ଅପରାଧ ରାଜ୍ୟ

ପୂର୍ବ ଶତ୍ରୁତାର କରୁଣ ପରିଣତି, ମାଆ ସାମ୍ନାରେ ପୁଅକୁ ହାଣିଦେଲେ

ବଲାଙ୍ଗୀର ୧୬/୦୮: ବଲାଙ୍ଗୀର ଭୀମଭୋଇ ମେଡକାଲ ଡାଇରିଆ ୱାର୍ଡ ପାଖରେ ହତ୍ୟା । ମାଆ ସମ୍ମୁଖରେ ପୁଅକୁ ଖଣ୍ଡାରେ ହାଣି କରାଯାଇଛି ହତ୍ୟା । ମୃତ ଯୁବକଙ୍କ ନା ଅଜୁ ଦୋରା । ଭୋର୍‌ରୁ ସକାଳୁ ମାଆ ପୁଅ ସ୍କୁଟିରେ ହସ୍ପିଟାଲ ନିକଟରେ ଥିବା ଜଳଖିଆ ଦୋକାନକୁ ଆସୁଥିବା ବେଳେ ଦୁଇ ଜଣ ଦୃବର୍ତ୍ତ ଖଣ୍ଡାରେ ଆକ୍ରମଣ କରି ହତ୍ୟା କରି ଫେରାର୍ ହୋଇଯାଇଛନ୍ତି । ଘଟଣା ସ୍ଥଳରେ ପୁଅର ମୃତ୍ୟୁ ହୋଇଥିବାବେଳେ ମାଆ ଗୁରୁତର ଅବସ୍ଥାରେ […]

ଅପରାଧ ରାଜ୍ୟ

ବିପଦପୂର୍ଣ୍ଣ ସାଜିଛି ପୁରୀ-ଭୁବନେଶ୍ୱର ରାସ୍ତାରେ ବସଯାତ୍ରା: କେହି ମାନୁନାହାନ୍ତି ନିୟମ, ପ୍ରତିଯୋଗିତା ନେଉଛି ଯାତ୍ରୀଙ୍କ ମୁଣ୍ଡ

ପୁରୀ : ବିପଦପୂର୍ଣ୍ଣ ସାଜିଛି ପୁରୀ-ଭୁବନେଶ୍ବର ରାସ୍ତାରେ ବସଯାତ୍ରା। ପ୍ରତି ମୁହୂର୍ତ୍ତରେ ରହୁଛି ଜୀବନ ପ୍ରତି ବିପଦ। ଲଗାତର କିଛି ମାସ ଧରି ପୁରୀ-ଭୁବନେଶ୍ବର ଜାତୀୟ ରାଜପଥରେ ବସ ଦୁର୍ଘଟଣାର ଶିକାର ହେବା ଓ ଏଥିରେ ଯାତ୍ରୀଙ୍କ ମୃତାହତ ହେବା, ଯାତ୍ରୀଙ୍କ ମନରେ ଏଭଳି କିଛି ଭୟ ସଂଚାର କରିଛି। ସେପଟେ ବିଭିନ୍ନ ଷ୍ଟପେଜ୍‌ରୁ ଯାତ୍ରୀଙ୍କୁ ଉଠାଇବା ପାଇଁ ବସ୍‌ଗୁଡ଼ିକ ଭିତରେ ପ୍ରତିଯୋଗିତା ଅଦିନରେ ଯାତ୍ରୀଙ୍କ ମୁଣ୍ଡ ଗଡ଼ାଉଛି ବୋଲି ଯାତ୍ରୀମାନେ ସିଧାସଳଖ ଅଭିଯୋଗ କରିଛନ୍ତି। ଏହା […]

ଅପରାଧ ରାଜ୍ୟ

ସ୍ୱାଧିନତା ଦିବସ ସମାରୋହକୁ ଯାଇ ଫସିଲେ ଗୋପାଳପୁର ବିଧାୟକ, କଳାପତାକା ପ୍ରଦର୍ଶନ ସହ ଧସ୍ତାଧସ୍ତି

