ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଏତଲା ନରଖିଲେ କାର୍ଯ୍ୟାନୁଷ୍ଠାନ। ପୁଲିସକୁ ସତର୍କ କରାଇଲେ ହାଇକୋର୍ଟ।

କନକ ବ୍ୟୁରୋ: ଏତଲା ପଞ୍ଜୀକରଣରେ ପୁଲିସ ନିଷ୍କ୍ରିୟତାକୁ ନେଇ ହାଇକୋର୍ଟ କଡା ଆଭିମୂଖ୍ୟ ଗ୍ରହଣ କରିଛନ୍ତି । ବାରମ୍ବାର ତାଗିଦ୍ ସତ୍ୱେ ପୁଲିସ ଅଧିକାରୀମାନେ ନିୟମ ଅବହେଳା କରୁଥିବାରୁ ସେମାନଙ୍କୁ ସତର୍କ କରାଇଛନ୍ତି କୋର୍ଟ । ନିୟମ ପାଳନ କରୁନଥିବା ଅଫିସରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହି ପ୍ରସଙ୍ଗରେ ଯବାବ ଦାଖଲ ପାଇଁ ପୁଲିସ ଡିଜିଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଅର୍ଚ୍ଚନା ମାମଲା: ଆର୍କିଟେକ୍ଟ ନେଇଛନ୍ତି ୬ ଲକ୍ଷରୁ ଅଧିକ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକମେଲ୍‌ ମାମଲାରେ ଆଜି ଆଉ ଏକ ଭିନ୍ନ ଦିଗ ପଦାକୁ ଆସିଛି। ଅର୍ଚ୍ଚନାଙ୍କ ଆଲିସାନ ଘର ନିର୍ମାଣ ପାଇଁ ନକ୍‌ସା ଦେଇଥିବା ଆର୍କିଟେକ୍ଟ ନେଇଛନ୍ତି ୬ ଲକ୍ଷ ଟଙ୍କାରୁ ଅଧିକ। ବୁଧବାର ଦିନ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ନିର୍ବାଚନରେ ମାତିଲେ, ମଣ୍ଡି ଖୋଲିବାକୁ ଭୁଲିଗଲେ: କମ୍‌ ମୂଲ୍ୟରେ ଧାନ ବିକିଲେଣି ଚାଷୀ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍ଏସ୍‌ପିକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାର ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ହେଲେ କେନ୍ଦ୍ର ସରକାର ଏଯାଏ ଏମ୍‌ଏସ୍‌ପିକୁ ଆଇନଗତ ମାନ୍ୟତା ଦେଇନାହାନ୍ତି। କେନ୍ଦ୍ର ସରକାରଙ୍କ ଏ କ୍ଷେତ୍ରରେ ଟାଳଟୁଳ ନୀତି ପୂରା […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଦିଲ୍ଲୀର ଦିଲ୍ ଜିତିଲା ଆପ୍ । ୧୩୪ ଆସନରେ ବିଜୟ ସହ ଏମସିଡି ନିର୍ବାଚନରେ ମାରିଲା ବାଜି, ୧୫ ବର୍ଷ ପରେ ବିଜେପି ହାତରୁ ଖସିଲା ଏମସିଡି ।

ବ୍ୟୁରୋ : ଦିଲ୍ଲୀର ଦିଲ୍ ଜିତିନେଲେ କେଜ୍ରିୱାଲ । ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ ଆପ୍ ଦେଖାଇଲ ଦମ୍ । ୧୩୪ ଆସନରେ ବିଜୟ ସହ ଦିଲ୍ଲୀ ଏମସିଡି ଦଖଲକୁ ନେଇଛି ଆମ୍ ଆଦମୀ ପାର୍ଟି । ଏହାସହ ଦୀର୍ଘ ୧୫ ବର୍ଷ ଧରି ବିଜେପିର ଗଡ ଥିବା ଏମସିଡିକୁ କରାୟତ୍ତ କରିଛି କେଜ୍ରିୱାଲଙ୍କ ଆପ୍ । ପ୍ରଥମରୁ ଉଭୟ ଆପ୍ ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । କିନ୍ତୁ ଭୋଟ ଗଣତି […]

ରାଜ୍ୟ

ତାମିଲନାଡ଼ୁର ସଫେଇ କପଡ଼ା, ଓଡ଼ିଶାରେ ସ୍କୁଲ୍‌ ପୋଷାକ!

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭବାନୀପାଟଣା, (ଦେବେନ୍ଦ୍ର ବିଶି): ଓଡ଼ିଶାରେ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ବଣ୍ଟନ କରାଯାଉଛି। ଏହି ପୋଷାକ ପରିଧାନଯୋଗ୍ୟ କି ନୁହଁ, ଏନେଇ ମାନ ପରୀକ୍ଷା ପାଇଁ କୌଣସି ବ୍ୟବସ୍ଥା ନାହିଁ। ଏହାର ସୁଯୋଗରେ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବିମୁଦ୍ରିକରଣ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ

