ନବୀନ ନିବାସରେ ପଦ୍ମପୁର ହିସାବ ନିକାଶ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ଗୁରୁବାର ଦିନ ପଦ୍ମପୁର ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ଏହା ଉପରେ ସାରା ରାଜ୍ୟର ନଜର ରହିଛି। ଏହାର ଅବ୍ୟବହିତ ପୂର୍ବରୁ ଆଜି ନବୀନ ନିବାସରେ ପଦ୍ମପୁର ଭୋଟ୍ ଗଣିତର ହିସାବ ନିକାଶ କରାଯାଇଛି। ନିର୍ବାଚନ ଦାୟିତ୍ବରେ ଥିବା […]