ବ୍ରହ୍ମପୁର ୧୫/୦୮: ଆଜି ସାରା ଦେଶ ପାଳନ କରୁଛି ୭୬ ତମ ସ୍ବାଧୀନତା ଦିବସ । ଏହି କ୍ରମରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ କମଳାପୁର ଗାଁରେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପକ୍ଷରୁ ମଧ୍ୟ ସ୍ବାଧୀନତା ଦିବସ ପାଳନ କରାଯାଇଥିଲା । ଏଥିରେ ଅତିଥି ଭାବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ବିଧାୟକ ପ୍ରଦୀପ ପାଣିଗ୍ରାହୀ ପହଞ୍ଚିବା ମାତ୍ରେ କେତେକ ଦଳୀୟ କର୍ମୀ କଳା ପତାକା ପ୍ରଦର୍ଶନ କରିବା ସହ ବିଧାୟକଙ୍କ ଧସ୍ତାଧସ୍ତି ପରିସ୍ଥିତି […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ପ୍ରକାଶ ପାଇଲା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ +୩ ଶେଷ ବର୍ଷ ରେଜଲ୍ଟ : ୯୧.୮୯ ପ୍ରତିଶତ ପାସ୍

ବ୍ରହ୍ମପୁର ୧୫।୮: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଯୁକ୍ତ ତିନି ଶେଷ ବର୍ଷର ପରୀକ୍ଷା ଫଳ ପ୍ରକାଶ ପାଇଛି । ମୋଟ୍ ପାସ୍ ହାର ୯୧.୮୯ ପ୍ରତିଶତ ରହିଛି। ତେବେ କଳାରେ ପାସ୍ ହାର ୯୩.୬୭ ପ୍ରତିଶତ ରହିଛି । ସେହିଭଳି ବାଣିଜ୍ୟରେ ୮୦.୧୭ ପ୍ରତିଶତ ପାସ୍‌ ହାର ରହିଥିବା ବେଳେ ବିଜ୍ଞାନରେ ୮୯.୫୦ ପ୍ରତିଶତ ପାସ୍ ହାର ରହିଛି । ମୋଟ୍ ୧୯୪୯୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୧୭୯୧୪ ଜଣ କୃତକାର୍ଯ୍ୟ ହୋଇଥିବା ବିଶ୍ଵବିଦ୍ୟାଳୟ ପକ୍ଷରୁ […]

ମନୋରଞ୍ଜନ ରାଜ୍ୟ

ଚୁଲ୍‌ବୁଲି ରଚନାଙ୍କ ସ୍ୱାଗ୍ ବାଲା ଡ୍ୟାନ୍ସ, ଫ୍ୟାନ୍ସ କହିଲେ- ଦିଦି ତୁମେ ଓଡିଶା ଫେରିଆସ…

କୋଲକାତା ୧୫।୦୮: ରଚନା ବାନାର୍ଜୀ । ଏଇ ନାଁଟି କିଏ ବା ନଜାଣେ । ଓଡିଆ ସିନେ ଇଣ୍ଟଷ୍ଟ୍ରିରେ ଦିନେ ଦର୍ଶକଙ୍କ ହୃଦୟ ରାଜ କରୁଥିଲେ ଏହି ଚୁଲ୍‌ବୁଲି ଅଭିନେତ୍ରୀ । କିନ୍ତୁ ଆଜିକା ଦିନରେ ଏହି ନାଁ ଟି ଆଉ ଓଡିଆ ଇଣ୍ଡଷ୍ଟ୍ରିରେ ଶୁଣିବାକୁ ମିଳୁନାହିଁ । ବରଂ ବଙ୍ଗଳା ଟେଲି ଓ ଫିଲ୍ମ ଇଣ୍ଡଷ୍ଟ୍ରିରେ ନାଁଟି ବେଶ୍‌ ସାଉଁଟୁଛି । ତେବେ ଏକଦା ଓଡିଆ ଫିଲ୍ମରୁ ଦୂରେଇ ଯାଇଥିବା ରଚନା ଏବେ ବଙ୍ଗଳା ଇଣ୍ଡଷ୍ଟ୍ରିରେ […]

