ଏକାସାଙ୍ଗେ ଆତ୍ମହତ୍ୟା କଲେ ତିନି ଝିଅ, ଘର ସମ୍ମୁଖ ନିମ ଗଛରୁ ମିଳିଲା ଝୁଲନ୍ତା ମୃତଦେହ
ଭୋପାଳ ୨୭।୦୭ : ମଧ୍ୟପ୍ରଦେଶର ଖଣ୍ଡଓ୍ୱା ଅଞ୍ଚଳରୁ ଆସିଛି ଏକ ହୃଦୟ ବିଦାରକ ଘଟଣା । ଏକ ନିମ ଗଛରେ ଝୁଲୁଛି ତିନି ଭଉଣୀଙ୍କ ମୃତଦେହ । ସମସ୍ତେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକଙ୍କ ନାମ ସୌନୁ, ସାବତ୍ରୀ ଓ ଲଳିତ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଛାନ୍ଭିନ୍ ଜାରି ରଖିଛି । ମିଳିଥିବା ଖବର ଅନୁଯାୟୀ, ଖଣ୍ଡଓ୍ୱା ଜିଲ୍ଲାର ଏକ ଗାଁରେ ଜାମ୍ ସିଂହଙ୍କ ପରିବାର […]