ହାଇକୋର୍ଟ ବେଞ୍ଚ୍ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ: ରିଭ୍ୟୁ ପିଟିସନ୍ ଦାଖଲ ପାଇଁ ସଜବାଜ
ହାଇକୋର୍ଟ ବେଞ୍ଚ ଦାବି ନେଇ ପ୍ରାୟ ୫୦ ବର୍ଷରୁ ଊର୍ଧ୍ବ ସମୟ ହେଲା ରାଜ୍ୟରେ ଆନ୍ଦୋଳନ ହୋଇ ଆସୁଛି। ଏହା କେବଳ ସମ୍ବଲପୁର ନୁହେଁ ବରଂ ଉଭୟ ପଶ୍ଚିମ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାର ସମସ୍ତ ଜିଲ୍ଲାରେ ହେଉଛି। ଓଡ଼ିଶାରେ ହାଇକୋର୍ଟ ବେଞ୍ଚର ଆବଶ୍ୟକତା ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ପରେ ବିଭିନ୍ନ ବାର୍ ଆସୋସିଏସନଙ୍କ ମତ ଏବଂ ରଣନୀତି ନେଇ ସ୍ବତନ୍ତ୍ର ପ୍ରସ୍ତୁତି। ଭୁବନେଶ୍ବର : ହାଇକୋର୍ଟ ବେଞ୍ଚ ହେବ କି ନାହିଁ ତାହା […]









