ବିବାହ ପାଇଁ ଅରବାଜଙ୍କୁ ପ୍ରପୋଜ୍ କରିଥିଲେ ମଲାଇକା, ଶୋ’ରେ କଲେ ଖୁଲାସା
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ମୁମ୍ଵାଇ ୦୬।୧୨: ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। ନିକଟରେ ମଲାଇକା ତାଙ୍କର ନୂଆ ସୋ ‘ ମୁଭିଂ ଇନ୍ ୱିଥ୍ ମଲାଇକା ‘ ଆସିଛି। ଏହି ଶୋ’ରେ ମଲାଇକାଙ୍କ ଜୀବନର କିଛି […]