ବ୍ୟୁରୋ : ୨୦୧୬ ମସିହାରେ ହୋଇଥିବା ବିମୁଦ୍ରିକରଣକୁ ଭୁଲ ନିଷ୍ପତ୍ତି ବୋଲି ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଉପରେ ଶୁଣାଣି ଶେଷ ହୋଇଛି । ଶୁଣାଣି ସରିବା ପରେ ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଛନ୍ତି । ଏହା ସହ କୋର୍ଟ ସମସ୍ତ ପକ୍ଷଙ୍କୁ ୨ ଦିନ ମଧ୍ୟରେ ଲିଖିତ ଦଲିଲ୍ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ସୁପ୍ରିମକୋର୍ଟରେ ୫୮ ଟି ଆବେଦନ ଦାଖଲ କରାଯାଇଥିଲା । ଜଷ୍ଟିସ ଏସ୍ ଅବ୍ଦୁଲ ନଜୀରଙ୍କ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ସୂର୍ଯ୍ୟମନ୍ଦିର: କାରୁକାର୍ଯ୍ୟକୁ ବିକୃତ କରୁଛି ଆଲୋକୀକରଣ, ପ୍ରଶ୍ନ ଉଠାଇଲେ ସୁଦର୍ଶନ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ପୁରୀ : କୋଣାର୍କ ସୂର୍ଯ୍ୟମନ୍ଦିରରେ ଆଲୋକୀକରଣକୁ ନେଇ ବିବାଦ ମୁଣ୍ଡ ଟେକିଛି। ଭୁଲ ଆଲୋକୀକରଣ ବ୍ୟବସ୍ଥା ପାଇଁ ଓଡ଼ିଶାର ଜାତିର ପରିଚୟ ତଥା ବିଶ୍ବ ଐତିହ୍ୟ କୀର୍ତ୍ତିରାଜି କୋଣାର୍କ ସୂର୍ଯ୍ୟମନ୍ଦିର ବିକୃତ ଲାଗୁଛି। ଏଭଳି ଅଭିଯୋଗ ଆଣିଛନ୍ତି ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ବାଲୁକାଶିଳ୍ପୀ […]

ଅପରାଧ ଦେଶ ବିଦେଶ

ମୁମ୍ବାଇର ୩ ବଡ ଷ୍ଟେସନକୁ ଉଡାଇଦେବାକୁ ଧମକ । ପୋଲିସ ହାତରେ ଧରାପଡିଲା ସନ୍ଦିଗ୍ଧ

ବ୍ୟରୋ ରିପୋର୍ଟ: ମହରାଷ୍ଟ୍ରରୁ ବଡ ଖବର । ଜଣେ ଅଜ୍ଞାତ ବ୍ୟକ୍ତି ନବୀ ମୁମ୍ବାଇର ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ୍ କରି ଦାଦର, କୁର୍ଲା, ସିଏସଏମଟି ପରି ୩ଟି ବଡ ଷ୍ଟେସନରେ ବିସ୍ଫୋରଣ କରିବାକୁ ଧମକ ଦେବା ପରେ ପୋଲିସର ଚିନ୍ତା ବଢିଯାଇଥିଲା । ହେଲେ ପୋଲିସର ତନାଘନା ପରେ ଫୋନ କରି ଧମକ ଦେଇଥିବା ବ୍ୟକ୍ତିକୁ ଗିରଫ କରିଛି ପୋଲିସ । ଫୋନ କରି ବ୍ୟକ୍ତି ଜଣକ ପୋଲିସକୁ କହିଥିଲା ଯେ, ପୋରବନ୍ଦରରୁ କିଛି ଲୋକ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁଡ଼ୁଚେରି ସମୁଦ୍ରରେ ଓଡ଼ିଶାର ସ୍କୁବା ଡାଇଭର୍‌

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ପୁରୀ : ପୁରୀର ଦୁଇ ସ୍କୁବା ଡାଇଭର୍‌ ପୁଡୁଚେରୀ ରକ୍‌ ବିଚ୍‌ ସମୁଦ୍ରରେ ୫୦ ଫୁଟ୍‌ ଗଭୀର ଜଳରାଶିରେ ସେମାନଙ୍କ ପ୍ରଦର୍ଶନ ଦେଖାଇଛନ୍ତି। ଡ୍ରାଇଭ୍‌ ଦି ୱାର୍ଲ୍ଡ ଅନୁଷ୍ଠାନ ପକ୍ଷରୁ ପୁଡୁଚେରୀରେ ଆୟୋଜିତ ଜାତୀୟ ସ୍କୁବା ଡାଇଭିଂ କର୍ମଶାଳାରେ ‘ଜୟ ଓଡ଼ିଶା’ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆପାର୍ଟମେଣ୍ଟ ମାଲିକାନା ମାମଲା: ସାନି ସ୍ପଷ୍ଟୀକରଣ ବିଜ୍ଞପ୍ତି ଜାରି କରିବେ ଆଇଜିଆର୍‌

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କଟକ : ଆପାର୍ଟମେଣ୍ଟ୍ ମାଲିକାନା ମାମଲାରେ ୨୦୨୨, ଜୁଲାଇ ୧୪ର ବିଜ୍ଞପ୍ତିରେ ରହିଥିବା ଦ୍ବନ୍ଦ୍ବ ଦୂର ପାଇଁ ଇନ୍ସପେକ୍ଟର ଜେନେରାଲ ଅଫ୍ ରେଜିଷ୍ଟ୍ରେସନ୍ (ଆଇଜିଆର୍‌)ଙ୍କ ପକ୍ଷରୁ ଜାରି ସ୍ପଷ୍ଟୀକରଣକୁ ନେଇ ସାନି ବିଜ୍ଞପ୍ତି ପ୍ରକାଶ କରାଯିବ। ଏ ନେଇ ଆଇଜିଆରଙ୍କ ତରଫରୁ […]