ମାନହାନୀ ମକଦ୍ଦମା ରୁଜୁ କଲେ ପ୍ରକୃତି, ୫ କୋଟି ୧୦ ଲକ୍ଷ ଟଙ୍କାର କଲେ କେସ୍
ଭୁବନେଶ୍ୱର ୨୪।୦୮: ପ୍ରକୃତି-ବାବୁସାନ୍-ତୃପ୍ତି ବିବାଦ ମାମଲା । ୫ କୋଟି ୧୦ ଲକ୍ଷ ଟଙ୍କାର ମାନହାନି ମକଦ୍ଦମା ଦାୟର କଲେ ପ୍ରକୃତି ମିଶ୍ର । ଭୁବନେଶ୍ୱର କୋର୍ଟରେ ମାମଲା ଦାୟର କଲେ ପ୍ରକୃତି ମିଶ୍ର । ଖବର ଅନୁଯାୟୀ, ରାଜଧାନୀ ରାଜରାସ୍ତାରେ ଘଟିଥିବା ହାଇଡ୍ରାମା ଘଟଣାରେ ଆଉ ଏକ ଟ୍ୱିଷ୍ଟ । ମଙ୍ଗଳବାର ହାଇକୋର୍ଟରେ ମାମଲା ଦାୟର କରିବା ପରେ ଏବେ (ବୁଧବାର ) ଦିନ ଭୁବନେଶ୍ୱର କୋର୍ଟରେ ମାନହାନି ମକଦ୍ଦମା ମାମଲା ଦାୟର କରିଛନ୍ତି ପ୍ରକୃତି […]