ଅପରାଧ ରାଜ୍ୟ

ପିତୃହନ୍ତା ପୁଅ, ଶାବଳ ଚୋଟରେ ନେଇଗଲା ବାପାଙ୍କ ଜୀବନ

ଲମତାପୁଟ ୨୦।୦୬ : ଭୁଲିଗଲା ସ୍ନେହ । ପୁଅର ଶାବଳ ଚୋଟରେ ଚାଲିଗଲା ବାପାଙ୍କ ଜୀବନ । ମୃତକ ଡମୁ ଖରା ବୋଲି ଜଣାପଡିଛି । କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ପେଦାଢାବା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଖବର ଅନୁଯାୟୀ, ପୁଅ ତ୍ରିନାଥ ଖରାଙ୍କ କୌଣସି କାରଣକୁ ନେଇ ବାପା ଡମୁ ଖରାଙ୍କ ସହ ବଚସା ହୋଇଥିଲା । ଦେଖୁ ଦେଖୁ ବଚସା ବଢିଯାଇଥିଲା । ଶେଷରେ ପୁଅ ରାଗିଯାଇ ଶାବଳରେ ବାପାଙ୍କୁ […]

ଅପରାଧ ରାଜ୍ୟ

ଟ୍ରେନ୍ ଲାଇନ୍‌ କାଟି ଲୁହା ଚୋରି, ଜଣେ ଯୁବକ ଗିରଫ

ଚାନ୍ଦବାଲି ୨୦।୬: ଭଦ୍ରକରୁ ଧାମରା ଯାଇଥିବା ରେଳ ଧାରଣାରୁ କିଛି ଦିନ ହେବ ଲୁହା ଜିନିଷ ଚୋରି ହେବାର ଲାଗିଛି । ଏ ବିଷୟରେ ଆଦାନୀ କମ୍ପାନୀ ତାର ସିକ୍ୟୁରିଟି ନରେଶ ମାଝୀଙ୍କୁ ନଜର ରଖିବାକୁ କହିଥିଲା । ତେବେ ଜଣେ ଯୁବକ ଲୁହା ଚୋରି କରୁଥିବା ସମୟରେ କମ୍ପାନୀ ସିକ୍ୟୁରିଟି ଏ ବିଷୟରେ ଜାଣିବାକୁ ପାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୁକ୍ତ ଜଣକ ଯଶୀପୁର ପଞ୍ଚାୟତ ସଦାନନ୍ଦପୁର ଗାଁର ହିମାଂଶୁ ପଲ୍ଲାଇଙ୍କ ପୁଅ […]

ଅପରାଧ ରାଜ୍ୟ

ସ୍କୁଟିରେ ଯାଉଥିବା ବେଳେ ମହିଳାଙ୍କୁ ବନ୍ଧୁକ ଦେଖାଇ ଲୁଟ୍‌, ଆକ୍ରମଣରେ ଝିଅ ଗୁରୁତର

ଉଦଳା, ୧୯/୦୬: ସ୍ପଷ୍ଟ ଦିବାଲୋକରେ ବିଚ ରାସ୍ତାରେ ଗୁଳି ଫୁଟାଇ ଲୁଟ । କପ୍ତିପଦା ଥାନା ବାଲେଶ୍ୱର ଗୋଲେଇ ନିକଟରେ ଏପରି ଘଟଣା ଘଟିଛି । ରାଜ୍ୟ ରାଜପଥରେ ଗୁଳି ଫୁଟାଇ ମହିଳାଙ୍କ ବେକରୁ ସୁନାଚେନ ଏବଂ ମୋବାଇଲ ଲୁଟିନେଇଛନ୍ତି ୨ ଦୁର୍ବୃତ୍ତ । ଏହାକୁ ବିରୋଧ କରିବାରୁ ଦୁର୍ବୃତ୍ତଙ୍କ ଆକ୍ରମଣରେ ମହିଳାଙ୍କ ଝିଅ ଗୁରୁତର ହୋଇଛନ୍ତି । ଗୁରୁତର ଯୁବତୀଙ୍କ ନାମ ପ୍ରାଚୀପ୍ରଭା ପଣ୍ଡା । ତାଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସ୍କୁଟିରେ […]

