ବବି କଟାରିଆଙ୍କ ନାମରେ ରୁଜୁ ହେଲା ମାମଲା, ଦୋଷୀ ସାବ୍ୟସ୍ତ ହେଲେ ଭୋଗିପାରନ୍ତି ଆଜୀବନ କାରାଦଣ୍ଡ
ନୂଆଦିଲ୍ଲୀ: ଖ୍ୟାତନାମା ବଡିବିଲଡର ବବି କାଟାରିଆଙ୍କୁ ବିମାନ ଭିତରେ ଧୂମପାନ କରିବା ଘଟଣା ମହଙ୍ଗା ପଡ଼ିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗତ ଗୁରୁବାର ଦିନ ଏକ ଯାତ୍ରୀବାହୀ ସ୍ପାଇସ୍ ଜେଟ୍ ବିମାନରେ ବଡିବିଲଡର ବବି କାଟାରିଆ ଧୂମପାନ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିବା ପରେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଆଉ ଆଜି ଆଇଜି ବିମାନବନ୍ଦର ପୁଲିସ ଷ୍ଟେସନରେ ୟୁଟ୍ୟୁବର୍ ବବି କାଟାରିଆଙ୍କ ବିରୋଧରେ ପୁଲିସ ଏକ […]
