ଅପରାଧ ରାଜ୍ୟ

ମଦ କାଉଣ୍ଟର ପଛ ପଟୁ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ପଟ୍ଟାମୁଣ୍ଡାଇ ୨୫।୬: ମଦ କାଉଣ୍ଟର ପଛ ପଟୁ ଯୁବକଙ୍କ ମୃତଦେହ ଠାବ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ରାଜନଗର ଅଞ୍ଚଳରେ ପଡିଛି ଯୁବକଙ୍କ ମୃତଦେହ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ରାଜନଗର ସ୍ଥିତ ଏକ ମଦ କାଉଣ୍ଟର ପଛ ପଟେ ଜଣେ ଯୁବକଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଇଲା । ମୃତଦେହ ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା ଘଟଣା : ଡିଏସପି ସସପେଣ୍ଡ୍, ତଦନ୍ତ କରିବେ ଏଡିଜିପି

ନୂଆଦିଲ୍ଲୀ ୨୫/୦୬: କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀଙ୍କ ୱାଏନାଡ କାର୍ଯ୍ୟାଳୟରେ ଭଙ୍ଗାରୁଜା ଘଟଣାରେ ରାଜ୍ୟ ସରକାର ଆକ୍ସନ ନେଇଛନ୍ତି । ସରକାର ଆକ୍ରମଣ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଆହୁରି ମଧ୍ୟ ତଦନ୍ତ ପାଇଁ ଏଡିଜିପିଙ୍କୁ ଦାୟିତ୍ୱ ଦେଇଛନ୍ତି । ଏହାସହ କଲପେଟ୍ଟା ଡିଏସକିଙ୍କୁ ମଧ୍ୟ ସରକାର ନିଲମ୍ବନ କରିଛନ୍ତି । କେରଳ ସିଏମଓ ଅନୁସାରେ, ଏଡିଜିପି ମାମଲାର ଯାଞ୍ଚ କରିବେ । ଏକ ସପ୍ତାହ ମଧ୍ୟରେ ତାଙ୍କୁ ରିପୋର୍ଟ ଦେବାକୁ […]

ଅପରାଧ ରାଜ୍ୟ

SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍ କଟରରେ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବାଲେଶ୍ବର ୨୫।୬: ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏଟିଏମ୍‌ରୁ ଲୁଟ୍ । ବାଲେଶ୍ବର ସଦର ଥାନା ହଳଦୀପଦା ପଦ୍ମପୁର ବଜାରରେ ଥିବା ଏଟିଏମ୍‌ରୁ ଲୁଟ୍ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ, ବାଲେଶ୍ବର ସଦର ଥାନା ହଳଦୀପଦା ପଦ୍ମପୁର ବଜାରରେ ଥିବା ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏଟିଏମ୍‌ରୁ ଲୁଟ୍ ହୋଇଛି । ଗ୍ୟାସ୍ କଟରରେ କାଟି ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ । ତେବେ ଏଟିଏମ୍‌ରୁ କେତେ ଟଙ୍କା […]

ଦେଶ ବିଦେଶ ମନୋରଞ୍ଜନ

କାର୍ତ୍ତିକ୍‌ଙ୍କୁ ସ୍ପେଶାଲ୍‌ ଗିଫ୍ଟ ଦେଲେ ଭୂଷଣ କୁମାର, ଭାରତରେ ନାହିଁ କାହା ପାଖରେ ଏହି କାର

ମୁମ୍ବାଇ ୨୫।୦୬: କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ଭୁଲ୍‌ ଭୁଲେୟାଁ -୨ ଗତ ମାସରେ ରିଲିଜ୍‌ ହୋଇଥିଲା ​​। ଏପର୍ଯ୍ୟନ୍ତ ଫିଲ୍ମଟିର କ୍ରେଜ୍‌ ଚାଲିଛି । ସେ ତା’ର ରୋଜଗାର ଜାରି ରଖିଛି। ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନ୍, କିଆରା ଆଡଭାନୀ ଏବଂ ତବୁ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ଦର୍ଶକମାନେ ତାଙ୍କ ଅଭିନୟକୁ ଖୁବ୍‌ ପସନ୍ଦ କରିଛନ୍ତି । ଏପର୍ଯ୍ୟନ୍ତ ପିଲ୍ମଟି ୧୮୦ କୋଟିରୁ ଅଧିକ ରୋଜଗାର କରିଛି। କିନ୍ତୁ କାର୍ତ୍ତିକ ଅପେକ୍ଷା କରିଛନ୍ତି ଯେ ଫିଲ୍ମଟି […]

