ଶ୍ୱଶୁର ଘରେ ଜ୍ୱାଇଁର ନାରକୀୟ କାଣ୍ଡ, ସ୍ତ୍ରୀ ପେଟରେ କଇଁଚି ଭୁସି ହତ୍ୟା କଲା ସୈତାନ ସ୍ୱାମୀ
ଉଦଳା ୨୨/୧୧: ଶ୍ୱଶୁର ଘରକୁ ଆସି ଜ୍ୱାଇଁ ସାଜିଲା ହତ୍ୟାକାରୀ । ସାମାନ୍ୟ ଘରୋଇ କଳହରୁ ସ୍ତ୍ରୀ ପେଟରେ ଭୁସିଦେଲା କଇଁଚି । କେବଳ କଇଁଚି ଭୂସିନି ଅତି ନିର୍ମମ ଭାବେ ହତ୍ୟା ବି କରିଛି । ଏଭଳି ଘଟଣା ଘଟିଛି ଉଦଳା ଖୁଣ୍ଟା ଥାନା ହିଞ୍ଜିଳଗଡିଆ ଗ୍ରାମରେ । ସୂଚନା ଥାଉକି, ବିସିପୁର ଅଞ୍ଚଳର ମଧୁସୂଦନ ମୁର୍ମୁ ନିଜ ସ୍ତ୍ରୀ ସୁହାଗି ମୁର୍ମୁଙ୍କ ସହିତ ହିଞ୍ଜିଳଗଡିଆ ସ୍ଥିତ ଶ୍ୱଶୁର ଘରକୁ ଯାଇଥିଲେ । ତେବେ ଗତକାଲି […]