ଅପରାଧ ରାଜ୍ୟ

ପୋଖରୀ ପୁନଃରୁଦ୍ଧାର ବେଳେ ୨ ଗୋଷ୍ଠୀ ମୁହାଁମୁହିଁ, ବୁଝାସୁଝା କରୁଛି ପୋଲିସ

ମାଲକାନଗିରି ୧୯।୦୬: ପୋଖରୀ ପୁନଃରୁଦ୍ଧାର ବେଳେ ଗୋଷ୍ଠୀ ସଂଘର୍ଷ। ମାଲକାନଗିରି ସଦର ବ୍ଲକ ଏମପିଭି-୨ ଗାଁରେ ପୋଖରୀ ପୁନଃରୁଦ୍ଧାରକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ସ୍ଥିତିକୁ ଦେଖି ମାଲକାନଗିରି ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି । ଖବର ଅନୁଯାୟୀ, ୧୯୭୪ ମସିହାରେ ଗାଁର ବଙ୍ଗୀୟ ଲୋକଙ୍କ ଲାଗି ନିର୍ମାଣ ହୋଇଥିବା ପୋଖରୀ କାଳକ୍ରମେ ପୋତି ହୋଇଯିବାରୁ ଏହାର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ ପୋଖରୀ ପୁନଃରୁଦ୍ଧାର […]

ଅପରାଧ ରାଜ୍ୟ

ଦାଦନ ଖଟିବାକୁ ଗଲେ, ଶବ ହୋଇ ଫେରିଲେ

ବୌଦ୍ଧ ୧୯।୦୬: ପେଟ ପାଇଁ ଦାଦନ ଖଟିବାକୁ ଗଲେ, ଶବ ହୋଇ ଫେରିଲେ। ଦାଦନ ଖଟିବାକୁ ଯାଇ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଯୁବକ ମୃତଦେହ ଆଜି ଗାଁରେ ପହଞ୍ଚିଛି। ମୃତକ ମାନେ ହେଲେ ଅନଙ୍ଗ ପ୍ରଧାନ ଓ ଜୟ ଭୋକ୍ତା । ଉଭୟ ବୌଦ୍ଧରୁ ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଥିଲେ। ରୋଜଗାରିଆ ପୁଅର ମୃତଦେହ ଦେଖି ଭାଙ୍ଗି ପଡିଛନ୍ତି ପରିବାର ଲୋକେ। କ୍ଷତିପୂରଣ ଦାବିରେ ଦଲାଲ ଘର ଆଗରେ ଧାରଣାରେ ବସିଛନ୍ତି ମୃତ ଜୟଙ୍କ ପରିବାର […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ତେଜୁଛି ଅଗ୍ନିପଥ ନିଆଁ : ଆଜି ଜନ୍ତରମନ୍ତରରେ କଂଗ୍ରେସର ଧାରଣା

ନୂଆଦିଲ୍ଲୀ ୧୯/୦୬: ଅଗ୍ନିପଥ ଯୋଜନାକୁ ବିରୋଧ କରି ସାରା ଦେଶର ଜଳୁଛି ପ୍ରତିବାଦର ନିଆଁ । ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଡେଉଁଛି ଆନ୍ଦୋଳନ । ବିହାର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ତେଲେଙ୍ଗାନା ଆଦି ପ୍ରାୟ ୧୪ଟି ରାଜ୍ୟରେ ହିଂସାତ୍ମକ ରୂପ ନେଇଛି ଆନ୍ଦୋଳନ । ବିଶେଷ କରି ବିହାରରେ ଏହାର ଉଗ୍ର ରୂପ ଦେଖିବାକୁ ମିଳିଛି । କଂଗ୍ରେସ ମଧ୍ୟ ସରକାରଙ୍କ ଏହି ଯୋଜନା ବିରୋଧରେ ରବିବାର ରାଜରାସ୍ତାକୁ ଓହ୍ୱାଇବ ବୋଲି କହିଛି । ଅଗ୍ନିପଥ ଯୋଜନାକୁ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ସରିଲା ନାସାଲ୍ କୋଭିଡ୍ ଭ୍ୟାକ୍ସିନର କ୍ଲିନିକାଲ ଟ୍ରାଏଲ୍; ଅନୁମତି ମିଳିଲେ ଲଞ୍ଚ ହେବ୍ ବିଶ୍ୱର ପ୍ରଥମ ନାସାଲ ଭ୍ୟାକ୍ସିନ୍

ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ କ୍ଲିନିକାଲି ପ୍ରମାଣିତ ନାସାଲ କୋଭିଡ୍ ଭ୍ୟାକ୍ସିନର ଚିକିତ୍ସାଳୟ(କ୍ଲିନିକାଲି ଟ୍ରାଏଲ୍)ରେ ପରୀକ୍ଷଣ ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଭାରତୀୟ ବାୟୋଟେକ୍ ଡା. କ୍ରିଷ୍ଣା ଇଲ୍ଲା ସୂଚନା ଦେଇଛନ୍ତି। ସେ କହିଛନ୍ତି ” ତଥ୍ୟ ବିଶ୍ଳେଷଣ ଜାରି ରହିଛି। ସରିଲା ପରେ ଆମ ସବୁ ତଥ୍ୟ ପରିଚାଳକ ସଂସ୍ଥାନ(ରେଗୁଲେଟୋରୀ ଏଜେନ୍ସି)କୁ ଦେବୁ। ଯଦି ସବୁକିଛି ଠିକ୍‌ଠାକ୍ ରହିବ ତେବେ ନାସାଲ ଭ୍ୟାକ୍ସିନକୁ ଲଞ୍ଚ କରିବାକୁ ଆମକୁ ଅନୁମତି ମିଳିବ ଓ ଏହା ବିଶ୍ୱରେ ପ୍ରଥମ […]

