ଅର୍ଥମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଗରିବମାନଙ୍କ ଦୁର୍ଦ୍ଦଶା ବୁଝନ୍ତି: ଲୋକସଭା ବାଚସ୍ପତି ଓମ୍ ବିର୍ଲା
କୋଟା: ରବିବାର ଦିନ ରାଜସ୍ଥାନର କୋଟାସ୍ଥିତ ଦଶହରା ଷ୍ଟାଡିୟମ୍ରେ ଆୟୋଜିତ ‘କ୍ରେଡିଟ୍ ଆଉଟ୍ରିଚ୍ ପ୍ରୋଗ୍ରାମ୍’ରେ ବିଭିନ୍ନ ହିତାଧିକାରୀଙ୍କୁ ଉଦ୍ବୋଧନ ଦେବା ବେଳେ ଲୋକସଭାର ବାଚସ୍ପତି ଓମ୍ ବିର୍ଲା କହିଛନ୍ତି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଗରିବମାନଙ୍କ ଦୁର୍ଦ୍ଦଶା ବୁଝନ୍ତି। ନିର୍ମଳା ସୀତାରମଣଙ୍କୁ ପ୍ରଶଂସା କରି ବିର୍ଲା କହିଲେ, କେନ୍ଦ୍ର ଅର୍ଥମନ୍ତ୍ରୀ ବର୍ତ୍ତମାନ ଆଗାମୀ ଆର୍ଥିକ ବର୍ଷ ପାଇଁ ବଜେଟ୍ ପ୍ରସ୍ତୁତି କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ସେ କହିଥିଲେ, ଆଗାମୀ ବର୍ଷ ପାଇଁ […]









