ମାତ୍ର ୧୦ ଟଙ୍କାରେ ପେଟପୁରା ଖାଇବାକୁ ଦେଉଛନ୍ତି ଯୁବକ । ଆନନ୍ଦ ମହିନ୍ଦ୍ରା ଖୁସି ହୋଇ ମାଗିଲେ ଠିକଣା ଏବଂ କହିଲେ…
ବ୍ୟୁରୋ: ଦେଶର ଜଣାଶୁଣା ଉଦ୍ୟୋଗପତି ତଥା ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଗ୍ରୁପର ମାଲିକ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ । ତାଙ୍କର ଅନେକ ଟ୍ୱିଟ୍ ଅନେକ ସମୟରେ ଭାଇରାଲ ହେଉଥିବା ଦେଖାଯାଏ । ଏବେ ତାଙ୍କର ଆଉ ଏକ ନୂଆ ଟ୍ୱିଟ୍ ଭାଇରାଲ ହେବାରେ ଲାଗିଛି । ଏଥର ଜଣେ ଯୁବକଙ୍କୁ ନେଇ ତାଙ୍କର ଟ୍ୱିଟ୍ , ଯିଏ ମାତ୍ର ୧୦ ଟଙ୍କାରେ ଗରୀବ ଲୋକଙ୍କୁ ପେଟ ପୁରା ଖାଇବାକୁ ଦେଉଛନ୍ତି । ଜାଣନ୍ତୁ […]









