ଭଳି ମନେ ହେଉଛି । କାରଣ କେଉଁଠି ସିସିଟିଭି କାମ କରୁନି ତ ଆଉ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ତହସିଲରେ ସରକାରୀ ଅର୍ଥ ଅପବ୍ୟବହାର ଘଟଣା, ବନ୍ଧାହେଲେ ସେକ୍ସନ ଅଫିସର

ଯାଜପୁର ୨୨/୦୬ : ବନ୍ଧାହେଲେ ଯାଜପୁର ବିଂଝାରପୁର ତହସିଲର ସେକ୍ସନ ଅଫିସର । ସେକ୍ସନ ଅଫିସର ଜଣଙ୍କ ହେଉଛନ୍ତି ଅଜୟ କୁମାର ସାହୁ । ୨୦୦୬ ରୁ ୨୦୧୬ ମସିହା ମଧ୍ୟରେ ଯାଜପୁର ତହସିଲରେ ୪ କୋଟିରୁ ଅଧିକ ସରକାରୀ ଅର୍ଥ ଅପବ୍ୟବହାର ଘଟଣାରେ ଯାଜପୁର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ପୂର୍ବରୁ ଅଜୟ ଯାଜପୁର ତହସିଲରେ ମୁଖ୍ୟ କିରାଣୀ ଭାବେ କାର୍ଯ୍ୟ କରୁଥିଲେ । ସେହି ଘଟଣାର ମୁଖ୍ୟ କାର୍ପଟଦାର ରଜତ ରାଉତଙ୍କୁ କିଛି […]

ଅପରାଧ ରାଜ୍ୟ

ରାଜସ୍ଥାନରେ ଲଜ୍ଜା : ତିନି ପିଲାର ମାଙ୍କ ସହ ଗଣଦୁଷ୍କର୍ମ, ମୁଖ୍ୟ ଅଭିଯୁକ୍ତ ଅଟୋ ଡ୍ରାଇଭର ଏବଂ ୩ ସାଥୀ ଫେରାର

ଜୟପୁର ୨୨।୦୬ : ରାଜସ୍ଥାନ ଉଦୟପୁରରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ ତଥା ତିନି ପିଲାଙ୍କର ମାଆଙ୍କ ସହ ଗଣଦୁଷ୍କର୍ମ ହୋଇଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅଟୋ ଡ୍ରାଇଭର ଓ ତାଙ୍କର ୩ ଜଣ ସାଥୀ ସାମିଲ ଥିବା ସୂଚନା ମିଳିଛି । ଏବେବି ସମସ୍ତ ଅଭିଯୁକ୍ତ ଫେରାର ଅଛନ୍ତି । ସେପଟେ ଆପବିତି ଥାନାରେ ଅଟୋ ଡ୍ରାଇଭର ଓ ତାଙ୍କର ୩ ଜଣ ସାଥୀଙ୍କ ନାଁରେ ଗଣଦୁଷ୍କର୍ମ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ମହାରାଷ୍ଟ୍ର ମହାନାଟକ: CM ଉଦ୍ଧବ ଠାକରେ କରୋନା ସଂକ୍ରମିତ

ମହାରାଷ୍ଟ୍ର ୨୨/୦୬ : ମହାରାଷ୍ଟ୍ର ମହାନାଟକ ମଧ୍ୟରେ ଗୋଟିଏ ପରେ ଗୋଟିଏ ଘଟଣା ଘଟିଥିବା ନଜର ଆସୁଛି । ଏହାରି ଭିତରେ ମହାରାଷ୍ଟ୍ର ସିଏମ ଉଦ୍ଧବ ଠାକରେ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସୂଚନା କଂଗ୍ରେସ ନେତା କମଲନାଥ ସ୍ପଷ୍ଟ କରିଛନ୍ତି । ଏହା ପୂର୍ବରୁ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀ ବି କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କମଲନାଥଙ୍କୁ କଂଗ୍ରେସ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଅଧିକ ଯୌତୁକ ଦାବି କରି ସ୍ତ୍ରୀକୁ ପୋଡି ମାରିଦେଲା ସ୍ବାମୀ ! ଥାନାରେ ଏତଲା

