ନାଳରୁ ମିଳିଲା ମହିଳାଙ୍କ ମୃତଦେହ, ଶୌଚ ହେବାକୁ ଯାଇ ବୁଡ଼ି ଯାଇଥିଲେ
ଢେଙ୍କାନାଳ ୨୪/୦୮: ନାଳକୁ ଶୌଚ ହେବାକୁ ଯାଇ ବୁଡି ଯାଇଥିଲେ ମହିଳା । ଆଉ ଆଜି ସକାଳେ ତାଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ଢେଙ୍କାନାଲ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଶାଙ୍କୁଲେଇ ଗ୍ରାମ ନିକଟସ୍ଥ ବଡ଼ ଜୋରା ନାଳରୁ ଏହି ମହିଳାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ମୃତ ମହିଳା ଜଣଙ୍କ ଶାଙ୍କୁଲେଇ ଗ୍ରାମର ପ୍ରମୋଦ ରାଉତଙ୍କ ପତ୍ନୀ ବୀଣାପାଣି ରାଉତ ବୋଲି ଜଣାପଡିଛି । ଗତ ସନ୍ଧ୍ୟାରେ ସେ ଶୌଚ ହେବାକୁ ଯାଇ […]