୨୦୨୩: ଅନୁଗୁଳ ଲାଗି ନୂତନ ଆଶା, ସମ୍ଭାବନା
ଅନୁଗୁଳ : ବିଦାୟ ନେଇଛି ୨୦୨୨। ଅନେକ ସ୍ବପ୍ନ ଓ ସମ୍ଭାବନା ସହ ପାଦ ଥାପିଛି ନୂଆବର୍ଷ-୨୦୨୩। ଆଉ ନୂଆ ବର୍ଷ ସହ ଅନୁଗୁଳ ପାଇଁ ସୃଷ୍ଟି ହୋଇଛି ଅନେକ ନୂତନ ଆଶା। ଏହି ୨୦୨୩ରେ ଅନୁଗୁଳ ଜିଲ୍ଲା ତା ୩୦ ତମ ଜନ୍ମଦିନ ପାଳିବାକୁ ଯାଉଥିଲାବେଳେ ଏହା ଜିଲ୍ଲାପାଇଁ ଏକ ସ୍ମରଣୀୟ ବର୍ଷ ହେବାକୁ ଯାଉଛି। ଏହି ନୂଆ ବର୍ଷରେ ଜାତୀୟ ରାଜପଥ ନିର୍ମାଣ ଶେଷ ହେବା ସହ ମେଡିକାଲ କଲେଜରେ ଚିକିତ୍ସା ସେବା ଆରମ୍ଭ […]









