ଭୁବନେଶ୍ୱର ୧୮।୦୫: ଭୁବନେଶ୍ବରରେ ପୁଣି ମାତିଲେ ଏଟିଏମ୍ ଲୁଟେରା । କୋଳଥିଆ ଛକ ନିକଟ ୟୁନିୟନ ବ୍ୟାଙ୍କ ଏଟିଏମରୁ ଲୁଟ୍ ହୋଇଛି । ଟେକନିକାଲ ପଦ୍ଧତିରେ ୭ ଲକ୍ଷ ଟଙ୍କା କାଢି ନେଇଛନ୍ତି ଦୁର୍ବୃତ୍ତ । ୩ଥର ଚେଷ୍ଟା କରିବା ପରେ ଟଙ୍କା କାଢିବାରେ ସକ୍ଷମ ହୋଇଥିଲା ଚୋର । ଏହି ଲୁଟରେ ବ୍ୟାଙ୍କ କର୍ମଚାରୀ ସାମିଲ ଥିବା ସନ୍ଦେହ କରାଯାଉଛି । ଖଣ୍ଡଗିରି ଥାନାରେ ଏଫଆଇଆର ପରେ ଘଟଣା ସ୍ଥଳ ଯାଇ ଡ଼ିସିପି ଛାନଭିନ କରିଛନ୍ତି ।
Trending
- ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ପଛରେ ଷଡ଼ଯନ୍ତ୍ର ଥିଲା: ବିଜେପି
- ଏଥର ବି ମତଦାନ ପ୍ରତିଶତ ଭଲ ରହିବ ବୋଲି ଆଶା: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
- କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁରରେ ଚାଲିଛି ଭୋଟ୍ : ୨୭୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
- ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ, ଆପଣଙ୍କ ଭୋଟ୍ ଆପଣଙ୍କ ସ୍ଵର
- କାହା ଝୁଲାକୁ ଯିବ ଆଦିବାସୀ ଭୋଟ: ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି ତିନି ଦଳ
- ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଲାଙ୍ଗୀର ଓ ବରଗଡ଼ରେ ନିର୍ବାଚନ ପ୍ରଚାର
- ବିଜେଡି ଲୋକଙ୍କ ସମସ୍ୟା ସମାଧାନ କରିବାରେ ସ୍ଥାଣୁ ପାଲଟିଯାଇଛି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଏଥର ନିର୍ବାଚନରେ ଓଡ଼ିଶା ଇତିହାସ ସୃଷ୍ଟି କରିବ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Monday, May 13