ମାଟି ମାଫିଆଙ୍କୁ ମାଫ୍! ଜରିମାନା କଷି ଚୁପ୍ ରହୁଛି ପ୍ରଶାସନ
କାଳିଆପାଣି/ ଆନନ୍ଦପୁର : ସରକାରୀ ଜମିରୁ କୋଟିକୋଟି ଟଙ୍କାର ମାଟି ମୋରମ୍ ଲୁଟ୍ ଚାଲିଛି। ସରକାରଙ୍କ ୩ ବିଭାଗ ରାଜସ୍ବ, ବନ ଓ ପୁଲିସ କାଁଭାଁ ଚଢ଼ଉ କରୁଛନ୍ତି। ତହସିଲ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ସ୍ବରୂପ ସ୍ବଳ୍ପ ଜରିମାନା ହେଉଛି। ହେଲେ ଜରିମାନା ଅର୍ଥ ମାସ ମାସ ଧରି ଆଦାୟ ହେଉନି। ସତେଯେମିତି ମାଟି ମାଫିଆଙ୍କ ସବୁଦୋଷ ମାଫ୍। ଆଉ ଲୁଟ୍ ତା’ ବାଟରେ ଚାଲୁଛି। ଯାଜପୁର ଜିଲ୍ଲାର ଦାନଗଦି ତହସିଲ ଓ ଗୋବର୍ଦ୍ଧନପୁର ସର୍କଲର ଜନିନ୍ଦାପାଳ, ବାଲିଆପାଳ […]