ଅପରାଧ ରାଜ୍ୟ

ପୁଣି ଜାତୀୟ ପତାକାକୁ ଅସମ୍ମାନ, ନୀଳଗିରି ଉପଜିଲ୍ଲାପାଳଙ୍କ ଅଫିସରେ ଓଲଟା ଉଡିଲା ତ୍ରିରଙ୍ଗା

ନୀଳଗିରି ୧୫।୮: ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଜିଲ୍ଲାପାଳଙ୍କ ଅଫିସରେ ଉଡିଲା ଓଲଟା ପତାକା। କର୍ମଚାରୀଙ୍କ ଦାୟିତ୍ବହୀନତା ପାଇଁ ଉପଜିଲ୍ଲାପାଳଙ୍କ ଆଡକୁ ଆଙ୍ଗୁଳି ଉଠିଛି। ସୋମବାର ସକାଳେ ଜାତୀୟ ପତାକା ଉତ୍ତୋଳନ ପାଇଁ ନୀଳଗିରି ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ ଉପସ୍ଥିତ ଥିଲେ । ତାଙ୍କ ସହ କିଛି କର୍ମଚାରୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଜାତୀୟ ପତାକା ଉତ୍ତୋଳନ ହେବା ପରେ ଏହା ଓଲଟା ଉଡ଼ିବାକୁ ଲାଗିଥିଲା । ପରେ ଜାତୀୟ ସଙ୍ଗୀତ ଗାନ ହେଲା। ହେଲେ ଏଭଳି […]

ଅପରାଧ ରାଜ୍ୟ

ବକେୟା ଭତ୍ତା ପ୍ରଦାନକୁ ନେଇ ଉତ୍ତେଜନା, ପିଇଓ ଏବଂ ଜିଆର୍‌ଏସ୍‌ଙ୍କୁ ପଞ୍ଚାୟତ ଘରେ ତାଲା ପକାଇଲେ ହିତାଧିକାରୀ

ବଡ଼ବିଲ୍‌,୧୫/୦୮: ୪ ମାସର ବକେୟା ଭତ୍ତା ନଦେବା କାରଣରୁ ଯୋଡ଼ା ବ୍ଲକ୍ ଚମକପୁର ପଞ୍ଚାୟତରେ ଉତ୍ତେଜନା ଦେଖିବାକୁ ମିଳିଛି । ବାର୍ଦ୍ଧକ୍ୟ ଭତ୍ତା ବାଣ୍ଟିବାକୁ ଯାଇଥିବା ପିଇଓ ବିଦ୍ୟାଧର ପାତ୍ର ଓ ଜିଆରଏସ୍ ରମେଶ ନାଏକଙ୍କୁ ତାଲା ପକାଇଛନ୍ତି ଉତ୍ତେଜିତ ଲୋକେ । ସୋମବାର ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରାଯିବା ପାଇଁ ପଞ୍ଚାୟତର ହିତାଧିକାରୀ ମାନଙ୍କୁ ପଞ୍ଚାୟତ ଅଫିସକୁ ଡକାଯାଇଥିଲା । ତେବେ ହିତାଧିକାରୀଙ୍କ ୩/୪ ମାସର ଭତ୍ତା ବକୟା ରହିଥିବାବେଳେ, ସେମାନଙ୍କୁ ମାତ୍ର ଗୋଟିଏ ମାସର […]