ସୋର ୨୨।୬: ସ୍ତ୍ରୀକୁ ସ୍ବାମୀ ପୋଡି ମାରିଦେଇଥିବା ଅଭିଯୋଗ ହୋଇଛି । ଏଭଳି ଅବାଭନୀୟ ଘଟଣା ସୋର ଅଞ୍ଚଳରେ ଦେଖିବାକୁ ମିଳିଛି । ଅଧିକ ଯୌତୁକ ଦାବି କରି ପୋଡି ମାରିଦେଇଥିବା ଅଭିଯୋଗ ଆଣୁଛନ୍ତି ମୃତ ମହିଳାଙ୍କ ମଉସା । ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ମଧୁସୂଦନପୁର ଗ୍ରାମର ତରୋଜ ପଣ୍ଡାଙ୍କ ସହ ୨୦୧୨ ମସିହାରେ ସିମୁଳିଆ ଥାନା ଖୀରକୋଣା ଗ୍ରାମର ବିଷ୍ଣୁମୋହନ ପଣ୍ଡାଙ୍କ ଝିଅ ସୁଜାତା ପଣ୍ଡାଙ୍କରର ହିନ୍ଦୁ ରୀତିନୀତି ଅନୁସାରେ ବିବାହ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

୨ଟି ଚୋରା କୋଇଲା ବୋଝେଇ ପିକଅପ୍ ଭ୍ୟାନ୍ ଜବତ, ଚାଳକ ଫେରାର

ଚାନ୍ଦବାଲି ୨୨।୬: ଭଦ୍ରକ ଜିଲ୍ଲା ଚାନ୍ଦବାଲି ସଦର ପଟ୍ରୋଲ ପମ୍ପ୍ ନିକଟରେ ୨ଟି ଚୋରା କୋଇଲା ବୋଝେଇ ପିକଅପ୍‌ ଭ୍ୟାନକୁ ଜବଦ କଲା ଚାନ୍ଦବାଲି ପୋଲିସ । ଚାନ୍ଦବାଲି ଥାନା ଅଧିକାରୀ କରୁଣାକର ରାଉତ ବୁଧବାର ବଳମ୍ବିତ ରାତିରେ ୨ଟି ଚୋରା କୋଇଲା ବୋଝେଇ ପିକଅପ୍ ଭ୍ୟାନ୍‌କୁ ଜବତ କରିଛି । କୋଇଲା ଗାଡ଼ି ଧାମରା ରେଳପଥରୁ ଚୋରା କୋଇଲା ନେଇ ଯଶୀପୁର ଅଞ୍ଚଳରୁ ବାହାରି ଚାନ୍ଦବାଲି ଆସୁଥିବା ସମୟରେ ଚାନ୍ଦବାଲି ପୋଲିସ ଖବର ପାଇ ଚୋରା […]

ଅପରାଧ ରାଜ୍ୟ

ଅଧିକ ଯୌତୁକ ଦାବି କରି ସ୍ତ୍ରୀକୁ ପୋଡି ମାରିଦେଲା ସ୍ବାମୀ ! ଥାନାରେ ଏତଲା

ସୋର ୨୨।୬: ସ୍ତ୍ରୀକୁ ସ୍ବାମୀ ପୋଡି ମାରିଦେଇଥିବା ଅଭିଯୋଗ ହୋଇଛି । ଏଭଳି ଅବାଭନୀୟ ଘଟଣା ସୋର ଅଞ୍ଚଳରେ ଦେଖିବାକୁ ମିଳିଛି । ଅଧିକ ଯୌତୁକ ଦାବି କରି ପୋଡି ମାରିଦେଇଥିବା ଅଭିଯୋଗ ଆଣୁଛନ୍ତି ମୃତ ମହିଳାଙ୍କ ମଉସା । ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ମଧୁସୂଦନପୁର ଗ୍ରାମର ତରୋଜ ପଣ୍ଡାଙ୍କ ସହ ୨୦୧୨ ମସିହାରେ ସିମୁଳିଆ ଥାନା ଖୀରକୋଣା ଗ୍ରାମର ବିଷ୍ଣୁମୋହନ ପଣ୍ଡାଙ୍କ ଝିଅ ସୁଜାତା ପଣ୍ଡାଙ୍କରର ହିନ୍ଦୁ ରୀତିନୀତି ଅନୁସାରେ ବିବାହ […]