ଦେଶ ବିଦେଶ ମନୋରଞ୍ଜନ

ଅଭିଷେକଙ୍କ ପୂର୍ବରୁ ଅଜୟଙ୍କ ପ୍ରେମରେ ପଡିଥିଲେ କରିସ୍ମା, ଜାଣନ୍ତୁ କିପରି ହେଲା ବ୍ୟବସାୟଙ୍କ ସହ ବିବାହ

ମୁମ୍ବାଇ ୨୫।୦୬: ୯୦ ଦଶକର ଜଣେ ପ୍ରମୁଖ ଅଭିନେତ୍ରୀ କରିସ୍ମା କପୁର । ଯାହାର ନାମ ଫିଲ୍ମ ଇଣ୍ଡଷ୍ଟ୍ରିରେ ଖୁବ୍‌ ଚର୍ଚ୍ଚାରେ ଥାଏ। କପୁର ପରିବାରର ଝିଅ କିନ୍ତୁ କରିସ୍ମା ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କେବଳ ସୌନ୍ଦର୍ଯ୍ୟରେ ନୁହେଁ ବରଂ ଅଭିନୟ ଏବଂ ନୃତ୍ୟରେ ମଧ୍ୟ କାହାଠାରୁ କମ୍ ନୁହଁନ୍ତି। ଖୁବ୍ କମ୍ ବୟସରେ ଫିଲ୍ମ ଇଣ୍ଡଷ୍ଟ୍ରିରେ କ୍ୟାରିଅର୍ କରିବା ପାଇଁ ପାଠପଢା ଛାଡିଥିଲେ। ୧୯୯୧ ମସିହାରେ ଚଳଚ୍ଚିତ୍ର ‘ପ୍ରେମ କଏଦି’ରୁ […]

ଅପରାଧ ରାଜ୍ୟ

ଜାମୁନି ଘଟଣା ପଛରେ ରାଜନୈତିକ ଶତ୍ରୁତା : ୫ଅଭିଯୁକ୍ତ ଫେରାର, ମାଷ୍ଟରମାଇଣ୍ଡ ଫେରାର୍

ପୁରୁଷୋତ୍ତମପୁର ୨୫।୦୬ : ପୁରୁଷୋତ୍ତମପୁର ଥାନା ଜାମୁନିରେ ଯୋଗେଶ ବେହେରା ହତ୍ୟା ଏବଂ ଅଜିତ କୁମାର ପାଣିଗ୍ରାହୀଙ୍କୁ ହତ୍ୟା ଉଦ୍ୟମ ମାମଲାରେ ୫ଜଣଙ୍କୁ ଗିରଫ କରିଛି ପୁଲିସ । ଦୁଇ ଭାଇ ଗଜନା ଓରଫ ଗଜପତି ମହାରଣା(୨୯) ଓ ଝଡ଼ିଆ ମହାରଣା(୩୭), ହରିହର ମହାନ୍ତି (୪୪), ପବିତ୍ରମୋହନ ପାଣିଗ୍ରାହୀ (୫୦) ଓ ଜୟସେନ ପାଢ଼ି(୪୭)ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁରୁଷୋତ୍ତମପୁର ଏସ୍‌ଡିପିଓ ସୂଚନା ଦେଇଛନ୍ତି । ତେବେ ଜୟସେନ ପାଢ଼ିଙ୍କ ଘର ବୁରୁଟୁଲୁରେ ହୋଇଥିବା ବେଳେ ଅନ୍ୟ […]

ରାଜ୍ୟ ରାଶିଫଳ

ଜୁନ୍‌ ୨୫ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ– କର୍ମକ୍ଷେତ୍ରରେ ଚେଷ୍ଟା ଅବ୍ୟାହତ ରଖିବା ଫଳରେ ବିଳମ୍ବରେ ସଫଳତା ପାଇବେ । ବନ୍ଧୁ ସହାୟତାରୁ ଉପକୃତ ହେବେ । ସ୍ୱଚ୍ଛ ଆୟର ସୂଚନା ମିଳୁଛି । ବ୍ୟବସାୟ ସୁରୁଖୁରୁରେ ଚାଲିବ । ସୁସ୍ଥ ଓ ନିରାମୟ ରହିବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୩ । ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ । ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ । ଛାତ୍ରଛାତ୍ରୀ- ପାଠପଢାରେ […]

