ଦେଶ ବିଦେଶ ମନୋରଞ୍ଜନ

ସାମ୍ନାକୁ ଆସିଲା ସଞ୍ଜୟ ଦତ୍ତଙ୍କ ‘ଶମଶେରା’ର ଲୁକ୍‌, ଫଟୋ ଦେଖି ଫ୍ୟାନ୍ସଙ୍କର ବଢୁଛି ଉତ୍ସାହ

ମୁମ୍ବାଇ ୨୩।୦୬: ରଣବୀର କପୁର, ବାଣୀ କପୁର ଏବଂ ସଞ୍ଜୟ ଦତ୍ତଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଶମଶେରା’ର ଟ୍ରେଲର ଆସନ୍ତା ଜୁନ୍ ୨୪ ରେ ରିଲିଜ୍ ହେବାକୁ ଯାଉଛି। ଫିଲ୍ମର ଟିଜର ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ରଣବୀର କପୁରଙ୍କ ମାଇଣ୍ଡ ବ୍ଲୋଇଂ ଲୁକ୍‌ ଫିଲ୍ମର କ୍ରେଜକୁ ବଢାଇ ଦେଇଛି । ଏହା ବ୍ୟତୀତ ‘ଶମଶେରା’ରୁ ସଞ୍ଜୟ ଦତ୍ତଙ୍କ ନୂଆ ରାଉଡି ଲୁକ ମଧ୍ୟ ଦେଖିବାକୁ ମିଳିଛି। ରଣବୀରଙ୍କ ପରେ ଏବେ ସଞ୍ଜୟଙ୍କ ଲୁକ୍‌କୁ ଦେଖି ପ୍ରଶଂସକଙ୍କ […]

ଦେଶ ବିଦେଶ ମନୋରଞ୍ଜନ

କିଲର ଲୁକ୍‌ରେ ନଜର ଆସିଲେ ଫାତିମା ସନା ଶେଖ୍, ଫଟୋ ଦେଖି ଫ୍ୟାନ୍ସ ହେଲେ ଦିୱାନା

ମୁମ୍ବାଇ ୨୩।୦୬: ବଲିଉଡ ଅଭିନେତ୍ରୀ ଫାତିମା ସନା ଶେଖ୍ ତାଙ୍କର ଗ୍ଲାମରସ୍ ଲୁକ୍ ପାଇଁ ସବୁବେଳେ ଲାଇମଲାଇଟରେ ରହିଥା’ନ୍ତି। ନିକଟରେ ଫାତିମା ତାଙ୍କ ଫିଲ୍ମ ‘ଥର’କୁ ନେଇ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ଫାତିମା ସନା ଶେଖ ଅମୀର ଖାନଙ୍କ ଫିଲ୍ମ ‘ଦଙ୍ଗଲ’ରୁ କ୍ୟାରିୟର ଆରମ୍ଭ କରିଥିଲେ। ‘ଦଙ୍ଗଲ’ ଫିଲ୍ମରେ ଫାତିମା ଗୀତା ଫୋଗାଟଙ୍କ ଭୂମିକାରେ ଦମ୍‌ଦାର ପ୍ରଦର୍ଶନ କରି ଲୋକଙ୍କ ହୃଦୟରେ ଏକ ସ୍ଥାନ ସୃଷ୍ଟି କରିଥିଲେ । ଏକ ସ୍ବତନ୍ତ୍ର ପରିଚୟ ମିଳିଥିଲା । ଫାତିମା […]

ଖେଳ ଦେଶ ବିଦେଶ

ଟିମ୍‌ ଇଣ୍ଡିଆ ପାଇଁ ଗୁଡ୍‌ ନ୍ୟୁଜ୍‌, ପଞ୍ଚମ ଟେଷ୍ଟ ପୂର୍ବରୁ ଇଂଲଣ୍ଡର ଷ୍ଟାର୍‌ ବୋଲର ଏକାଦଶରୁ ଆଉଟ୍‌

ନୂଆଦିଲ୍ଲୀ ୨୩।୦୬ : ଆସନ୍ତା ମାସରୁ ଆରମ୍ଭ ହେବ ଭାରତ-ଇଂଲଣ୍ଡ ଅନ୍ତିମ ଟେଷ୍ଟ ମ୍ୟାଚ୍‌ । ଏହାପୂର୍ବରୁ ଗୁରୁବାର ଦିନ ଅଭ୍ୟାସ ମ୍ୟାଚ୍‌ ଖେଳିବ ଟିମ୍‌ ଇଣ୍ଡିଆ । କିନ୍ତୁ ଏହାପୂର୍ବରୁ ଇଂଲଣ୍ଡ ଟିମ୍‌କୁ ଲାଗିଛି ଜୋରଦାର୍‌ ଝଟ୍‌କା । ପ୍ରଥମ ଟେଷ୍ଟରୁ ବାଦ୍‌ ପଡିବେ ଇଂଲଣ୍ଡ ଟିମ୍‌ର ଷ୍ଟାର ବୋଲର ଜେମ୍ସ ଆଣ୍ଡରସନ୍‌ । ଖବର ଅନୁଯାୟୀ, ଜୁଲାଇ ୧ରୁ ଭାରତ-ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବ ଟେଷ୍ଟ ମ୍ୟାଚ୍‌ । ୨୦୨୧ରେ ପାଞ୍ଚିଟିକିଆ ଟେଷ୍ଟ ସିରିଜ୍‌ […]

