ଖତ କରିଦେଲେ ଜିନ୍ ବ୍ୟାଙ୍କ: ୫ ବର୍ଷ ହେଲା ପାରମ୍ପରିକ ଧାନ ବିହନ ସଂରକ୍ଷଣ ବନ୍ଦ
ଭୁବନେଶ୍ବର: ରାଜ୍ୟ ବିହନ ପରୀକ୍ଷାଗାରସ୍ଥିତ ଜିନ୍ ବ୍ୟାଙ୍କରେ ୧୦୭୮ଟି ପାରମ୍ପରିକ ବିହନ ବିହନ ସଂରକ୍ଷିତ ହୋଇ ରହିଛି। ସେଥିରୁ କେବଳ ପାରମ୍ପରିକ ଧାନ ବିହନ କଳାଚମ୍ପା ହିଁ ବିହନ ଶୃଙ୍ଖଳରେ ଅନ୍ତର୍ଭୁକ୍ତ କରାଯାଇଛି। ୨୦୧୮ ମସିହାରୁ ବିହନ ସଂରକ୍ଷଣ ବନ୍ଦ କରି ଦିଆଯିବା ସହିତ କୌଣସି ବିହନକୁ ଚାଷୀଙ୍କ ଉପଯୋଗ ପାଇଁ ଦିଆଯାଇନାହିଁ। ଯଦି ପାରମ୍ପରିକ ବିହନ ପ୍ରତି ସରକାରଙ୍କ ଏଭଳି ଆଭିମୁଖ୍ୟ ପ୍ରଦର୍ଶନ କରିବାର ଥିଲା ତେବେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ କାହିଁକି […]