ଦେଶ ବିଦେଶ ମନୋରଞ୍ଜନ

ବାପା-ଝିଅଙ୍କ ଡ୍ୟାନ୍ସ ଯୋଡି ଜବରଦସ୍ତ, ସମସ୍ତଙ୍କୁ କରୁଛି ଦିଓ୍ୱାନା

ମୁମ୍ବାଇ ୧୯।୦୬ : ପ୍ରତ୍ୟେକ ବାପାମାଆ ସେମାନଙ୍କର ପିଲାମାନଙ୍କର ବିବାହ ପାଇଁ ଅନେକ ସ୍ୱପ୍ନ ଦେଖନ୍ତି ।କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେମାନଙ୍କ ପିଲାମାନଙ୍କର ବିବାହର ସମସ୍ତ ଦାୟିତ୍ବ ପୂରଣ କରିବା ଏବଂ ସେମାନଙ୍କ ବିବାହରେ ମଜା ଉଠାଇବା । ଏହିପରି ଗୋଟିଏ ପିତାଙ୍କୁ ଦେଖିବାକୁ ମିଳିଛି । ଯିଏ ନିଜ ଝିଅ ବାହାଘରରେ ଖୁବ୍‌ ନାଚିଛନ୍ତି । ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ସମଗ୍ର ବିଷୟ ଜାଣିବା ପୂର୍ବରୁ, […]

ଖେଳ ଦେଶ ବିଦେଶ

ଇଂଲଣ୍ଡ ଗସ୍ତରୁ ଟି-୨୦ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ଭାରତ : ଦ୍ରାବିଡଙ୍କ ମାଷ୍ଟରପ୍ଲାନ୍ କହିଲେ ଗାଙ୍ଗୁଲି

ନୂଆଦିଲ୍ଲୀ ୧୯/୦୬: କୋଚ୍ ରାହୁଲ ଦ୍ରାବିଡଙ୍କ ଅଧିନରେ ଭାରତ ଏବେ ଭିନ୍ନ ଭିନ୍ନ ସିରିଜ୍ ଖେଳୁଛି । ଏହାସହ ଦଳର ଲକ୍ଷ୍ୟ ଟି୨୦ ବିଶ୍ୱକପ୍ ଉପରେ ରହିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ପରେ ଭାରତ ଇଂଲଣ୍ଡ ଗସ୍ତ କରିବ ଓ ସେଠାରେ ହିଁ ବିଶ୍ୱକପର ପ୍ରକୃତ ମିଶନ ଆରମ୍ଭ ହୋଇଯିବ । ଏବେ ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି ମଧ୍ୟ ଟିମ୍ ଇଣ୍ଡିଆର ବିଶ୍ୱକପ ମିଶନ ଉପରେ ନିଜର ମତ ଦେଇଛନ୍ତି । କିପରି […]

ଖେଳ ଦେଶ ବିଦେଶ

ରବିବାର ଫାଇନାଲ୍ ଫାଇଟ୍ : ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ବିଜୟ ଲକ୍ଷ୍ୟରେ ପନ୍ତ ସେନା

ବେଙ୍ଗାଲୁରୁ,୧୯/୦୬: ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ସିରିଜ ନିର୍ଣ୍ଣାୟକ ପଞ୍ଚମ ଟି-ଟ୍ୱେଣ୍ଟି । ଉଭୟ ଦଳ ଇତି ମଧ୍ୟରେ ୨ଟି ଲେଖାଏଁ ମ୍ୟାଚ୍‌ ଜିତିସାରିଛନ୍ତି । ଫଳରେ ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ଘରୋଇ ଗ୍ରାଉଣ୍ଡରେ ଭାରତ ପୂର୍ବରୁ କେବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-ଟ୍ୱେଣ୍ଟି ସିରିଜ ଜିତିନାହିଁ । ୨୦୧୫ରେ ଦକ୍ଷିଣ ଆଫ୍ରିକା ଏଠାରେ ୩ମ୍ୟାଚ୍‌ ବିଶିଷ୍ଟ ସିରିଜକୁ ୨-୦ରେ ଜିତିଥିଲା । ୨୦୧୯ରେ ଅନୁଷ୍ଠିତ ସିରିଜ […]