ଚୀନା ଯାତ୍ରୀବାହୀ ବିମାନ ଦୁର୍ଘଟଣା ଇଚ୍ଛାକୃତ: ରିପୋର୍ଟ
ନ୍ୟୁୟର୍କ: ମାର୍ଚ ୨୧ ତାରିଖ ଦିନ ୧୩୨ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଚୀନା ଏୟାର୍ଲାଇନ୍ ବିମାନଟିକୁ ଜାଣିଶୁଣି ଦୁର୍ଘଟଣାଗ୍ରସ୍ତ କରାଯାଇଥିଲା ବୋଲି ମଙ୍ଗଳବାର ଦିନ ଆମେରିକୀୟ ସମ୍ବାଦପତ୍ର...