ସଟ୍ ସର୍କିଟରୁ ଅଗ୍ନିକାଣ୍ଡ, ଜଳିଗଲା ଅନେକ ଦୋକାନ
ଭୁବନେଶ୍ୱର ୨୧।୧୧ : ସଟ୍ ସର୍କିଟରୁ ଜଳିଗଲା ଦୋକାନ । ଭୁବନେଶ୍ବର ଶୈଳଶ୍ରୀ ବିହାର ଫେଜ-୨ ଛକ ନିକଟରେ ଜଳିଗଲା ୩ଟି ଦୋକାନ । ଯାହାଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ଖବର ଅନୁଯାୟୀ, ସୋମବାର ସକାଳୁ ସେହି ରାସ୍ତା ଦେଇ ଯାଇଥିବା ଇଲେକ୍ର୍ଟିକ ତାରରେ ଏକ କାଉ ବସିଥିବା ବେଳେ ହଠାତ୍ ସ୍ପାର୍କିଂ ହୋଇ କାଉଟି ଜଳିଯାଇଥିଲା । ସ୍ପାର୍କିଂ ଯୋଗୁ ନିଆଁ ଧାଷ ପାଲ ଉପରେ ପଡିବାରୁ ନିଆଁ ଲାଗିଥିଲା […]