ଅପରାଧ ରାଜ୍ୟ

ଛିନତାଇ ବେଳେ ୨ ଯୁବକକୁ ଧରି ନିର୍ଧୁମ ଛେଚିଲେ, ଲଣ୍ଡା କଲେ ଗ୍ରାମବାସୀ

ସୋର ୨୩।୬: ଦୁଇ ଯୁବକଙ୍କୁ ଗ୍ରାମବାସୀ ଧରି ନିର୍ଧୁମ ଛେଚିବା ସହ ଲଣ୍ଡା କଲେ । ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗ ସୋଲଟ ରୋଡ଼ କାନକଟା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗ ସୋଲଟ ରୋଡ଼ କାନକଟା ରାସ୍ତାରେ ଗାଡି ଚାଳକ ଓ ଲୋକଙ୍କୁ ଭୟଭୀତ କରି ଛିନତାଇ କରୁଥିଲେ ଦୁଇ ଯୁବକ । ଉଭୟକୁ ଗ୍ରାମବାସୀ କାବୁ କରି ନିର୍ଧୁମ ଛେଚିଥିଲେ । […]

ଅପରାଧ ରାଜ୍ୟ

ଷ୍ଟେସନରୁ ଇଂଜିନିୟରିଂ ଛାତ୍ରୀ ନିଖୋଜ, ରେଳବାଇ ଥାନାରେ ଏତଲା

ଭୁବନେଶ୍ୱର ୨୩/୦୬: ବାପା ଜଗିଛନ୍ତି ସୀମା । ଏ ପଟେ ଝିଅ ନିଖୋଜ । ଭୁବନେଶ୍ୱରରେ ହଜିଗଲେ କୋଲକାତାର AERO space ଇଂଜିନିରିୟରିଂ ଛାତ୍ରୀ ତଥା ଯବାନଙ୍କ ଝିଅ ସ୍ୱିଟି ରୟ । ପଶ୍ଚିମବଙ୍ଗ ଚବିଶ ପ୍ରଗଣାର ୨୦ ବର୍ଷ ବୟସ୍କ ଝିଅ ସ୍ୱିଟି ଗତକାଲି ଜନ ଶତାବ୍ଦୀ ଟ୍ରେନରେ ହାୱଡାରୁ ଭୁବନେଶ୍ବର ଆସିବା ପରେ ନିଖୋଜ ହୋଇ ଯାଇଛନ୍ତି । ଭୁବନେଶ୍ୱର ରେଳ ଷ୍ଟେସନରେ ନିଖୋଜ ହୋଇଯାଇଚନ୍ତି । ଭୁବନେଶ୍ୱର କୋଳଥିଆ ଛକ ନିକଟରେ ଥିବା […]

ଅପରାଧ ରାଜ୍ୟ

କ୍ରସରରୁ ଚୋରି ଅଭିଯୋଗରେ ୭ ଅଭିଯୁକ୍ତ ଗିରଫ

ଗଜପତି ୨୩।୬: ଗଜପତି ଜିଲ୍ଲା ମୋହନା ଥାନl ବନ୍ଧାଗୁଡା ଗାଁରେ ଥିବା ଜଣେ ବ୍ୟକ୍ତିଙ୍କ କ୍ରସରରୁ ଚୋରି ଅଭିଯୋଗରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ମୋହନା ପୋଲିସ l ଗିରଫ ଅଭିଯୁକ୍ତ ହେଲେ ବନ୍ଧାଗୁଡା ଗାଁର ଅଜିତ ନାୟକ, ସେବାସ୍ତିଆନ ନାୟକ, ସୁନୀଲ ନାୟକ, ସାଇମନ ନାୟକ, ଅଭିନାଶ ନାୟକ, ଅଡବା ଗାଁର ନିରଞ୍ଜନ ବେହେରା ଓ ମୋହନାର ନାରାୟଣ ଦାସ । ଅଭିଯୁକ୍ତମାନଙ୍କଠାରୁ ଗୋଟିଏ ଅଟୋ, ୨ଟି ବ୍ୟାଟେରୀ ଓ ୧୧ଟି ଲୁହା ଡବା […]

