ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ବଢିଲା ବର୍ଷା ପ୍ରିୟଦର୍ଶିନୀଙ୍କ ଅଡୁଆ, ଗିରଫ କରିପାରେ ଦିଲ୍ଲୀ ପୋଲିସ

କଟକ ୨୯।୦୭: ବଢିଲା ବର୍ଷା ପ୍ରିୟଦର୍ଶିନୀଙ୍କ ଅଡୁଆ । ବର୍ଷାଙ୍କୁ ଗିରଫ କରିପାରେ ଦିଲ୍ଲୀ ପୋଲିସ । ସାଂସଦ ଅନୁଭବଙ୍କ କର୍ମଚାରୀଙ୍କୁ ଜାତିସୂଚକ ଗାଳି ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଦିଲ୍ଲୀ ପୋଲିସର ସମନ । ବର୍ଷାଙ୍କ ସହ ତାଙ୍କ ଝିଆରୀ ଓ ମାଆଙ୍କୁ ବି ସମନ ହୋଇଥିବା ଚର୍ଚ୍ଚା । ଖବର ଅନୁଯାୟୀ, ୨୦୧୯ ଜୁଲାଇ ୯ ତାରିଖର ମାମଲା ୨୦୨୨ ଜୁଲାଇରେ ଦିଲ୍ଲୀ ପୋଲିସ ପଞ୍ଜିକୃତ କରିବା ପରେ ଏବେ ବର୍ଷାଙ୍କ ଅଡୁଆ ବଢିଛି […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦେଶରେ ଉପରତଳ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୨୦୪୦୯ କରୋନା ପଜିଟିଭ୍

ନୂଆଦିଲ୍ଲୀ ୨୯/୦୭: ଉପର ମୁହାଁ କରୋନା ଗ୍ରାଫ୍। ଦେଶରେ ପୁଣି ବଢିଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ବଢିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ପରେ ୧୦ ହଜାର ତଳକୁ ଖସିବା ପରେ ପୁଣି ବଢିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୦୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ବାଇକ୍ ଆରୋହୀଙ୍କୁ ଧକ୍କା ଦେଲା କୁକୁଡ଼ା ବୋଝଇ ପିକଅପ୍ ଭ୍ୟାନ୍, ଜଣଙ୍କର ମୃତ୍ୟୁ

ଭୋଗରାଇ ୨୯।୭: ବାଇକ୍‌କୁ ଧକ୍କା ଦେଲା କୁକୁଡା ବୋଝେଇ ପିକଅପ୍ ଭ୍ୟାନ୍ । ଦୁର୍ଘଟଣା ଫଳରେ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି । ପୋଲସ ଗାଡିଟିକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗ ନମ୍ବର ଥିବା ଏକ କୁକୁଡ଼ା ବୋଝେଇ ପିକଅପ୍ ଭ୍ୟାନ୍ ଦେଉଳାରୁ ଥାନା ଛକ ଅଭିମୁଖେ ଆସୁଥିବା ବେଳେ ଆଗରେ ଯାଉଥିବା ବାଇକ୍‌କୁ ଧକ୍କା ଦେଇଥିଲା । ଫଳରେ ବାଇକ୍ ଆରୋହୀ ଆହତ ହୋଇଥିଲେ । ପିକଅପ୍ […]

ଅପରାଧ ରାଜ୍ୟ

ହତ୍ୟା ନା ଆତ୍ମହତ୍ୟା ? ଯୁବତୀଙ୍କ ଘର ଆଗରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ

ରାଉରକେଲା ୨୯।୦୭ : ହତ୍ୟା ନା ଆତ୍ମହତ୍ୟା । ଯୁବତୀଙ୍କ ଘର ଆଗରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ । ରାଉରେକଲା ସେକ୍ଟର-୧୬ ଶିବାଜୀ ନଗର ବସ୍ତିରେ ଏପରି ଘଟଣା ଦେଖିବାକୁ ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଶୁକ୍ରବାର ଦିନ ସେକ୍ଟର ଶିବାଜୀ ନଗର ବସ୍ତିର ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଜଣେ ଯୁବତୀଙ୍କ ଘରେ ଆଗରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି […]

ବାଇକ୍ ଆରୋହୀଙ୍କୁ ଧକ୍କା ଦେଲା କୁକୁଡ଼ା ବୋଝଇ ପିକଅପ୍ ଭ୍ୟାନ୍, ଜଣଙ୍କର ମୃତ୍ୟୁ

ଭୋଗରାଇ ୨୯।୭: ବାଇକ୍‌କୁ ଧକ୍କା ଦେଲା କୁକୁଡା ବୋଝେଇ ପିକଅପ୍ ଭ୍ୟାନ୍ । ଦୁର୍ଘଟଣା ଫଳରେ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି । ପୋଲସ ଗାଡିଟିକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗ ନମ୍ବର ଥିବା ଏକ କୁକୁଡ଼ା ବୋଝେଇ ପିକଅପ୍ ଭ୍ୟାନ୍ ଦେଉଳାରୁ ଥାନା ଛକ ଅଭିମୁଖେ ଆସୁଥିବା ବେଳେ ଆଗରେ ଯାଉଥିବା ବାଇକ୍‌କୁ ଧକ୍କା ଦେଇଥିଲା । ଫଳରେ ବାଇକ୍ ଆରୋହୀ ଆହତ ହୋଇଥିଲେ । ପିକଅପ୍ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ବେଆଇନ ମାଙ୍କଡା ପଥର ଖଣିରେ ଚଢାଉ, ପ୍ରୋକଲିନ୍ ଓ ହାଇଓ୍ବା ଜବତ ସହ ୭ ଜଣ ଗିରଫ