ଅପରାଧ ରାଜ୍ୟ

ବାଇକ ସହ ବାଇକ ମୁହାଁମୁହିଁ ଧକ୍କା, ଯୁବକ ମୃତ

ସୋରୋ ୧୩/୦୮: ବାଇକ ସହିତ ବାଇକ ମୁଁହାମୁହିଁ ଧକ୍କା । ଫଳରେ ଜଣେ ମୃତ ଜଣେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଛକରେ ଦୁଇଟି ବାଇକ ମୁଁହାମୁହିଁ ଧକ୍କା ହେବା ଫଳରେ ଜଣେ ଯୁବକ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକ ଆମ୍ବୁଲାନ୍ସରେ ଗୁରୁତର ଅବସ୍ଥାରେ ଯୁବକଙ୍କୁ କଟକ ନେଇଯାଉଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ନିକଟ ବିଦୁ ନିକଟରେ […]

ଅପରାଧ ରାଜ୍ୟ

ଆମ୍ରି ହସ୍ପିଟାଲ୍ ବିରୋଧରେ ଆର୍ଥିକ ଶୋଷଣ ଅଭିଯୋଗ, ପ୍ରତିବାଦରେ ପୂର୍ବତଟ ରେଲୱେ ଶ୍ରମିକ ସଂଘର ଆନ୍ଦୋଳନ

ଭୁବନେଶ୍ୱର ୧୩।୦୮: ଆମ୍ରି ହସ୍ପିଟାଲ ବିରୋଧରେ ମନମୁଖୀ ଆର୍ଥିକ ଶୋଷଣ ଅଭିଯୋଗ। ଏହାର ପ୍ରତିବାଦରେ ପୂର୍ବତଟ ରେଲୱେ ଶ୍ରମିକ ୟୁନିୟନର ଆନ୍ଦୋଳନ। ପୂର୍ବତଟ ରେଲୱେ ଶ୍ରମିକ ୟୁନିୟନର ମହାମନ୍ତ୍ରୀ ପ୍ରଦୀପ୍ତ କୁମାର ପାଟ୍ଟଶାଣୀଙ୍କ ନେତୃତ୍ବରେ ସଂଗଠନର କର୍ମକର୍ତ୍ତା ଆମ୍ରି ହସ୍ପିଟାଲରେ ରୋଗାକ୍ରାନ୍ତ ରେଲୱେ କର୍ମଚାରୀ ଓ ସେମାନଙ୍କ ପରିବାର ବର୍ଗଙ୍କୁ କରାଯାଉଥିବା ଆର୍ଥିକ ଓ ମାନସିକ ନିର୍ଯାତନା ବିରୋଧରେ ହସ୍ପିଟାଲ ସମ୍ମୁଖରେ ଧାରଣାରେ ବସିଛନ୍ତି। ଖବର ଅନୁଯାୟୀ, ଇସମାଇଲ୍ ମୁର୍ମୁ ନାମକ ଜଣେ ରେଲୱେ କର୍ମଚାରୀ ଗତ […]

ଅପରାଧ ରାଜ୍ୟ

ଶୋଇବା ଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କିଛି ଦିନ ତଳେ ପ୍ରେମିକ ସହ ଥିଲେ ଫେରାର

ଢେଙ୍କାନାଳ ୧୩।୮: ଶୋଇବା ଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଫ୍ୟାନରେ ପିନ୍ଧା ଲୁଗା ଲଗାଇ ଝୁଲିପଡିଛନ୍ତି ମହିଳା । ଢେଙ୍କାନାଳ ସହରର କାଠଗଡା ନୂଆ ସାହିରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ଖବର ପାଇ ଟାଉନ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି । ମୃତା ମହିଳା ଜଣଙ୍କ କାଠଗଡା ନୂଆସାହିର ରବି ସାହୁଙ୍କ ପତ୍ନୀ ଗୌରୀ ସାହୁ ବୋଲି ଜଣାପଡିଛି । ଟାଉନ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ […]