ସହରରେ ମଶାଙ୍କ ରାଜୁତି, ବେଫିକର ବିଏମ୍ସି
ବ୍ରହ୍ମପୁର : ମଶା ଯନ୍ତ୍ରଣାରେ ସହରବାସୀ ଛଟପଟ। ସଂଧ୍ୟା ହେବା ମାତ୍ରକେ ବାହାରେ ରହି ହେଉନାହିଁ କି ଘରେ ବସି ହେଉନାହିଁ। ସହରରେ ମଶା ଏଭଳି ଭାବେ ବଢ଼ିଛି ଯେ ଘରେ ଘରେ ମଶା ନିୟନ୍ତ୍ରଣ ପାଇଁ କିଏ ମଶା ନିବାରଣ ଧୂଆଁ ବ୍ୟବହାର କରୁଛି ତ ପୁଣି କିଏ ମସ୍କ୍ୟୁଟୋ ଅଏଲ୍। କିଏ ପୁଣି ହାତରେ ମଶା ମାରିବା ପାଇଁ ବ୍ୟାଟ୍ ଧରି ବୁଲାଉଥିବା ଦେଖିବାକୁ ମିଳିଛି। ମଶାଙ୍କ ଦାଉରୁ ମୁକୁଲିବା ପାଇଁ ଲୋକେ ତ୍ରାହି […]