ଟାଙ୍ଗୀ ୨୯।୭: ବେଆଇନ ମାଙ୍କଡା ପଥର ଖଣି ଉପରେ ଟାଙ୍ଗୀ ପୋଲିସର ନାଇଟ୍ ଅପରେସନ୍ । ଗୋଟିଏ ପ୍ରୋକଲିନ୍ ସହିତ ୬ଟି ହାଇଓ୍ବା ଜବତ ହୋଇଛି । ଗାଡି ଜବତ କରିବା ସହିତ ୭ଜଣଙ୍କୁ ଗିରଫ କରିଛି ଟାଙ୍ଗୀ ପୋଲିସ । ସୂଚନାଯୋଗ୍ୟ ଯେ, ଟାଙ୍ଗୀ ଥାନା ଅନ୍ତର୍ଗତ ଚଣ୍ଡେଶ୍ବର ଛକ ନିକଟରେ ଅଧ ରାତିରେ ପଥର ମାଫିଆମାନେ ଲକ୍ଷ ଲକ୍ଷ ଟଙ୍କାର ମାଙ୍କଡା ପଥର ସାଙ୍ଗକୁ ମୋରମ ଚୋରି କରି ନେଉଥିବା ଖବର ମିଳିଥିଲା । […]

ଖେଳ ଦେଶ ବିଦେଶ

ବିଶାଳ ଛକା ମାରିଲେ ଶୁଭମନ ଗିଲ୍, ଷ୍ଟାଡିୟମ ବାହାରେ ପଡିଲା ବଲ୍

ନୂଆଦିଲ୍ଲୀ, ୨୮|୦୭: ଭାରତ ଓ ଓ୍ୱେଷ୍ଟ ଇଣ୍ଡିଜ ମଧ୍ୟରେ ବୁଧବାର ସିରିଜର ତୃତୀୟ ଦିନିକିଆ ଖେଳାଯାଇଥିଲା । ଯେଉଁଥିରେ ଭାରତ ବିଜୟୀ ହେବା ସହ ସିରିଜକୁ ମଧ୍ୟ ମୂଳପୋଛ କରିଛି । ମ୍ୟାଚର ହିରୋ ଥିଲେ ଶୁଊମନ ଗିଲ୍ । ସେ ଦମଦାର୍ 98 ରନ୍ କରିଥିଲେ । ତେବେ ଶୁଭମନ ଗିଲ୍ ଏପରି ଏକ ସଟ୍ ଖେଳିଥିଲେ ଯାହା ସବୁଠୁ ସ୍ୱତନ୍ତ୍ର ଥିଲା । ସେ ମାରିଥିବା ଏକ ଛକାରେ ବଲ୍ ଷ୍ଟାଡିୟମର ବାହାରକୁ ଚାଲିଯାଇଥିଲା […]

ଖେଳ ଦେଶ ବିଦେଶ

ସିରିଜ୍ କ୍ଲିନ୍ ସ୍ୱିପ୍ କଲା ଭାରତ : ଶେଷ ଦିନିକିଆରେ ୧୧୯ ରନରେ ହାରିଲା ଓ୍ୱେଷ୍ଟ୍ ଇଣ୍ଡିଜ

ପୋର୍ଟ ଅଫ ସ୍ପେନ,୨୮/୦୭: ଘରୋଇ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ୩ଟି ଯାକ ମ୍ୟାଚ୍‌ ଜିତି ଭାରତ ଦିନିକିଆ ସିରିଜ ପୋଛି ନେଇଛି । ବୁଧବାର ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ତୃତୀୟ ଦିନିକିଆରେ ଭାରତ ୧୧୯ ରନ୍‌ରେ ବିଜୟ ହାସଲ କରିଛି । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ୩୬ ଓଭରରେ ୩ ୱିକେଟ୍‌ ହରାଇ ୨୨୫ ରନ୍‌ କରିଥିଲା । ବର୍ଷା ବାଧକ ସାଜିବା ଫଳରେ ଡକ୍‌ ୱର୍ଥ ଲୁଇସ ନିୟମ ଅନୁଯାୟୀ ୱେଷ୍ଟ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ବଢୁଛି ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୦ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୨୮।୦୭ : ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୩୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୦୩ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୪୨୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୭୯ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୦୧୧୫କୁ ବୃଦ୍ଧି ପାଇଛି […]

ଅପରାଧ ରାଜ୍ୟ

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ : ଅଭିଯୁକ୍ତ ଶିକ୍ଷକଙ୍କୁ ନିଲମ୍ବିତ କଲେ ଅତିରିକ୍ତ ଶିକ୍ଷା ଅଧିକାରୀ

ଚାନ୍ଦବାଲି ୨୮।୭: ଛାତ୍ରୀଙ୍କୁ ଅସଦାଚରଣ କରିବା ଘଟଣା ସଂପୃକ୍ତ ଶିକ୍ଷକଙ୍କୁ ମହଙ୍ଗା ପଡିଛି । ଶିକ୍ଷା ବିଭାଗ ପକ୍ଷରୁ ସଂପୃକ୍ତ ଶିକ୍ଷକଙ୍କୁ ଶିକ୍ଷା ବିଭାଗ ନିଲମ୍ବନ କରିଛି । ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଶିକ୍ଷା ଅଧିକାରୀ ଅଧିନ ଗୁଆଁଳର ଭାବେଶ୍ବର ନୋଡ଼ାଲ ପ୍ରାଥମିକ ବିଦ୍ୟାଳୟରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକ ଅସଦାଚରଣ କରିବା ଘଟଣାରେ ଗ୍ରାମବାସୀ ଶିକ୍ଷକଙ୍କୁ ଏକ ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିଲେ । ଏହି ଘଟଣା ଚାନ୍ଦବାଲି ବ୍ଲକ୍ […]