ଅପରାଧ ରାଜ୍ୟ

ରାଜଧାନୀରେ ପୁଣି ଏକ ଆତ୍ମହତ୍ୟା, ଓଢ଼ଣୀ ଲଗାଇ ଝୁଲି ପଡ଼ିଲେ ଯୁବତୀ, କାରଣ ଅସ୍ପଷ୍ଟ

ଭୁବନେଶ୍ୱର, ୨୫।୮: ରାଜଧାନୀରେ ପୁଣି ଏକ ଆତ୍ମହତ୍ୟା । ଆଉ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଖରବେଳନଗର ଅଂଚଳରେ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଆତ୍ମହତ୍ୟା କରିଥିବା ଯୁବତୀଙ୍କ ନାଁ ସସ୍ମିତା ବାରିକ । ଯୁବତୀଙ୍କ ବୟସ ୨୩ ବର୍ଷ । ଘରେ କେହି ନଥିବା ବେଳେ ଆତ୍ମହତ୍ୟା କରିଛନ୍ତି ସସ୍ମିତା । ମିଳିଥିବା ସୂଚନା ଅନୁସାରେ ବେକରେ ଓଢଣୀ ଦେଇ ୨୩ ବର୍ଷୀୟ […]

ଅପରାଧ ରାଜ୍ୟ

ଯୁବକଙ୍କୁ ହତ୍ୟା! ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଛି ମୃତଦେହ

ବଲାଙ୍ଗୀର ୨୬/୦୮: ବଲାଙ୍ଗୀର ହାତିଶାଳପଡା ଫରେଷ୍ଟ କେନ୍ଦୁଲିଫ୍ କଲୋନୀରେ ଆବବନୀୟ ଘଟଣା । ଯୁବକଙ୍କୁ ହତ୍ୟା ସନ୍ଦେହ । ମୃତ ଯୁବକର ନାଁ ଅଭିମନ୍ୟୁ ହାତୀ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଛି ମୃତଦେହ । ଟାଉନ୍ ଥାନା ପୋଲିସର ତଦନ୍ତ ଆରମ୍ଭ । ଗତକାଲି ସଂଧ୍ୟାରେ ଅଭିମନ୍ୟୁ ବୁର୍ଲା ମେଡିକାଲ ଯିବାପାଇଁ ଘରୁ ବାହାରିଥିଲେ ପରିବାର ଲୋକେ ମଧ୍ୟ ବୁର୍ଲା ଯାଇଥିବା ନେଇ ରାତିରେ ଆଉ ଯୋଗଯୋଗ କରିନଥିଲେ । ସାଙ୍ଗରେ ଥିବା ଜଣେ ଯୁବକ […]

ଅପରାଧ ରାଜ୍ୟ

ଯୌତୁକ ପାଇଁ ମୋ ଝିଅକୁ ମାରିଦେଲେ… ଝୁଲନ୍ତା ମୃତଦେହ ଉଦ୍ଧାର ପରେ ଏଭଳି ଅଭିଯୋଗ ଆଣିଲେ ମୃତକଙ୍କ ବାପା

ପାରଦୀପ ୨୫।୮: ଯୌତୁକ ପାଇଁ ମୋ ଝିଅକୁ ମାରିଦେଲେ, ମୁଁ ଗରିବ ଲୋକ ଝିଅର ଶାଶୁଘର ଲୋକ ବଡ଼ଲୋକ ହୋଇଥିବାରୁ ମୋ ଝିଅକୁ ବାରମ୍ବାର ନିର୍ଯାତନା ଦେଉଥିଲେ । ଶେଷରେ ଝିଅକୁ ମାରିଦେଇଥିବା ନେଇ କାନ୍ଦି କାନ୍ଦି କହୁଛନ୍ତି ଝିଅର ବାପା । ଏଭଳି ଘଟଣା ଘଟିଛି ପାରାଦୀପ ଲକ୍ ଥାନା ଅନ୍ତର୍ଗତ ରଙ୍ଗିଆଗଡ଼ ଚାନ୍ଦିନୀ ପଡ଼ାରେ । ସୂଚନାଯୋଗ୍ୟ ଯେ, ଦୁଇ ବର୍ଷ ପୂର୍ବେ ଝଙ୍କଡ଼ କୋଷ୍ଟି ମଙ୍ଗଳପୁରର ଦେବ ମଣ୍ଡଳଙ୍କ ବଡ଼ ଝିଅ ଚାନ୍ଦିନୀପଡାର […]

ଅପରାଧ ରାଜ୍ୟ

ସାମାଜିକ ବାସନ୍ଦ ପରେ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ, ରାସ୍ତାରେ ପଡ଼ିରହିଲେ ଦୁଇ ଘଣ୍ଟା

