ହ୍ୟାକ୍ କରାଯାଇଛି ‘ଟୁଇଟର୍’; ୨୦୦ ନିୟୁତ ବ୍ୟବହାରକାରୀଙ୍କ ଇ-ମେଲ୍ ଆଡ୍ରେସ୍ ଲିକ୍: ରିପୋର୍ଟ
ଲଣ୍ଡନ୍: ହ୍ୟାକର୍ମାନେ ୨୦୦ ନିୟୁତରୁ ଅଧିକ ‘ଟୁଇଟର୍’ ବ୍ୟବହାରକାରୀଙ୍କ ଇ-ମେଲ୍ ଆଡ୍ରେସ୍ ଚୋରାଇ ନେଇ ସେ ସବୁକୁ ଗୋଟାଏ ‘ଅନ୍ଲାଇନ୍ ହ୍ୟାକିଙ୍ଗ୍ ଫୋରମ୍’ରେ ପୋଷ୍ଟ୍ କରିଥିବା କଥା ବୁଧବାର ଦିନ ଜଣେ ସିକ୍ୟୁରିଟି ରିସର୍ଚର୍ଙ୍କ କଥାରୁ ଉଦ୍ଧାର କରି ‘ରଏଟର୍ସ’ ରିପୋର୍ଟ କରିଛି। ଇଜ୍ରାଏଲୀୟ ସାଇବର୍ସିକ୍ୟୁରିଟି-ମନିଟରିଙ୍ଗ୍ ପ୍ରତିଷ୍ଠାନ ‘ହଡ୍ସନ୍ ରକ୍’ର ସହ-ସଂସ୍ଥାପକ ଏଲୋନ୍ ଗଲ୍ ‘ଲିଙ୍କ୍ଡ୍ଇନ୍’ରେ ଲେଖିଛନ୍ତି, ଦୁଃଖର ବିଷୟ, ଏହି ତ୍ରୁଟି ଅନେକ ହ୍ୟାକିଙ୍ଗ୍ ଓ ଠକାମିର କାରଣ ହେବ। ମୋ ଦେଖିବାରେ ଏହା ହେଉଛି […]