ଅପରାଧ ରାଜ୍ୟ

ମାଓବାଦୀ ନାଁରେ ମାଗୁଥିଲେ ଟଙ୍କା, ୨ ଜଣଙ୍କୁ ଗିରଫ କଲା ପୋଲିସ

କଳାହାଣ୍ଡି ୨୫।୬: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍‌ରୁ ୨ ନକଲି ମାଓବାଦୀ ଗିରଫ ହୋଇଛନ୍ତି । ବିଭିନ୍ନ ବ୍ୟବସାୟୀ ତଥା ଠିକାଦାରମାନଙ୍କୁ ମାଓବାଦୀ ନାଁରେ ଟଙ୍କା ମାଗୁଥିବା ଅଭିଯୋଗ ହୋଇଥିଲା । ଫଳରେ ୨ ଜଣଙ୍କୁ ଗିରଫ କରାଯାଇଥିବା ନେଇ କଳାହାଣ୍ଡି ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସଂପୃକ୍ତ ଦୁଇ ଜଣ ବିଭିନ୍ନ ଲୋକଙ୍କଠାରୁ ପ୍ରାୟ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ନେଇଥିବା ସୂଚନା ମିଳିଛି । ଉକ୍ତ ଦୁଇ ଜଣଙ୍କ […]

ଅପରାଧ ରାଜ୍ୟ

ଅବକାରୀ ବିଭାଗର ଫାସରେ ଫସିଲେ ଗଞ୍ଜେଇ ବ୍ୟବସାୟୀ, ଗ୍ରାହକ ସାଜି ଗିରଫ କଲା ବିଭାଗ

ଟାଙ୍ଗୀ, ୨୩/୦୬: ଗଞ୍ଜେଇ ବ୍ୟବସାୟୀଙ୍କୁ ଧରପଗଡ କରିବା ପାଇଁ ଟାଙ୍ଗୀ ଅବକାରୀ ବିଭାଗ ପକ୍ଷରୁ କରାଯାଇଥିଲା ସୁ-ବନ୍ଦୋବସ୍ତ । ଗଞ୍ଜେଇ ବ୍ୟବସାୟୀ ଜଣକ ଗଞ୍ଜେଇ ବିକ୍ରୀ କରିବା ପାଇଁ ଗରାଖ ଖୋଜିଲେ ଆଉ ସେହି ସମୟରେ କ୍ରୟ କରିବା ପାଇଁ ଅବକାରୀ ବିଭାଗ ପକ୍ଷରୁ କର୍ମଚାରୀ ପୂର୍ବ କଳ୍ପିତ ନାଟକ ପରିବେଷଣ କରିଥିଲେ । ହେଲେ ଅବକାରୀ ବିଭାଗର ଏହି ନାଟକ ସମ୍ପର୍କରେ ବିଚରା ଗଞ୍ଜେଇ ବ୍ୟବସାୟୀ ଜାଣିପାରିଲେ ନାହିଁ । ଆଉ ଶେଷରେ ଅବକାରୀ ବିଭାଗର […]

ଅପରାଧ ରାଜ୍ୟ

୨ଟି ପୁଅ ଓ ୨ଟି ଝିଅ ଥାଇ ମଧ୍ୟ ସ୍ତ୍ରୀର ପରକିଆ ପ୍ରୀତି, ରାସ୍ତାରୁ ହଟାଇବା ପାଇଁ ସ୍ୱାମୀକୁ ହତ୍ୟା କରିଥିବା ଅଭିଯୋଗ

ଜଟଣୀ, ୨୩।୦୬: ବାରଙ୍ଗ ଥାନା ଗୋଡିସାହି ଫାଣ୍ଡି ଅନ୍ତର୍ଗତ ବିଦ୍ୟାଧରପୁର ପାହାଡ ନିକଟ କାଜୁ ଜଙ୍ଗଲରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି । ମୃତକ ଜଟଣୀ ଥାନା ଅନ୍ତର୍ଗତ ନୂଆଗାଁ ଗାନ୍ଧି ନଗରର ଗୋପାଳ ନାୟକ । ବାହାହେବା ପରଠାରୁ ଗୋପାଳ ଶ୍ୱଶୁର ଘର ଗୟାଳବାଙ୍କରେ ରହୁଥିଲେ । ବାରଙ୍ଗ ପୋଲିସ ମୃତକଙ୍କ ଶବ ଜବତ କରି ସାଇଣ୍ଟିଫିକ ଟିମର ସହାୟତାରେ ତଦନ୍ତ କରୁଛି । ଉପଯୁକ୍ତ ନ୍ୟାୟ ପାଇବା ନେଇ ମୃତକଙ୍କ ପରିବାରବର୍ଗ […]