ଅପରାଧ ରାଜ୍ୟ

ଥାନା ଆଗରେ ପେଟ୍ରୋଲ ଢାଳି ଦେହରେ ନିଆଁ ଲଗାଇଲେ ଯୁବକ, ଜଳିଯାଇଛି ଶରୀରର ପ୍ରାୟ ୯୦ଭାଗ

ସାଲେପୁର ୨୩।୬: ଥାନା ଆଗରେ ଦେହରେ ନିଆଁ ଲଗାଇଲେ ଯୁବକ । ଯୁବକ ଜଣଙ୍କ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସାଲେପୁର କଟକ ଜିଲ୍ଲା କିଶନନଗର ଥାନା ସମ୍ମୁଖରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ସାଲେପୁର କଟକ ଜିଲ୍ଲା କିଶନନଗର ଥାନା ସମ୍ମୁଖରେ ଜଣେ ଯୁବକ ଦେହରେ ପେଟ୍ରୋଲ ଢାଳିବା ପରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଫଳରେ ଯୁବକଙ୍କ ଶରୀରର ପ୍ରାୟ ୯୦ଭାଗ ଜଳିଯାଇଛି […]

ଅପରାଧ ରାଜ୍ୟ

ଦୋକାନ ଭିତରୁ ଦୋକାନୀଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ରାଇରଙ୍ଗପୁର ୨୩।୬: ଦୋକାନ ଭିତରୁ ମିଳିଲା ଦୋକାନୀଙ୍କ ମୃତଦେହ । ରାଇରଙ୍ଗପୁର ସହରର ବଜାର ନିକଟ ଧରମଗଳିରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ବୀର କିଶୋର ସାମଲ । ବୀର ସାମଲଙ୍କର ଏକ ତେଜରାତି ଦୋକାନ ଅଛି । ସୂଚନାଯୋଗ୍ୟ ଯେ, ଗୁରୁବାର ସକାଳେ ବୀର ଗାଧୋଇ ସାରି ଦୋକାନ ଖୋଲିବାକୁ ବଜାରକୁ ଆସିଥିଲେ । ତେବେ କିଛି ସମୟ ପରେ କେହି ଜଣେ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ ଯେ ବୀରଙ୍କ ଚପଲ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ନବମ ଦିନରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ସେବା, ଆଜି ବି ଲାଗି ହେବ ଓଷ

ପୁରୀ ୨୩।୦୬: ଦେବସ୍ନାନପୂର୍ଣ୍ଣିମା ଦିନ ୧୦୮ କୁମ୍ଭ ସୁବାସିତ ଜଳରେ ଅତ୍ୟଧିକ ସ୍ନାନ ପରେ ଜ୍ଜରରେ ପୀଡ଼ିତ ଥିବା ଚତୁର୍ଦ୍ଦାବିଗ୍ରହଙ୍କର ସୁସ୍ଥତା ପାଇଁ ଚାଲିଛି ଗୁପ୍ତ ଉପଚାର। ଆଜି ଅନବସରର ଦଶମୀ ତିଥିରେ ଚକାବିଜେ କରିବେ ମହାବାହୁ। ସେପଟେ ରାଜବୈଦ୍ୟଙ୍କ ଦ୍ବାରା ପ୍ରସ୍ତୁତ ହେଉଛି ଦଶମୂଳ ମୋଦକ। ତ୍ରୟୋଦଶ ଶତାଦ୍ଧୀରେ ଦ୍ୱିତୀୟ ଅନଙ୍ଗଭୀମ ଦେବଙ୍କ ସମୟରେ ବୈଦ୍ୟ ଓ ଶାସ୍ତ୍ର ବୈଦ୍ୟ ସେବା ସ୍ଥାପିତ ହୋଇଥିଲା। ଅନବସର ଦଶମୀ ସଂନ୍ଧ୍ୟାରେ ଦଶମୂଳ ମୋଦକ ଶ୍ରୀମନ୍ଦିର ଗାରଦରେ ଦାଖଲ […]

ଅପରାଧ ଦେଶ ବିଦେଶ

ଡ୍ରଗ୍ସ ମାମଲାରେ ଏନ୍‌ସିବିର ପୁଣି ଆକ୍ସନ: ରିୟା ଚକ୍ରବର୍ତ୍ତୀ ଓ ଭାଇ ଶୋଭିକଙ୍କ ବିରୋଧରେ ଅଭିଯୋଗ, ଆସନ୍ତା ୧୨ରେ ଶୁଣାଣି

ନୂଆଦିଲ୍ଲୀ ୨୩।୦୬: ବଲିଉଡର ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀ ଅନ୍ୟମାନଙ୍କ ବିରୋଧରେ ମାମଲା ଦାଖଲ କରାଯାଇ ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟକୁ ପଠାଇଛି। ଯେଉଁଥିପାଇଁ ପରବର୍ତ୍ତୀ ଶୁଣାଣି ୧୨ ଜୁଲାଇ ୨୦୨୨ ରେ ହେବ । ତେବେ କୋର୍ଟ ରିୟାଙ୍କ ବିରୋଧରେ ମାମଲା ରୁଜୁ କରି ନାହାଁନ୍ତି। ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର […]