ମହଙ୍ଗା ପଡିଲା ପୋଲିସକୁ ବିରୋଧ ଏବଂ ଦୁର୍ବ୍ୟବହାର, ବନ୍ତ ଛକରେ ୧୪୪ ଧାରା ଜାରି
ଭଦ୍ରକ ୨୦।୦୯ : ବନ୍ତ ଛକରେ ୧୪୪ ଧାରା ଜାରି । ଉଚ୍ଛେଦ ସରିବା ଯାଏଁ ଲାଗୁ ରହିବ ୧୪୪ ଧାରା । ଉଚ୍ଛେଦ ବେଳେ ପୋଲିସକୁ ଦୁର୍ବ୍ୟବହାର ଓ ବିରୋଧକୁ କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶାସନ । ଏନେଇ ଭଦ୍ରକ ତହସିଲଦାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଖବର ଅନୁଯାୟୀ, ଭଦ୍ରକ ସହରର ବନ୍ତ ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଜବରଦଖଲ କରି ବହୁ ଦୋକାନ ଖୋଲାଯାଇଥିଲା । ପୂର୍ବରୁ ଉଚ୍ଛେଦ ପାଇଁ […]