ବାଣପୁର : ପୂର୍ବ ଶତ୍ରୁତାରୁ ଗ୍ରାମର କେତେଜଣ ମହିଳା ସଂଘବଦ୍ଧ ଭାବେ ଅନ୍ୟଜଣେ ମହିଳାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ମହିଳାଙ୍କ ପରିବାର ୪ ମାସ ହେବ ସାମାଜିକ ବାସନ୍ଦର ଶିକାର ହେବାସହିତ ଅକଥନୀୟ ନିର୍ଯାତନା ଭୋଗୁଛନ୍ତି। ଏହି ଆକ୍ରମଣ ଘଟଣା ପଛରେ ଯାହା ଲୁଚି ରହିଛି, ତାହା ଅତ୍ୟନ୍ତ ସ୍ପର୍ଶକାତର ଓ ବେଦନାଦାୟକ। ମାଡ଼ଖାଇ ମହିଳା ଜଣକ ଦୁଇଘଣ୍ଟା ଧରି ରାସ୍ତାରେ ପଡ଼ିଥିବାବେଳେ ତାଙ୍କର ୩ଜଣ କୁନିକୁନି ପିଲା ଅସହାୟ […]

ଅପରାଧ ରାଜ୍ୟ

ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଭୁବନେଶ୍ବର ୨୫।୮: ଭୁବନେଶ୍ବର ଭିଏସଏସ ନଗର ଅଞ୍ଚଳରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି । ଟ୍ରେନ୍‌ରେ କଟିଯାଇଥିବା ସନ୍ଦେହ କରାଯାଉଛି । ଯୁବକଙ୍କ ପରିଚୟ ମିଳିପାରିନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଭିଏସଏସ ନଗ ସ୍ଥିତ ରେଳ ଧାରଣାରୁ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି । ଯୁବକ ଜଣଙ୍କ ଟ୍ରେନ୍‌ରେ କଟି ଯାଇଥିବା ସନ୍ଦେହ କରାଯାଇଛି । ଖବର ଲେଖା ହେବା […]

ଅପରାଧ ରାଜ୍ୟ

ଭୁବନେଶ୍ୱରରେ ଚାଞ୍ଚଲ୍ୟ, ଘରୁ ମିଳିଲା ମହିଳାଙ୍କ ଝୁଲନ୍ତା ମୃତଦେହ

ଭୁବନେଶ୍ୱର ୨୫।୦୮ : ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ରସୁଲଗଡ ସ୍ଥିତ ଭାଗବତ ସନ୍ଧାନ ଶାନ୍ତି ନିବାସରେ ଯୁବତୀଙ୍କ ଆତ୍ମହତ୍ୟା। ଯୁବତୀଙ୍କ ନାମ ପ୍ରଜ୍ଞା ପାରମିତା ଧଲ୍ । ପୋଲିସ ପହଞ୍ଚି ତଦନ୍ତ କରୁଛି । ଖବର ଅନୁଯାୟୀ, ଗୁରୁବାର ସକାଳେ ରୁମ୍ ରୁ ଝୁଲନ୍ତା ଅବସ୍ଥାରେ ପରିବାର ଲୋକ ଦେଖିବାକୁ ପାଇଥିଲେ । ଏହାପରେ ତୁରନ୍ତ ମଞ୍ଚେଶ୍ଵର୍ ଥାନା ପୋଲିସକୁ ଖବର ଦେଇଥିଲେ। ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । […]

ଅପରାଧ ରାଜ୍ୟ

କୋଣାର୍କ ସମୁଦ୍ର କୂଳରୁ ନରକଙ୍କାଳ ଉଦ୍ଧାର, କଙ୍କାଳଟି କାହାର ସେନେଇ ଚାଲିଛି ଖୋଳତାଡ

ପୁରୀ ୨୫।୮: ପୁରୀ କୋଣାର୍କ ବେଳାଭୂମିରୁ ନରକଙ୍କାଳ ଉଦ୍ଧାର ହୋଇଛି । ମେରାଇନ ଥାନା ପୋଲିସ କଙ୍କାଳ ଉଦ୍ଧାର କରି ତଦନ୍ତ ଜାରି ରଖିଛି । ତେବେ ଏହି କଙ୍କାଳଟି କାହାର ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ସୂଚନାଯୋଗ୍ୟ ଯେ, ପୁରୀ କୋଣାର୍କ ବେଳାଭୂମି ସମୁଦ୍ର କୂଳରେ ନରକଙ୍କାଳ ପଡିଥିବା ଦେଖିବାକୁ ମିଳିଛି । ନୂଆନଈ ମୁହାଣଠାରୁ ରାମଚଣ୍ଡୀ ନଈ ମୁହାଣ ଭିତରେ ଏହି କଙ୍କାଳ ପଡିଥିବା ସ୍ଥାନୀୟ ଲୋକ ଦେଖିଥିଲେ । ଏହା […]