ଅପରାଧ ରାଜ୍ୟ

ଗାଁ ଦାଣ୍ଡରେ ବୁଲିଲା ଭୁଜାଲି : ଜମିଜମା ବିବାଦରୁ ଆକ୍ରମଣ, ଜଣେ ଶିଶୁଙ୍କ ସମେତ ୪ ଗୁରୁତର

ସୋର ୨୨।୬: ଗାଁ ଦାଣ୍ଡରେ ବୁଲିଲା ଭୁଜାଲି ଓ ରଡ଼ । ଜମିଜମା ବିବାଦ ଉଗ୍ରରୂପ ନେବା ସହ ରଡ଼ ଓ ଭୁଜାଲି ଆକ୍ରମଣରେ ଶିଶୁ ସମେତ ୪ ଗୁରୁତର ହୋଇଛନ୍ତି । ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଓହଡ଼ ଗ୍ରାମରେ ଘଟିଛି ଏଭଳି ଘଟଣା । ସୂଚନାଯୋଗ୍ୟ ଯେ, ଓହଡ଼ ଗାଁର ଗୌରାଙ୍ଗ ଦାସ ଓ ହରେକୃଷ୍ଣ ଦାସ ଦୁଇ ଭାଇଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଜମିଜମା ବିବାଦ ଲାଗି ରହିଥିଲା । ମଙ୍ଗଳବାର […]

ଅପରାଧ ରାଜ୍ୟ

ଘରେ କେହି ନଥିବା ବେଳେ ତାଲା ଭାଙ୍ଗି ପଶିଲେ ଚୋର, ଲୁଟିନେଲେ ଟଙ୍କା ଓ ସୁନାଗହଣା ସହ ମୂଲ୍ୟବାନ ଜିନିଷ

ଗଜପତି ୨୨।୬: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଶ୍ୟାମ ବିହାରରେ ଚୋରୀ । ଏହି ଅଞ୍ଚଳର ପ୍ରକାଶ ଚୌଧୁରୀଙ୍କ ଘରେ କେହି ନଥିବା ସୁଯୋଗ ନେଇ ଘରର ତାଲା ଭାଙ୍ଗି ସୁନାଗହଣା, ଟଙ୍କା ସହ ମୂଲ୍ୟବାନ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗ ହୋଇଛି । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ମଙ୍ଗଳବାର ରାତି ପ୍ରାୟ ୮ଟା ସମୟରେ ଘରୁ ଲୁଟ୍ ହୋଇଛି । ସେହି ସମୟରେ ପରିବାର ଲୋକେ ବ୍ୟବସାୟ ଉଦ୍ଦେଶ୍ୟରେ ବାହାରକୁ ଯାଇଥିଲେ । ରାତି […]

ଅପରାଧ ରାଜ୍ୟ

ଡେଲ୍‌ଟା ଛକ ସ୍କର୍ପିଓ ପୋଡି ଘଟଣା, ୪ ଜଣଙ୍କୁ ଅଟକ ରଖିଛି ଖଣ୍ଡଗିରି ପୋଲିସ

ଭୁବନେଶ୍ୱର ୨୧।୦୬: ଭୁବନେଶ୍ବର ଡେଲ୍‌ଟା ଛକରେ ସ୍କର୍ପିଓ ପୋଡି ଘଟଣା । ୪ ଜଣଙ୍କୁ ଅଟକ ରଖି ଖଣ୍ଡଗିରି ପୋଲିସର ପଚରାଉଚରା । ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ । ଖବର ଅନୁଯାୟୀ, ସୋମବାର ରାତିରେ ଡେଲଟା ଛକଗାଡି ଭଙ୍ଗାରୁଜା ସହ ଗଣ୍ଡଗୋଳ ହୋଇଥିଲା । ଏଥିର ଗାଡି ଗାଡ଼ି ଜାଳି ଦେଇଥିଲେ କିଛି ଯୁବକ । ଅକ୍ଷୟ ନାୟକଙ୍କ ଗାଡି ଚଲାଉଥିବା ଯୁବକଙ୍କୁ ତାର ବକେୟା ଟଙ୍କା ନଦେଉ […]