ପୁଅ ପାଇଁ ପୁଣି ଏକାଠି ନଜର ଆସିଲେ ମଲାଇକା-ଅରବାଜ, ଦୂରେଇ ଯିବେ କି ଅର୍ଜୁନ୍ ?
ମୁମ୍ଵାଇ ୨୫।୦୮: ବଲିଉଡ୍ ଆଇଟମ୍ ନମ୍ଵର ତଥା ଜଣାଶୁଣା ଅଭିନେତ୍ରୀ ମଲାଇକା ଆରୋରା। ତାଙ୍କ ପୁଅକୁ ସେ ବହୁତ ଭଲ ପାଆନ୍ତି । ଦୁହେଁ ଏକାଠି ପ୍ରାୟତଃ ଦେଖିବାକୁ ମିଳନ୍ତି। ମଲାଇକା ଏବଂ ଅରହାନ ଖାନଙ୍କ ମଧ୍ୟରେ ଥିବା ସମ୍ପର୍କ ବହୁତ ଶକ୍ତିଶାଳୀ । ଉଭୟ ପରସ୍ପରକୁ ବହୁତ ସମ୍ମାନ ମଧ୍ୟ ଦିଅନ୍ତି । ନିକଟରେ ମଲାଇକା ଆରୋରାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ ତାଙ୍କ ପୂର୍ବ ସ୍ୱାମୀ ଅର୍ଥାତ୍ ଅରବାଜ ଖାନ ଏବଂ […]