ବିମାନରେ ପରିସ୍ରା କାଣ୍ଡ: ‘ଘଟଣା ମତେ ବ୍ୟକ୍ତିଗତ ପୀଡ଼ା ଦେଇଛି’
ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ଜଣେ ମହିଳା ଯାତ୍ରୀଙ୍କ ଉପରେ ଜଣେ ମଦ୍ୟପ ଯାତ୍ରୀ ପରିସ୍ରା କରିବା ମାମଲାରେ ଆଜି ଟାଟା ସନ୍ସର ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀ ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣା ତାଙ୍କୁ ବ୍ୟକ୍ତିଗତ ଭାବେ ପୀଡ଼ା ଦେଇଛି ବୋଲି ସେ କହିଛନ୍ତି। ଆମେ ପରିସ୍ଥିତି ସମ୍ଭାଳିବାରେ ଏବଂ ତତ୍କାଳ ପଦକ୍ଷେପ ନେଇ ଉଚିତ ନ୍ୟାୟ ପ୍ରଦାନ […]