ଦେଶ ବିଦେଶ ମନୋରଞ୍ଜନ

ନିଜ ପଇସାରୁ ଫିକ୍ସ ଡିପୋଜିଟ୍‌ କରିଛି, ସୁକେଶଙ୍କ ସହ ନାହିଁ କିଛି କନେକ୍ସନ: ଜ୍ୟାକଲିନ୍‌

ମୁମ୍ଵାଇ ୨୫।୦୮: ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହି ଆସିଛନ୍ତି। ଅଭିନେତ୍ରୀଙ୍କ ଅଧିକାରୀମାନେ ତାଙ୍କ ଡିପୋସିଟ୍‌ ବା ଜମା କରିଥିବା ଟଙ୍କାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି। ପ୍ରକୃତରେ, ୨୦୦କୋଟି ଟଙ୍କା ହେରଫେର ମାମଲାରେ ଜ୍ୟାକଲିନଙ୍କ ନାମ କନମାନ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଯୋଡି ହେବା ପରେ କର୍ତ୍ତୃପକ୍ଷ ଅଭିନେତ୍ରୀଙ୍କ ନିବେଶକୁ ସଂଲଗ୍ନ କରିଥିଲେ। ଅଭିନେତ୍ରୀ ବର୍ତ୍ତମାନ କହିଛନ୍ତି ଯେ ସୁକେଶଙ୍କ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ । ଏହା […]

ଦେଶ ବିଦେଶ ମନୋରଞ୍ଜନ

‘ପୋନିୟିନ୍ ସେଲଭାନ୍‌’ର BTS ପ୍ରୋମା ରିଲିଜ୍‌, ଚୋଳ ଯୋଦ୍ଧାରେ ନଜର ଆସିଲେ ବିକ୍ରମ

ମୁମ୍ଵାଇ ୨୫।୦୮: ପ୍ରସିଦ୍ଧ ନିର୍ଦ୍ଦେଶକ ମଣି ରତ୍ନାମଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ପୋନିୟିନ୍ ସେଲଭାନ୍। ବର୍ତ୍ତମାନ ନିର୍ମାତା ପୋନିୟିନ୍ ସେଲଭାନ୍ ଫିଲ୍ମର ଏକ ଦମଦାର ଡ୍ୟାନ୍ସ ନମ୍ବରକୁ ଏକ ବିଟିଏସ୍ ପ୍ରୋମୋରେ ରିଲିଜ୍ କରିଛନ୍ତି । ପ୍ରୋମୋଟି ହେଉଛି CHOLA CHOLA । ଏହି ଚଳଚ୍ଚିତ୍ରର ମୁଖ୍ୟ ଅଭିନେତା ଚିଆନ୍ ବିକ୍ରମ ଉତ୍ସାହର ସହ ନାଚୁଥିବା ଦେଖିବାକୁ ମିଳିଛି। ୟୁଟ୍ୟୁବରେ ରିଲିଜ୍ ହୋଇଥିବା ଏହି ପ୍ରୋମୋ ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୫ଲକ୍ଷରୁ ଅଧିକ ଭ୍ୟୁ ମିଳିଛି। ବିକ୍ରମ […]

ଦେଶ ବିଦେଶ ମନୋରଞ୍ଜନ

‘Jhalak Dikhhla Jaa 10’ର ସୁଟିଂ ଆରମ୍ଭ, ଗ୍ଲାମରର୍ସ ଲୁକ୍‌ରେ ନୋରାକୁ ଟକ୍କର ଦେଲେ ରୁବିନା

ମୁମ୍ଵାଇ ୨୫।୦୮: ଝଲକ ଦିଖଲାଜା-୧୦ର ସୁଟିଂ ବୁଧବାର ଅର୍ଥାତ୍‌ ଗତକାଲି ଠାରୁ ଆରମ୍ଭ ହୋଇଛି । ଶୋ’ରେ ମାଧୁରୀ ଦୀକ୍ଷିତ, ନୋରା ଫତେହି, କରଣ ଜୋହର ସହ ଅନ୍ୟ ପ୍ରତିଯୋଗୀ ଠାରୁ ଆରମ୍ଭ କରି ସମସ୍ତଙ୍କ ଝଲ୍‌କ ଦେଖିବାକୁ ମିଳିଛି । ଏହି ସମୟରେ ସମସ୍ତ ସେଲିବ୍ରେଟମାନଙ୍କୁ ସୁନ୍ଦର ପୋଷାକ ସହ ଷ୍ଟାଇଲିସ୍‌ ଲୁକ୍‌ରେ ନଜର ଆସିଥିଲେ। ସବୁଠାରୁ ଅଧିକ ଭାଇରାଲ ହେବାକୁ ଯାଉଥିବା ଗୋଟିଏ ଭିଡିଓ ହେଉଛି ରୁବିନା ଦିଲାଇକ୍ ଏବଂ ନୋରା ଫତେହି। ବାସ୍ତବରେ, […]