ଓଲଟିଲା ବୋଲେରୋ: ୧୪ ପକେଟ୍ ଗଞ୍ଜେଇ ଛାଡ଼ି ଡ୍ରାଇଭର ଓ ବ୍ୟବସାୟୀ ଫେରାର୍
ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ କୁଟୁଣିପଦର ବ୍ରିଜ ନିକଟରେ ଚୋରାରେ ଚାଲାଣ ହେଉଥିବା ଗଞ୍ଜେଇ ଭର୍ତ୍ତି ବୋଲେରୋ ଗାଡ଼ି ଭାରସାମ୍ୟ ହରାଇ ଓଲଟିପଡ଼ିଛି। ବୋଲେରୋଟି...