କେବେ ସୁଧୁରିବ ବ୍ୟବସ୍ଥା ? ରାଜଧାନୀରେ ଦାନ ମାଝି ଘଟଣାର ପୁନରାବୃତ୍ତି, ମା’ ଶବକୁ ଷ୍ଟ୍ରେଚରରେ ବୋହିଲା ପୁଅ
ଭୁବନେଶ୍ୱର ୨୨।୧୧: କେବେ ସୁଧୁରିବ ବ୍ୟବସ୍ଥା । ଉପାନ୍ତ ପରେ ଏବେ ଖୋଦ୍ ରାଜଧାନୀରେ ଦାନମାଝୀ ପରି ଘଟଣାର ପୁନରାବୃତ୍ତି । ମାଙ୍କ ମୃତଦେହ ନେବା ପାଇଁ ମିଳିନାଲି ମହାପ୍ରୟାଣ ଗାଡି । ଏପିରିକି ବେସରକାରୀ ଆମ୍ବୁଲାନ୍ସରେ ବି ନେବା ପାଇଁ ପାଖରେ ନଥିଲା ଟଙ୍କା । ଶେଷରେ ବାଧ୍ୟରେ ମାକୁ ଷ୍ଟ୍ରେଟରରେ ଭିଡି ଭିଡି ନେଲେ ପୁଅ ମାନସ ବାହୁବଳେନ୍ଦ୍ର । ରାଜଧାନୀ ମୁଖ୍ୟ ଚିକିତ୍ସା|ଳୟରେ ଏପରି ଘଟଣା ଦେଖିବାକୁ ମିଳିଛି । ଖବର ଅନୁଯାୟୀ, […]









