ରାଜଧାନୀରେ ବଧୂ ହତ୍ୟା ! ମୁଖ୍ୟ ଆସାମୀ ହିଁ ଦିଅର- ମୃତ ସୁମିତ୍ରାଙ୍କ ପରିବାର
ଭୁବନେଶ୍ୱର ୨୧।୦୯ : ରାଜଧାନୀରେ ବଧୂ ହତ୍ୟା ଅଭିଯୋଗ । କ୍ୟାପିଟାଲ ଥାନା ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ । ମୃତକ ହେଲେ ନୟାଗଡ ଅଞ୍ଚଳର ସୁମିତ୍ରା କାଟିଆ । ଖବର ପାଇ କ୍ୟାପିଟାଲ ଥାନା ପୋଲିସ ଓ ଫରେନସିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଖବର ଅନୁଯାୟୀ, ୨୦୨୦ ଡିସେମ୍ବରରେ ନୟାଗଡ଼ ଖଲିସାହିରେ ବାହା ହୋଇଥିଲେ ସୁମିତ୍ରା । ପରେ ସୁମିତ୍ରା ଓ ତାଙ୍କ ସ୍ବାମୀ ଭୁନେଶ୍ବରରେ ରହୁଥିଲେ। ସୁମିତ୍ରାଙ୍କ ସ୍ବାମୀ ଏକ […]