ବୁଲେଟ ପ୍ରୁଫ୍ କାର୍ରେ ଭାରତ ଯୋଡ଼ୋ ଯାତ୍ରା ସମ୍ଭବ ନୁହେଁ : ରାହୁଲ
ନୂଆଦିଲ୍ଲୀ : ଭାରତ ଯୋଡ଼ୋ ଯାତ୍ରା ସମୟରେ ରାହୁଲଙ୍କ ସୁରକ୍ଷାରେ ତ୍ରୁଟି ହୋଇଥିବା ନେଇ କଂଗ୍ରେସ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିବାପରେ ସିଆରପିଏଫ୍ ରାହୁଲଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଥିଲା। ରାହୁଲ ନିଜେ ୧୦୦ରୁ ଅଧିକ ଥର ସୁରକ୍ଷା ନିର୍ଦ୍ଦେଶାବଳି ଉଲ୍ଲଂଘନ କରିଛନ୍ତି ବୋଲି ସିଆରପିଏଫ୍ ଅଭିଯୋଗ କରିଛି। ଏହାର ଜବାବ ଦେଇ ରାହୁଲ ଗାନ୍ଧି କହିଛନ୍ତି, ମୁଁ ବୁଲେଟ୍ ପ୍ରୁଫ୍ କାର୍ରେ ଭାରତ ଯୋଡ଼ୋ ଯାତ୍ରା କରିବାପାଇଁ ସରକାର ଚାହାନ୍ତି। କିନ୍ତୁ ଏହା […]









