ସରିଲା ଜ୍ଞାନବାପି ମସଜିଦ୍ର ଭିଡିଓଗ୍ରାଫି ସର୍ଭେ: ଶିବଲିଙ୍ଗ ମିଳିବାକୁ ନେଇ ବିବାଦ
ବାରଣାସୀ: ସ୍ଥାନୀୟ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ କାଶୀ ବିଶ୍ବନାଥ ମନ୍ଦିର ନିକଟରେ ଥିବା ଜ୍ଞାନବାପି ମସଜିଦ୍ର ଭିଡିଓଗ୍ରାଫି ସର୍ଭେ କାର୍ଯ୍ୟ ଆଜି ଶେଷ ହୋଇଛି। ତୃତୀୟ ଦିନର ସର୍ଭେ...