ପୁଣି ବଢ଼ିଲା ଦରଦାମ୍, ସୀମା ଟପିଲା ଖୁଚୁରା ମୁଦ୍ରାସ୍ଫୀତି
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନୂଆଦିଲ୍ଲୀ : ଗତବର୍ଷ ନଭେମ୍ବର ଓ ଡିସେମ୍ବରରେ ଦରଦାମ୍ ସାମାନ୍ୟ ହ୍ରାସ ପରେ ଜାନୁଆରିରେ ପୁଣି ବୃଦ୍ଧି ପାଇଛି। ସରକାରୀ ସୂଚନା ଅନୁସାରେ ଖୁଚୁରା ମୁଦ୍ରାସ୍ଫୀତି ହାର ୬.୫୨%କୁ ବୃଦ୍ଧି ପାଇ ପୁଣି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଏଭଳି ପରିସ୍ଥିତି ଆଗକୁ […]









