ଟ୍ରେନ୍ ପ୍ଲାଟ୍ଫର୍ମରେ ବୃଦ୍ଧଙ୍କ କାନ ଓ ମୁହଁ କାମୁଡ଼ି ଛିଡ଼ାଇ ପକାଇଲେ ଯୁବକ
ଓରେଗନ୍: ଆମେରିକାର ଓରେଗନ୍ ଅନ୍ତର୍ଗତ ପୋର୍ଟଲାଣ୍ଡ୍ ଉପନଗରୀରେ ଥିବା ‘ଲାଇଟ୍-ରେଲ୍ ଟ୍ରେନ୍ ପ୍ଲାଟ୍ଫର୍ମ’ରେ ଜଣେ ବୃଦ୍ଧଙ୍କ କାନ ଏବଂ ମୁହଁର କିଛି ଅଂଶ କାମୁଡ଼ି ଛିଡ଼ାଇ ଦେଇଥିବା ଅଭିଯୋଗରେ ଜଣେ ୨୫ ବର୍ଷିୟ ଯୁବକଙ୍କୁ ଗିରଫ କରାଯାଇଥିବା କଥା ମଙ୍ଗଳବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି। ଗ୍ରେସାମ୍ ପୁଲିସ ବିଭାଗ କହିଛି, ଗ୍ରେସାମ୍ସ୍ଥିତ କ୍ଲେଭ୍ଲାଣ୍ଡ୍ ଆଭେନ୍ୟୁ ମ୍ୟାକ୍ସ୍ ପ୍ଲାଟ୍ଫର୍ମରେ ଛୁରାମାଡ଼ ଚାଲିଛି ବୋଲି ରାତି ୨.୧୫ରେ ପୁଲିସ ଅଧିକାରୀ ଓ ଜଣେ ମଲ୍ଟ୍ନୋମା କାଉଣ୍ଟି ଡେପୁଟି ଖବର […]









