ଚୀନ୍ ପରିସ୍ଥିତି ପାଇଁ ଖୁବ୍ ଚିନ୍ତିତ: ‘ହୁ’ ମୁଖ୍ୟ
ଜିନିଭା: ଚୀନ୍ରେ ଅଭୂତପୂର୍ବ ଭାବେ କୋଭିଡ୍ ଲହର୍ ବୃଦ୍ଧି ପାଉଥିବା ଘଟଣାରେ ଖୁବ୍ ଉଦ୍ବିଗ୍ନ ବୋଲି ବୁଧବାର ଦିନ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ କହିଛନ୍ତି। ରୋଗର ସାଙ୍ଘାତିକତା, ଡାକ୍ତରଖାନାରେ ଭର୍ତ୍ତିସଂଖ୍ୟା ଏବଂ ଇଣ୍ଟେନ୍ସିଭ୍ କେୟାର୍ର ଆବଶ୍ୟକତା ବିଷୟରେ ସବିଶେଷ ବିବରଣ ପାଇଁ ନିବେଦନ କରି ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଟେଡ୍ରସ୍ ଆଧନମ୍ ଗେବ୍ରେୟେସସ୍ କହିଛନ୍ତି, ରୋଗର ସାଙ୍ଘାତିକତା ବୃଦ୍ଧି ପାଉଥିବାର ରିପୋର୍ଟ ମିଳୁଥିବାରୁ ଚୀନ୍ର ପରିସ୍ଥିତି ଯୋଗୁଁ ବିଶ୍ବ ସ୍ବାସ୍ଥ୍ୟ […]









